ଦେଖନ୍ତୁ ମୃତ୍ୟୁର Live ଭିଡ଼ିଓ : Cctv ରେ ରେକର୍ଡ଼ ହୋଇଗଲା ନେହେଲେ କେହି ବିଶ୍ୱାସ କରି ନଥାନ୍ତେ… ଏହି ଛାତିଥରା ଭିଡିଓ ଦେଖନ୍ତୁ ଏବଂ ଅନ୍ୟଙ୍କୁ ସତର୍କ କରାନ୍ତୁ

ତେବେ ବନ୍ଧୁଗଣ ଭାଇରାଲ ହେଉଥିବା ଅନେକ ଭିଡିଓ ମାନ ଅଅଁ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ | ଆଉ ବେଳେ ବେଳେ ଏଭଳି କିଛି ଭିଡିଓ ଆମ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଭାବିବେ କି କେତେବେଳେ ମୃତ୍ୟୁ ଆସିକି କାହା ସାମ୍ନାରେ ପହଂଚିଯିବ ସେ କଥା କିଏ ବା ଜାଣିଛି ଆଉ କାହାର ଜୀବନ ଚାଲିଯିବ ସେ କଥା କେହି କହି ପାରିବ ନାହି ତେବେ ବର୍ତ୍ତମାନ ଦେଖିବାକୁ ମିଳିଛି ସେହିଭଳି କିଛି ଘଟଣା | ଆଉ ଯେଉଁଠି ରାସ୍ତାରେ ଗାଡ଼ି ଯାଉଥିବା ସମୟରେ ହଠାତ ଗୋଟିଏ ଟାକ୍ସି ସହିତ ଧୋକା ଲାଗିଛି ବସ ଟିର | ଆଉ ଯେଉଁଠି ଟାକ୍ସି ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାର ଦେଖିବାକୁ ମିଳୁଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ କୁହାଯାଏ କୁ ରାସ୍ତା କୁ ବାହାରିବା ମାତ୍ରକେ ଆମକୁ ସାବଧାନ ହେଇକି କାର୍ଯ୍ୟ କରିବା ପାଇଁ ପଡିଥାଏ | ଆମେ ଚାଲିକି ଯାଉଥାଏ କି ଗାଡ଼ିରେ ଯାଉଥାଏ ସବୁଥିରେ ସତର୍କ ହେଇ ଗାଡ଼ି ଚଳାଇବା ଯୋଗୁ ଆହ୍ୱାନ ମାନେ ଅନେକ ସମୟରେ ଦୁର୍ଘଟଣା ରୁ ମୁକ୍ତି ପାଇପାରିଥାଉ ବୋଲି କୁହାଯାଇଥାଏ | ଆଉ ନିଜର ନିଜର ଟିକିଏ ଅସାବଧାନତା କାରଣରୁ ଆମର ଜୀବନ ଯିବାର ମଧ୍ୟ ଆଶଙ୍କା ଥାଏ ବୋଲି କୁହାଯାଉଛି | ତେବେ ଆଜି କାଲି ସରକାର ଙ୍କ ତରଫରୁ ଲୋକ ମାନଙ୍କର ସୁବିଧା ସୁଯୋଗ ପାଇଁ | ସେମାନେ କେମିତି ରାସ୍ତାରେ ସୁରକ୍ଷିତ ଭାବରେ ଯିବେ ସେଥିପାଇଁ ବିଭିନ୍ନ ପ୍ରକାରର ବ୍ୟବସ୍ତା ମାନ କରାଯାଉଛି |


ହେଲେ ତଥାପି ଲୋକ ମାନଙ୍କର ଅସାବଧାନତା ଅସୁବିଧା ର କାରଣ ହେଉଛି ବୋଲି କୁହାଯାଉଛି | ଆଉ ଯାହା ଫଳରେ ରାସ୍ତାରେ ଏହିଭଳି ଭାବରେ ଦୁର୍ଘଟଣା ହେଉଛି ଆଉ ଯାହା କାରଣରୁ ଲୋକ ମାନେ ନିଜର ପ୍ରାଣ ମଧ୍ୟ ହରାଉଥିବା କଥା ମଧ୍ୟ କୁହାଯାଉଛି | ତେବେ ଭାଇରାଲ ହେଉଥିବା ଭିଡିଓ ଟିରେ ଦେଖିବାକୁ ମିଳିଛି କି ରାସ୍ତା ଉପରେ ଅନେକ ବସ ଯାଉଛି | ଆଉ ସେହି ବସ ଯାଉଥିବା ବେଳେ ବସ ସହିତ ଏକ ଟାକ୍ସି ର ଅସାବଧାନତା କାରଣ ରୁ ଧୋକା ହୋଇଯାଇଛି | ଆଉ ଯେଉଁଥିରେ ଦେଖୁବାକୁ ମିଳିଛି କି ବସ ଟିର କିଛି ହେଇନାହିଁ କିନ୍ତୁ ଟାକ୍ସି ଟି ଭାଙ୍ଗିଯାଇଛି |

ଆଉ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଲୋକ ମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା ଆଉ ତାହା ସହିତ ଟାକ୍ସି ରେ ଥିବା ଡ୍ରାଇଭର ଜଣଙ୍କ ର ଅବସ୍ଥା ମଧ୍ୟ ଗୁରୁତ୍ୱ ର ହୋଇଯାଇଥିବାର ଦେଖିବାକୁ ମିଳିଥିଲା | ତେବେ ଟିକିଏ ଅସାବଧାନତା କେତେ ଅସୁବିଧାର କାରଣ ହୋଇପାରେ ତାହା ଏହି ଭିଡିଓ ଟି ଦେଖିକି ଜାଣି ହେଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment