ଦେଖନ୍ତୁ viral ଭିଡ଼ିଓ – ଇଏ ଜଣେ ମା’ର କାହାଣୀ, ଯିଏ ଶୁଣିବ ତା ଆଖି ନିଶ୍ଚୟ ଲୁହରେ ଭିଜିବ, ଏମିତି କେମିତି ସମ୍ଭବ…

ଆଜି ଆମେ ଯେଉଁ ମାt କାହାଣୀ ଆମେ ଆପଣ ମାନଙ୍କୁ କହିବୁ ଯାହା ଶୁଣିଲେ ଆପଣଙ୍କ ଆଖିରୁ ନିଶ୍ଚିତ ଭାବେ ପାଣି ଝରି ଆସିବ। ମହିଳା ଜଣଙ୍କ ତାଙ୍କ ଜୀବନରେ ସବୁ ଦୁଃଖ କଷ୍ଟ ସହି ସହି ଆଜି ରାସ୍ତା କଡ଼ରେ। ଦିନେ ସେ ସ୍ବପ୍ନ ଦେଖିଥିଲେ ଅନାଥ ଲୋକଙ୍କ ପାଇଁ ଏକ ଅନାଥ ଆଶ୍ରମ କରିବା ପାଇଁ କିନ୍ତୁ ଆଜି ସେ ନିଜେ ଅନାଥ ହୋଇ ରାସ୍ତା କଡରେ। ତେବେ ଆସନ୍ତୁ ଜାଣିବା ଏହି ମା ଜଣଙ୍କ କଣ କହୁଛନ୍ତି ଆଉ ତାଙ୍କ ଜୀବନର ସେ କେଉଁ ଦୁଃଖ ବିଷୟରେ କହୁଛନ୍ତି।
ତେବେ ଏହି ମା ଜଣଙ୍କ ନିଜ ଜୀବନରେ ଘଟିଥିବା କିଛି ଏମିତି ଘଟଣା ସମ୍ପର୍କରେ କହୁଛନ୍ତି ଯାହା ଜାଣିଲେ ଆପଣଙ୍କୁ ବହୁତ ଦୁଃଖ ଲାଗିବ। ତେବେ ଏହି ମହିଳାଙ୍କ କହିବା ଅନୁଯାୟୀ ତାଙ୍କ ଜୀବନରେ କେବଳ ଦୁଃଖ ହିଁ ଦୁଃଖ ରହିଛି। ତେବେ ଏହି ମହିଳା ଜଣଙ୍କ ହେଉଛନ୍ତି କନକମଞ୍ଜରୀ।ପିଲାଟି ବେଳୁ ସେ କେବଳ କଷ୍ଟ ସହି ଆସୁଛନ୍ତି। ସେ କହିଛନ୍ତି କି ସେ ଜଣେ ଭଲ ଛାତ୍ର ଥିଲେ। ଡ଼ାକ୍ତର ହେବକୁ ସ୍ଵପ୍ନ ଦେଖି ଆସିଥିଲେ। କିନ୍ତୁ ସବୁ ସ୍ବପ୍ନ ତାଙ୍କର ଉଜୁଡ଼ି ଯାଇଛି।ପାଠ ତାଙ୍କର ବହୁତ୍ ଭଲ ହେଉଥିଲା ଏମିତି ସେ ଗଣିତରେ ୧୦୦ ରୁ ୧୦୦ ରଖିଥିଲେ। ସାହିତ୍ୟରେ ସେ ତାଙ୍କ ସ୍କୁଲରେ ଟପ୍ପର ହେଉଥିଲେ।

କିନ୍ତୁ ମାତ୍ର ୧୫ ବର୍ଷ ବୟସରେ ତାଙ୍କର ବିବାହ କରି ଦିଆ ଯାଇଥିଲା। ଆଉ ସେ ଯାହାଙ୍କୁ ବାହା ହେଇଥିଲେ ତାଙ୍କ ସ୍ଵାମୀଙ୍କ ପାଖରେ ମାନବିକତା ବୋଲି କିଛି ନାହିଁ। ତଥାପି ସେ ସବୁ କିଛି ସହି ପାଠ ପଢ଼ି ଗର୍ଭରେ ପିଲା ଥିବା ସମୟରେ ମଧ୍ୟ ପରୀକ୍ଷା ଦେଇ ପାସ କରିଥିଲେ ଆଉ ଛୋଟିଆ ଚାକିରୀଟି ମଧ୍ୟ କରି ଘର ଚଳାଉ ଥିଲେ। ତାଙ୍କର ଦୁଇ ଜଣ ଝିଅ ଓ ଗୋଟିଏ ପୁଅ ମଧ୍ୟ ରହିଛନ୍ତି। ସେମାନଙ୍କୁ ସେ ପାଠ ପଢାଇ ଡ଼ାକ୍ତର କରିବା ପାଇଁ ଚାହୁଁଥିଲେ।

କିନ୍ତୁ ବାପାଙ୍କ କୁଟ ଚକ୍ରାନ୍ତରେ ପଡ଼ି ନା ଝିଅ ପଚାରୁଚୁ ନା ପୁଅ। ସବୁ ଆଜି ତାଙ୍କୁ ପର କରି ଦେଇଛନ୍ତି। ଜୀବନ ରାସ୍ତାରେ ଏକା ହୋଇ ଯାଇଛନ୍ତି କବାକମଞ୍ଜରୀ। ତେବେ ସେ ଏକଥା ମଧ୍ୟ କହିଛନ୍ତି କି ଦିନେ ମୁଁ ସ୍ବପ୍ନ ଦେଖିଥିଲି ଅନାଥ ଲୋକଙ୍କ ପାଇଁ ଅନାଥ ଆଶ୍ରମଟି କରିବା ପାଇଁ କିନ୍ତୁ ଆଜି ମୁଁ ନିଜେ ଅନାଥ ହୋଇ ଯାଇଛି। ଆଉ ସେ ଏକଥା ମଧ୍ୟ କହିଛନ୍ତି କି ମୋ ଶାଶୁ ଘର ଲୋକଙ୍କ ପାଇଁ ମୁଁ ଆଜି ବର୍ବାଦ ହୋଇ ଯାଇଛି ସେଥିପାଇଁ ମୁଁ ଆଉ ମୋ ଶାଶୁ ଘରକୁ ଫେରିବା ପାଇଁ ଚାହୁଁନି। କିନ୍ତୁ ମୁଁ ମୋ ପିଲା ମାନଙ୍କୁ ଠାରୁ ଦୂରେଇ ବହୁତ୍ କଷ୍ଟରେ ଅଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment