ଛି ଛି ପୁଣି ଲଜ୍ୟାଜନକ କାମ..ମୁଁ ଖୋଲିଦେଲି ତୁମେ ଖୋଲିଦିଅ, ଦେଖିବ ମଜା ଲାଗିବ….

ଟଙ୍କା ସମସ୍ତଂକର ଆବଶ୍ୟକତା ରହିଛି। ସେଥିପାଇଁ ତ କିଏ ପରିଶ୍ରମ କରି ସତ୍ ଉପାୟରେ ଟଙ୍କା ରୋଜଗାର କରୁଛି ତ ଆଉ କିଏ ଅସତ୍ ଉପାୟରେ ଅନ୍ୟକୁ ଧମକ ଦେଇ ବ୍ଲାକମେଲ୍ କରି ଟଙ୍କା ଲୁଟ କରି ଚାଲିଛନ୍ତି। ଆଉ ଏଥିପାଇଁ ଅଧିକାଂଶ ଲୁଟେରା ନେଇଛନ୍ତି ସୋସିଆଲ ମିଡ଼ିଆର ସାହାରା।ହଁ ଆଜ୍ଞା ଇଣ୍ଟରନେଟ ଯୁଗରେ ଲୋକଙ୍କୁ ଫଶାଇବା ପାଇଁ ଲୋକଙ୍କୁ ବ୍ଲାକମେଲ୍ କରିବା ଟଙ୍କା ଲୁଟିବା ପାଇଁ ଇଣ୍ଟରନେଟ ମାଧ୍ୟମରେ ଜାଲ ବିଛାଉ ଛନ୍ତି କିଛି ରୂପଜୀବି ମାନେ। ଆଉ ସଙ୍ଗେ ସଙ୍ଗେ ଦେହ ଦେଖାଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏମିତି ଅନେକ ଖବର ଆପଣ ଆଗରୁ ଶୁଣିଥିବେ। କିନ୍ତୁ ଆମେ ଆଜି ଆପଣଙ୍କୁ ଆଉ ଏକ ଖବର ଦେଖାଇବା ପାଇଁ ଯାଉଛୁ।

ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆପଣମାନେ ଜାଣିଥିବେ ଆଜିକାଲି ବହୁତ ଅଜଣା ନମ୍ବର ରୁ କଲ୍ ଆସୁଛି।ଜଣେ ବ୍ୟକ୍ତି ଙ୍କ ପାଖକୁ ଅଜଣା ନମ୍ବର ରୁ କଲ୍ ଆସିଥିଲା।ବ୍ୟକ୍ତି ଜଣଙ୍କ ତାହା ରେକର୍ଡ କରି ଦେଇଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଭଲକରି ଦେଖି ନିଅନ୍ତୁ ଏହି ସ୍କ୍ରିନସର୍ଟଟିକୁ। ଯେଉଁ ସ୍କ୍ରିନସର୍ଟଟି ଏକ ସଚେତନ ନାଗରିକଙ୍କ ମୋବାଇଲରିୟ ଅଣା ଯାଇଛି।

ଦେଖନ୍ତୁ ଏହି ସ୍କ୍ରିନସର୍ଟଟିକୁଟ ଯଦି ଯୁବକ ଜଣଙ୍କ ନିଜେ ସଚେତନ ହୋଇ ନଥାନ୍ତେ ସତର୍କ ହୋଇ ନଥାନ୍ତେ ହୁଏତ ନିଜ ଇଜ୍ଜତକୁ ରକ୍ଷା କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଗଣି ସାରିଥାନ୍ତେ। କିନ୍ତୁ ଟିକିଏ ସଚେତନ ଟିକିଏ ବୁଦ୍ଧି ପାଇଁ ବଞ୍ଚି ଯାଇଛନ୍ତି ଯୁବକ ଜଣଙ୍କ।ଆପଣ ଦେଖୁଥିବା ସ୍କ୍ରିନସର୍ଟଟିରେ ପ୍ରଥମେ ଯୁବତୀ ଜଣଙ୍କ କଥାବାର୍ତ୍ତା କରନ୍ତି ଆଉ ପରିଚୟ ନଦେଇ କରନ୍ତି ପ୍ରେମ ନିବେଦନ ଆଉ ପ୍ରେମାଳପ ପରେ ସିଧା ଶାରିରୀକ ସମ୍ପର୍କ ଆଡ଼କୁ କଥା ବଢାନ୍ତି। ଆଉ ତାପରେ ଆସେ ଭିଡିଓ କଲ୍ ଆଉ ଭିଡିଓ କଲ୍ ରେ ଥିଲେ ଜଣେ ନଗ୍ନ ଯୁବତୀ।

ଏହାପରେ ଯୁବକ

ଜଣଙ୍କ ଭିଡିଓ କଲ ରିଶିଭ କରନ୍ତି ସତ କିନ୍ତୁ ସେ ବେକ କ୍ୟାମେରା ଅନ କରିଥିଲେ ଆଉ ତାଙ୍କ ମୁଁହ ଭିଡିଓ କଲ୍ ରେ ଆସି ନଥିଲା।ଟିକେ ଭାବି ଦେଖନ୍ତୁ ତ ଯଦି ଯୁବକ ଜଣଙ୍କ ମୁହଁ ସେହି ଭିଡିଓ କଲ୍ ରେ ଆସିଥାନ୍ତା ତେବେ ଯୁବକ ଜଣଙ୍କ କେଉଁଭଳି ଭାବେ ହନିଟ୍ରାପ୍ ର ଶୀକାର ହୋଇଥାନ୍ତେ। ଆଉ ବିନା କାରଣରେ ଗଣିଥାନ୍ତେ ଲକ୍ଷ ଲକ୍ଷ ଟଙ୍କା। ତେବେ ଏବେ ସମସ୍ତେ ଡିଜିଟାଲରେ ସକ୍ରିୟ ରହୁଛନ୍ତି ଏବଂ ଡିଜିଟାଲ ଲୁଟେରା ମାନେ ମଧ୍ୟ ବେଶ୍ ଚାଲାକ୍ ର ସହିତ ଏହାର ଫାଇଦା ଉଠାଉଛନ୍ତି। ଆଉ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ତେଣୁ ସମସ୍ତେ ଟିକିଏ ସଚେତନ ରୁହନ୍ତୁ ଆଉ ସତର୍କ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment