ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ, ମୁଁ ଆଜି ଆପଣକୁ ଏକ କମେଡି ଭିଡିଓ ବିଷୟରେ କହିବି ଯାହା ସମସ୍ତଙ୍କୁ ବହୁତ ପସନ୍ଦ ହୋଇଥାଏ |ଏହି କମେଡି ଭିଡିଓକୁ ଅନେକ ଲୋକ ବହୁତ ପସନ୍ଦ କରନ୍ତି ଏବଂ ଏହି ଭିଡିଓ ଦେଖିବା ପାଇଁ ଏମାନେ ବାରମ୍ବାର ଇଚ୍ଛା ପ୍ରକାଶ କରିଥାନ୍ତି |ଆପଣ ମଧ୍ୟ ଏହି କମେଡି ଭିଡିଓ ଦେଖି ବହୁତ ମଜା ନେବା ସହିତ ବହୁତ ଖୁସି ମଧ୍ୟ ହେଉଥିବେ |ମୁଁ ଆଜି ଆପଣଙ୍କୁ ଏମିତି ଏକ କମେଡି ଭିଡିଓ ବିଷୟରେ କହିବି ଯାହା ଦେଖିଲେ ଆପଣ ବହୁତ ଖୁସି ହେବେ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି କମେଡି ଭିଡିଓ ବିଷୟରେ ଆଲୋଚନା କରିବା |
ଆପଣ ଜାଣିଥିବେ ନିଶ୍ଚିତ ଯେ ଆମର ସୁପରଷ୍ଟାର ବାବୁସାନ ଏକ ନୂଆ ଫିଲ୍ମ “ଦମନ “ଏବେ ଓଡ଼ିଆ ସିନେମା. ଜଗତର ବେଶ ଲୋକ ପ୍ରିୟତା ହାସଲ କରିଛି |ଏହି ଓଡ଼ିଆ ଫିଲ୍ମ ଦମନ ସୁପରହିଟ ହୋଇଛି,ଏହି ଫିଲ୍ମ ଦର୍ଶକ ମାନଙ୍କ ମନରେ ଏକ ପ୍ରକାର ପରିବର୍ତନ ଆଣିବାର ମଧ୍ୟ୍ୟ ଜଣା ଯାଇଛି |ଏହି ଫିଲ୍ମର କିଛି ପାର୍ଟକୁ ନେଇ ବା ଏହି ଫିଲ୍ମରେ ବହୁ ଚର୍ଚିତ ହୋଇଥିବା କିଛି ସିନକୁ ନେଇ କିଛି କମେଡି ରିଲସ ପ୍ରସ୍ତୁତ କରିଛନ୍ତି |ଏହି କମେଡି ରିଲ ବହୁତ ସୁନ୍ଦର ହେବା ସହିତ ସମସ୍ତଙ୍କ ମନ ଛୁଇଁଛି |
ଏହି ଦମନ ଫିଲ୍ମର ଏକ ସୁନ୍ଦର ସିନକୁ ନେଇ ତିନିଜଣ ଛୋଟ ପିଲାଙ୍କ ଦ୍ଵାରା ଏକ କମେଡି ସିନ ପ୍ରସ୍ତୁତ ହୋଇଛି |ତାଙ୍କର ଏହି କମେଡି ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି,ଏହି ଭାଇରାଲ ହେଉଥିବା ଭିଡିଓ ରେ ଦେଖିବାକୁ ମିଳିଛି ଯେ ଏହି ଦୁଇ ଜନ ଛୋଟ ପିଲା କାନ୍ଧରେ ଏକ କାଠ ରଖି “ଦମନ “ଫିଲ୍ମର ସେହି ସିନକୁ ପୁନରାବୃତ୍ତି କରିଛନ୍ତି |ଯାହାକି ବହୁତ ହାସ୍ୟପୂର୍ଣ୍ଣ ଅଟେ |ଆହୁରି ମଧ୍ୟ ଏହି ସିନରେ ଦେଖିବାକୁ ମିଳିଛି ଯେ ଛୋଟ ପିଲା ଦୁଇଜଣ ଜଙ୍ଗଲ ପାର ହେବା ସମୟରେ ତାଙ୍କୁ ଅନ୍ୟ ଜଣେ ବ୍ୟକ୍ତି ସେମାନଙ୍କ କାନ୍ଧରେ ବନ୍ଧୁକ ପକାଇ ସେମାନଂକୁ ଡରାଇ ସେମାନେ ପରିଚୟ ପଚାରୁଛନ୍ତି |
ଏହି ଦୁଇ ଛୋଟ ପିଲା ଏହି ରିଲରେ ଅନେକ ହାସ୍ୟ ପୂର୍ଣ୍ଣ କଥା କହିଛନ୍ତି ଯାହାକି ଦର୍ଶକ ମାନଙ୍କ ବହୁତ ମନଛୁଆଁ ହେବ |ଏହି କମେଡି ରିଲସରେ ବନ୍ଧୁକ ନେଇ ଛିଡା ହୋଇଥିବା ପିଲାଟି ଏମାନଙ୍କ ଡାଇଲଗ ଭୁଲ ହେବାରୁ ତାର ମୁହଁରୁ ମାସ୍କ ବାହାର କରି ଏମାନଂକୁ ସଠିକ ଡାଇଲଗ କହିବା ପାଇଁ କହିଛନ୍ତି |ପୁଣି ସେ ତାଙ୍କ ମୁହଁରେ ମାସ୍କ ଲଗାଇ ଦେଉଛନ୍ତି, ଏହି ଭିଡିଓଟି ବହୁତ ହସ୍ୟପୁର୍ଣ ହେବା ସହିତ ହୃଦୟ ସ୍ପର୍ଶି ମଧ୍ୟ୍ୟ ହୋଇଛି |ଏହି କମେଡି ଭିଡିଓ ମାଧ୍ୟମରେ ସେମାନେ ଦମନ ଫିଲ୍ମର ମୁଖ୍ୟ ସିନକୁ ବୁଝାଇ ଦେଇଛନ୍ତି,ଆପଣ ଦମନ ଫିଲ୍ମ ଯଦି ଦେଖିଛନ୍ତି ତେବେ ଏହାର ମଜା ଆପଣ ନିଶ୍ଚିତ ନେଇଥିବେ |ଏହି ଛୋଟ ପିଲା ମାନଙ୍କ କମେଡି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗୁଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।