Odisha News Portal

ଦେଖନ୍ତୁ ଭିଡ଼ିଓ – ମହାଖୁଲାସା ! କାହା ପାଇଁ ବନ୍ଦ୍ ହେଲା ତାରାତାରିଣୀ ସିରିଏଲ ଶିଘ୍ର ଦେଖନ୍ତୁ

ଆଜିକାଲି ର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ମଣିଷ ଯେତେ ବ୍ୟସ୍ତ ରହିଲେ ମଧ୍ୟ , ନିଜର ମନରଞ୍ଜନ କରିବା ପାଇଁ ଭୁଲି ନଥାଏ। ସମସ୍ତେ ଦିନ ସାରା କାମରେ ବାହାରେ ଏବଂ ରାତିରେ ଟିକିଏ ବିଶ୍ରାମ ନିଅନ୍ତି। ବିଶ୍ରାମ ନେବା ସହିତ ଟିକିଏ ମନରଞ୍ଜନ କରିବା ପାଇଁ ଟିଭି ଦେଖି ଥାନ୍ତି। ଟିଭିରେ ଯେଉଁ ଧାରାବାହିକ ସବୁ ଦିଏ, ତାକୁ ସମସ୍ତେ ଦେଖନ୍ତି। ଫିଲ୍ମ ରେ ଦୁଇ ଘଣ୍ଟା ସମୟ ସୀମା ରହିଥାଏ ଲୋକେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତି। ଯଦି ଫିଲ୍ମ ମଝିରେ ବନ୍ଦ କରିଦିଆଯାଏ, ତାହାଲେ ଭଲ ଲାଗି ନଥାଏ ଏବଂ ଆଗକୁ କଣ ହେବ ଜାଣିବାର ଇଚ୍ଛା ବଢ଼ିଯାଏ। ସିରିଏଲ ଠିକ ସେହି ପରି ପ୍ରତ୍ୟେକ ଦିନ ଏପିସଡ଼ ସରିଲା ପରେ ପରଦିନ କୁ ଅପେକ୍ଷା କରିଥାନ୍ତି। ଯଦି ପ୍ରତ୍ୟେକ ଦିନ ଚାଲିଥିବା ସିରିଏଲ କୁ ଅଧାରୁ ବନ୍ଦ କରିଦିଆଯାଏ, ତାହାଲେ କଣ ହେବ ?

ତେବେ ବନ୍ଧୁଗଣ ଆମ ଓଡିଶା ରେ ଏମିତି ଏକ ଚର୍ଚ୍ଚିତ ସିରିଏଲ ତାରା ତାରିଣୀ ଏବେ ବନ୍ଦ ହେବାକୁ ଯାଉଛି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଶୁଣିବାକୁ ମିଳୁଛି। ତେବେ ଆସନ୍ତୁ ଜାଣିବା କଣ ରହିଛି ପ୍ରକୃତ ସତ୍ୟାସତ୍ୟ କଣ ରହିଛି ଆମ ଓଡିଶାର ଅଗଣିତ ଦର୍ଶକ ମାନଙ୍କ ମଧ୍ୟରେ ଜାଣିବାର ଇଛା ରହିଛି, ଯାହା ଆମେ ଆପଣ ମାନଙ୍କୁ ଜଣେଇବାକୁ ଯାଉଛୁ, ତେବେ ଆସନ୍ତୁ ଜାଣିବା;

ଆମ ଓଡ଼ିଆ ଟିଭି ସିରିଏଲ ମାନଙ୍କ ମଧ୍ୟରୁ ତାରା ତାରିଣୀ ସିରିଏଲ ବର୍ତ୍ତମାନ ସମୟରେ ଏକ ପ୍ରସିଦ୍ଧ ସିରିଏଲ ଭାବରେ ସ୍ଥାନ ପାଇଛି। ଘରେ ଘରେ ପରିଚିତ ହୋଇ ସାରିଛି, ତେବେ ସବୁଠାରୁ ମୁଖ୍ୟ ଭୂମିକା ରହିଛି ଲିପି ମହାପତ୍ର ର ଯିଏକି ତାଙ୍କର ବଳିଷ୍ଠ ଅଭିନୟ ମାଧ୍ୟମରେ ଅନ୍ୟ ସବୁ ସିରିଏଲ ମାନଙ୍କୁ ପଛରେ ପକେଇ ଦେଇଛି। ଏହା ବ୍ୟତୀତ ତାରା ତାରିଣୀର ନାୟିକ ରୂପମଙ୍କ ଭୂମିକା ବି କିଛି କମ ନୁହେଁ।

ତେବେ ବର୍ତ୍ତମାନ ସମୟରେ ଯାହା ସୋସିଆଲ ମିଡିଆ ରେ ଶୁଣିବା ପାଇଁ ମିଳୁଛି କି , ତରଙ୍ଗ ଚେନେଲ ରେ ଏହି ତାରା ତାରିଣୀ ସିରିଏଲ ବନ୍ଦ ହେବାକୁ ଯାଉଛି। ତେବେ ତାରା ତାରିଣୀ ନାଁ ବଦଳାଇ ତାରିଣୀ ଆଖିରେ ତାରା ଏପରି କିଛି ନାମ ରଖା ଯାଇଛି, ଏହି ସିରିଏଲ ବନ୍ଦ ହେବାର ମୁଖ୍ୟ କାରଣ ହେଉଛି ଏହି ସିରିଏଲ ଦୀର୍ଘ ଚାରି ବର୍ଷ ଧରି ଚାଲିଥିଲା, ଏବଂ ଏକ ହଜାର ଏପିସଡ଼ ମଧ୍ୟ ପୂର୍ଣ ହୋଇଛି। ତାରିଣୀ ଆଖିରେ ତାରା ସିରିଏଲ ରେ ଅଭିନୟ କରୁଥିବା ଅଧିକାଂଶ କଳାକାରଙ୍କୁ ଦେଖିବାକୁ ପାଇବେ ନାହିଁ, ଯେପରି ଲିପି ମହାପାତ୍ର, ନାୟକଙ୍କୁ ମଧ୍ୟ ଦେଖିବା ପାଇଁ ପାଇବେ ନାହିଁ।

ତେବେ ଏଭଳି ଖବର ଜାଣିବା ପରେ ଓଡିଶାର ଅଗଣିତ ଦର୍ଶକ , ତାରିଣୀ ଆଖିରେ ତାରା ସିରିଏଲ କୁ ଅପେକ୍ଷା କରିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।