Odisha News Portal

ଦେଖନ୍ତୁ Viral ଭିଡ଼ିଓ : ଜିଅନ୍ତା ମଣିଷଙ୍କୁ ଡାକ୍ତର ମୃତ ଘୋଷଣା କଲେ କିନ୍ତୁ ହଠାତ୍ ଜୀବିତ ହୋଇଉଠିଲେ ମହିଳା, ତା’ପରେ ଯାହା ଘଟିଲା…ଦୟାକରି ଏହି ଭିଡିଓ କୁ ଅଧିକ ମାତ୍ରାରେ ସେୟାର କରନ୍ତୁ…

ବନ୍ଧୁଗଣ ବର୍ତ୍ତମାନର ସମୟ ପ୍ରତିଟି ଭାରତୀୟ ଙ୍କ ପାଇଁ ନିଶ୍ଚିତ ଭାବରେ କଠିନ ହୋଇଛି। ସମସ୍ତେ ଏକ ସତର୍କ, ସଚେତନତା ଏବଂ ଭୟର ସହିତ ନିଜର ପରିବାରକୁ ନେଇ ଜୀବନ ଅତିବାହିତ କରୁଛନ୍ତି। କରନା ସଂକ୍ରମଣ ସମସ୍ତଙ୍କ ନିଦ ହଜାଇ ଦେଇଛି। ତଥାପି ଆଶା ଏବଂ ବିଶ୍ୱାସ ର ସହିତ ସମସ୍ତେ ଏହି ମହାମାରୀ କୁ ଜୟ କରି ନିଜକୁ ସୁରକ୍ଷିତ ରଖିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି। କିନ୍ତୁ ଏହି ସମୟରେ ଅନେକ ଲୋକଙ୍କ ଜୀବନ ଯାଉଛି ଏବଂ ଅନେକ ହସ୍ପିଟାଲ୍ ପହଞ୍ଚି ନପାରି ଅତି କରୁଣ ଏବଂ ଦୟନୀୟ ଭାବରେ ମୃତ୍ୟୁ ବରଣ କରୁଛନ୍ତି। ସେହିପରି ଏବେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଚି ଯାହା ଜଣେ କରନା ସଂକ୍ରମିତ ବ୍ୟକ୍ତିଙ୍କର।

ତେବେ ଏହି ସମୟରେ ଏକ ଏମିତି ଚିତ୍ର ସାମ୍ନାକୁ ଆସିଚି ଯାହା ଦେଖିଲେ ନିଶ୍ଚିତ ଭାବରେ ଆପଣ ବି ଭୟଭୀତ ହୋଇଯିବେ। କାରଣ ଘଟଣାଟି ହିଁ ସେହିପରି। କରନା ମହାମାରୀ କୁ ନେଇ ଚଳିତ ବର୍ଷ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା। ଏମିତି ରେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।

ଏଠାରେ କରନା ମହାମାରୀ ଜନିତ ଏକ ବିପରୀତ ସ୍ଥିତି ଦେଖିବାକୁ ମିଳିଛି।ଯେଉଁଠାରେ ଜଣେ ଜୀବନ୍ତ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରି ଡାକ୍ତରଖାନା ରୁ ଛାଡ଼ି ଦେଇଛନ୍ତି ପରିବାର ହାତରେ।ଆଉ ଘରକୁ ଆସିବା ପରେ ରୋଗୀ ଜଣଙ୍କ ବଞ୍ଚିଥିବା ଦେଖିବାକୁ ମିଳିଛି। ଫଳରେ ଘରେ ପରିବାର ଲୋକ ତାଙ୍କର ଏକ ଭିଡିଓ କରି ଜୀବନ୍ତ ଥିବା କଥା ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଠାରେ ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି ଉକ୍ତ ରୋଗୀଙ୍କ ପଲ୍ସ ଚାଲି ରହିଛି ଏବଂ ତାଙ୍କର ଅମ୍ଳଜାନ ସ୍ତର ମଧ୍ୟ ଦେଖା ଯାଉଛି। ଆଉ ତାଙ୍କୁ ଘରେ ଅମ୍ଳଜାନ ଦେଇ ରଖା ଯାଇଛି ଜୀବିତ ଅବସ୍ଥାରେ।

କିନ୍ତୁ କିପରି ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ଏବଂ ଚିକିତ୍ସା ନକରି ମରିବାକୁ ଛାଡ଼ିଦେଲେ ତାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ।ଏହି ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଉକ୍ତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ହସ୍ପିଟାଲ୍ ର ନାମ ଏବଂ ଡ଼ାକ୍ତରଙ୍କ ନାମ ମଧ୍ୟ କୁହା ଯାଇଛି। ଯାହା ବାସ୍ତବରେ ଏକ ବିଡମ୍ବନା ର ବିଷୟ ଅଟେ ଯେ ଦ୍ଵିତୀୟ ଭଗବାନ କୁହା ଯାଉଥିବା ଡାକ୍ତର କିଭଳି ଭାବରେ ଏମିତି ଏକ ଅନିୟମିତ କାର୍ଯ୍ୟ କରିପାରିଲେ ଏବଂ ଜୀବନ୍ତ ବ୍ୟକ୍ତିକୁ ମୃତ ବୋଲି କହି ଛାଡ଼ି ଦେଇ ପାରିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।