ହଁ ଦର୍ଶକ ବନ୍ଧୁ ଆମେ ଜାଣିଛୁ କି ସୋସିଆଲ ମିଡ଼ିଆ ଜରିଆରେ ଆମେ ସବୁବେଳେ କିଛି ନା କିଛି ନୂଆ ନୂଆ ଘଟଣା ଗୁଡିକ ବିଷୟରେ ଅନେକ କଥା ଜାଣିବାକୁ ପାଇଥାଉ | ତେବେ ବର୍ତ୍ତମାନ ସେମିତି ଏକ ଭିଡ଼ିଓ ଟେ ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁଠି ଦେଖିବାକୁ ମିଳିଛି କି ଝିଲ୍ଲୀକ ଙ୍କ ଘରେ ପୂଜା ଅର୍ଚନା ଆୟୋଜିତ ହେଉଛି | ଆଉ ସେହି ପୂଜା ରେ ଝିଲ୍ଲୀକ ଯୋଗ ଦେଇଥିବାର ଦେଖିବାକୁ ମିଳିଛି | ତାହା ସହିତ ତାଙ୍କର ପରିବାରର ସମସ୍ତେ ମଧ୍ୟ ସେଠାରେ ଥିବା ର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ବଙ୍ଗୀୟ ସୁନ୍ଦରୀ ତଥା ଓଡ଼ିଆ ବୋହୂ, ଅଲିଉଡ ର ଚୁଲବୁଲି ସୁନ୍ଦରୀ ନାୟିକା ଭାବରେ ଓଡିଶା ର ଘରେ ଘରେ ପ୍ରତେକ ଲୋକ ଙ୍କର ହୃଦୟ ରେ ରାଜ କରୁଥିବା ଅଭିନେତ୍ରୀ ଝିଲ୍ଲୀକ ଙ୍କ ବିଷୟରେ | ଆଉ ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଝିଲ୍ଲୀକ ଙ୍କ ଘରେ ପୂଜା ଅର୍ଚନା ଆୟୋଜିତ ହେଇଛି | ଆଉ ତାହା ସହିତ ସେହି ପୂଜା ରେ ଯଜ୍ଞ ମଧ୍ୟ ହେଉଛି ଆଉ ଝିଲ୍ଲୀକ ସେହି ପୂଜା ରେ ବସିଛନ୍ତି ଆଉ ଘରେ ଠାକୁର ଙ୍କ ଆଗରେ ପୂଜା ହେଉଛି |
ତେବେ ଏହି ପୂଜା ରେ ଝୀଲ୍ଲକ ଙ୍କର ବାପ ଘର ଲୋକ ଙ୍କ ସମେତ ତାଙ୍କର ସ୍ୱାମୀ, ଶାଶୂ ଶଶୂର ଘର ଲୋକ ମାନେ ମଧ୍ୟ ସାମିଲ ହୋଇଛନ୍ତି | ଆଉ ଏହି ପୂଜା ରେ ଘରର ମଙ୍ଗଳ ଆଉ ତାହା ସହିତ ପିଲା ଙ୍କର ମଙ୍ଗଳ ପାଇକି ରଖା ଯାଇଛି ବୋଲି କୁହାଯାଉଛି | କାରଣ ବର୍ତ୍ତମାନ ଏକ ନୂଆ ଘରକୁ ଆସିଛନ୍ତି ଝିଲ୍ଲୀକ ଆଉ ନୂଆ ଘରେ ସମସ୍ତେ ଯେମିତି ଭଲ ରେ ରହିବେ ଘରର ସମସ୍ତଙ୍କର ମଙ୍ଗଳ ସହିତ ଭଗବାନ ଙ୍କର ଶୁଭ ଦୃଷ୍ଟି ଯେମିତି ଘର ଉପରେ ପଡିବ ସେଥିପାଇଁ ଘରେ ଆସିବା ଆଗରୁ ଏକ ହୋମ ଯଜ୍ଞ ର ବ୍ୟବସ୍ଥା କରାଯାଇଥିଲା ବୋଲି କୁହାଯାଉଛି |
ଆଉ ଏହି ଯଜ୍ଞ ରେ ଝିଲ୍ଲୀ ନିଜେ ବସିଛନ୍ତି ଓ ଘରର ଉନ୍ନତି ପାଇଁ କାମନା କରୁଛନ୍ତି | ତେବେ ଝିଲ୍ଲୀକ ଙ୍କ ସହିତ ତାଙ୍କର ପରିବାର ଲୋକ ମଧ୍ୟ ସେଠାରେ ଥିବାର ଦେଖିବାକୁ ମିଳିଛି |ଆଉ ତାହା ସହିତ ଝିଲ୍ଲୀକ ମଧ୍ୟ ନୂଆ ଘରକୁ ଆସିକି ବହୁତ ଖୁସି ଥିବାର ଦେଖିବାକୁ ମିଳିଛି | ଆଉ ଝିଲ୍ଲୀକ ଙ୍କର ଏହି ଭିଡ଼ିଓ ନୂଆ ଘରକୁ ଆସିବାର ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।