Viral Video – ଓଡିଆ ସିରିଏଲ ହିରୋ ଚନ୍ଦନ ( chandan ) ଙ୍କ ଝିଅ ଜନ୍ମଦିନର ପୁରା ଭିଡ଼ିଓ ଦେଖନ୍ତୁ….

ତେବେ ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହା କୁ ଦେଖିଲେ ଆପଣ ମାନେ ଖୁସି ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଅଲିଉଡ ରେ କାମ କରୁଥିବା ଓ ତାହା ସହିତ ବହୁତ ଗୁଡିଏ ଟିଭି ସରିଏଲ ରେ କାମ କରିକି ପ୍ରସଂଶା ଅର୍ଜନ କରିଥିବା ତୁଷାର ଙ୍କ ଝିଅ ପୁଚକିନ ବର୍ତ୍ତମାନ 2 ବର୍ଷ ର ହୋଇଗଲେ | ଆଉ ତାଙ୍କର ଜନ୍ମଦିନ କୁ କେମିତି ପାଳନ କରିଛନ୍ତି ତାହାର ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓ ଗୁଡିକ ଉପରେ ନଜର ପକାଇବା |
ତେବେ ଆପଣ ମାନେ ଜାଣିଥିବେ ଜଣେ ବେଶ ଭଲ ଅଭିନେତା ଭାବରେ ଅନେକ ଓଡ଼ିଆ ସିରିଏଲ ରେ କାମ କରିକି ପ୍ରସଂଶା ଅର୍ଜନ କରିଛନ୍ତି ତୁଷାର ଆଉ ଯାହାକୁ ଆପଣ ମାନେ ଚନ୍ଦନ ନାଁ ରେ ଜାଣିଛନ୍ତି | ତେବେ ଚନ୍ଦନ ଓଡ଼ିଆ ରେ ବହୁତ ଗୁଡିଏ ସିରିଏଲ କରି ସାରିଲେଣି | ତେବେ ସେ ପ୍ରଥମେ ତୁଳସୀ ସିରିଏଲ ରେ କାମ କରିଥିଲେ | ଆଉ ପରେ ଆମ ଘର ଲକ୍ଷ୍ମୀ ଓ ମଙ୍ଗୁଳା କନ୍ୟା ରେ କାମ କରି ଅନେକ ପ୍ରସଂଶା ମଧ୍ୟ ଅର୍ଜନ କରିଛନ୍ତି | ଆଉ ତାଙ୍କ ଲୋକ ମାନେ ଅନେକ ପସନ୍ଦ କରିବା ସହିତ ଭଲ ପାଇବା ମଧ୍ୟ ଅଜାଡି ଦେଇଥିବା କଥା କୁହାଯାଉଛି |
ଆଉ ଯାହା କୁହାଯାଉଛି କି ତୁଷାର ସିରିଏଲ ରେ କାମ କରୁଥିବା ସମୟରେ ସେହି ସିରିଏଲ ରେ କାମ କରୁଥିବା ମାହି ଙ୍କୁ ବିବାହ କରିଥିଲେ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ମାହି ଆଉ ସିରିଏଲ ରେ ନଜର ଆସୁ ନାହାନ୍ତି | ଆଉ ତୁଷାର ଏବେ କାମ କରୁଛନ୍ତି | ତେବେ ଏହା ଭିତରେ ତୁଷାର ଓ ମାହି ଙ୍କର ଗୋଟିଏ ଝିଅ ମଧ୍ୟ ହୋଇଛି ଆଉ ଯାହାର ନାଁ ହେଉଛି ପୁଚକିନ | ଆଉ ସେ ବର୍ତ୍ତମାନ 2 ବର୍ଷ ର ହୋଇଯାଇଛନ୍ତି ବୋଲି ମଧ୍ୟ କୁହାଯାଉଛି | ଆଉ ଝିଅ ର ଜନ୍ମଦିନ କୁ ବେଶ ଧୁମଧାମ ରେ ପାଳନ କରିବାକୁ ଲାଗିଛନ୍ତି ତୁଷାର |


ତୁଷାର ଝିଅ ର ଜନ୍ମଦିନ ପାଇଁ ବେଶ ସୁନ୍ଦର ଭାବରେ ଘର କୁ ସଜାଇବା ସହିତ ପାର୍ଟି ମଧ୍ୟ ଦେଇଛନ୍ତି | ଆଉ ତାହା ସହିତ ତୁଷାର ଓ ମାହି ଝିଅ ର ଜନ୍ମଦିନ କୁ ନେଇକି ମଧ୍ୟ ବେଶ ଖୁସି ଅଛନ୍ତି ବୋଲି କୁହାଯାଉଛି | ଆଉ ଆନନ୍ଦର ସହିତ ଝିଅ ର ଜନ୍ମଦିନ କୁ ମଧ୍ୟ ପାଳନ କରିବାକୁ ଲାଗିଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment