Odisha News Portal

ଦେଖନ୍ତୁ Viral ଭିଡ଼ିଓ : ହସ୍ପିଟାଲ ଭିତରେ କରୋନା ରୋଗୀଙ୍କ ମୃ-ତ ଦେହରୁ କ’ଣ ଚୋରି ହେଉଛି ଏହିସବୁ ଜିନିଷ ? କେହି ଜଣେ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ କରିଲେ…

କରନା ମହାମାରୀ ରେ ସଂକ୍ରମିତ ହେବା ପରେ ଆକ୍ରାନ୍ତ ଙ୍କ ଶରୀର ସହିତ ଯାହା କରା ଯାଉ ଥିବାର ଶୁଣିବାକୁ ମିଳୁଥିଲା ଏବଂ ଏହା ଭାଇରାଲ ହେବାରେ ଲାଗିଥିଲା ତାହା ଏବେ କେତେକାଂଶ ରେ ସତ ହେବାରେ ଲାଗିଛି। ଏବେ ସୋସିଆଲ ମିଡିଆରେ ସେହିପରି ଏକ ଭିଡିଓ ଦେଖିବାକୁ ମିଳିଛି। ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିବା ପରେ ତାଙ୍କୁ କିପରି ଭାବରେ ପୋଡ଼ିବା ଆଗରୁ କିଛି କର୍ମଚାରୀ ସେହି ମୃତ ଦେହକୁ ଟେବୁଲ୍ ଉପରେ ରଖୁଛନ୍ତି ଆଉ ଦେହର କିସ୍ ଅଂଶକୁ ପରଖୁ ଅଛନ୍ତି। କରନା ରୋଗୀଙ୍କୁ କେହି ଛୁଇଁବା ମାତ୍ରେ ରୋଗ ବ୍ୟାପୁ ଥିବାର କୁହା ଯାଉଛି।

ତେବେ ଦେଖନ୍ତୁ ଏଠାରେ କଣ ହେଉଛି? ସତରେ କଣ ଏଠାରେ ରୋଗୀଙ୍କ ଅଙ୍ଗ ଚୋରି ହେଉଛି? କଣ ଏମାନେ କରୁଛନ୍ତି ମୃତ ଦେହ ସହିତ।ଏହି ଭିଡିଓ ଟି ସୋସିଆଲ ମିଡିଆରେ ଭାଇରାଳ ହେବାରେ ଲାଗିଛି। କରନା ମହାମାରୀ ଆସିବା ପରେ ଅନେକ ସମୟରେ ଦେଖିବାକୁ ଏବଂ ଶୁଣିବାକୁ ମିଳୁ ଥିଲା ଯେ କରନା ଆକ୍ରାନ୍ତ ହୋଇ ବ୍ୟକ୍ତି ମୃତ୍ୟୁ କରିବା ପରେ ତାଙ୍କ ଶରୀରରୁ ବିଭିନ୍ନ ଅଙ୍ଗକୁ ଚୋରି କରି ନିଆ ଯାଉଛି ଯାହା ଲୋକଙ୍କ ମନରେ ଏକ ଭୟ ଖେଳାଇ ଦେଇଥିଲା। ସାଧାରଣରେ ଏହା ସମସ୍ତଙ୍କୁ ଭୟଭୀତ କରିବା ଭଳି ଘଟଣା। ତେବେ ବର୍ତ୍ତମାନ ଆମେ କହିଥିବା ଏହି ଭିଡିଓ କୁ ଥରେ ଆପଣ ଦେଖନ୍ତୁ।

ଏଠାରେ ମଧ୍ୟ ଆପଣ ସ୍ପଷ୍ଟ ଭାବରେ ଦେଖିବାକୁ ପାଉ ଥିବେ ଯେ ଏଠାରେ କଣ ହେଉଛି? ପୂର୍ବରୁ ଆଲୋଚନା ହେଉଥିବା କଥାକୁ ଏଡାଇ ଦିଆ ଯାଇ ନପାରେ ଏହି ଭିଡିଓ କୁ ଦେଖିବା ପରେ। ତେବେ ପ୍ରକୃତରେ ଏହି ଭିଡିଓ କେଉଁ ଅଞ୍ଚଳର ଅଟେ ତାହା ଏଯାବତ୍ ଜଣା ପଡି ନାହିଁ। କିନ୍ତୁ ଏଠାରେ ଥିବା ରୋଗୀ ଜଣଙ୍କ ସତ ଏବଂ ତାଙ୍କ ସହ କଣ ଘଟୁଛି ଆପଣ ଏହି ଭିଡିଓ ରେ ଦେଖିବାକୁ ପାଉଥିବେ।ଏଠାରେ ଆପଣ ଦେଖିବାକୁ ପାଊ ଥିବା ସ୍ବାସ୍ଥ୍ୟ କର୍ମଚାରୀ ମାନେ କଣ କରୁଛନ୍ତି ତାହା ସେମାନେ ଜାଣି ଥିବେ। କିନ୍ତୁ ଯଦି ସତରେ କରନା ଆକ୍ରାନ୍ତ ଙ୍କ ଦେହରୁ ଏପରି ଅଙ୍ଗ ଚୋରି କରା ଯାଉଥାଏ ତାହାଲେ ଏହା ଏକ ସାଙ୍ଘାତିକ କଥା ନିଶ୍ଚିତ ଭାବରେ।

କିନ୍ତୁ ଏହି ସମୟରେ କରନା ମହାମାରୀ ଯେଉଁ ଭଳି ଭାବରେ ଗମ୍ଭୀର ରୂପ ଧାରଣ କରିଛି ଆମେ ସେଥିପ୍ରତି ସଚେତନ ହେବା ଆବଶ୍ୟକ। ଏ ଖବର କେତେ ସତ କେତେ ମିଛ ସେ ବିଷୟରେ ଆମେ ଆପଣଙ୍କୁ କହି ପାରିବୁ ନାହିଁ। କିନ୍ତୁ ଯଦି କରନା ଆକ୍ରାନ୍ତ ଙ୍କ ଦେହରୁ ଏପରି ଅଙ୍ଗ ଚୋରି କରା ଯାଉଥାଏ ତାହାଲେ ଏହା ଏକ ଅପରାଧ ଅଟେ ଏବଂ ଏ ଭୁଲ୍ ର ଦଣ୍ଡ ସେମାନେ ନିଶ୍ଚିତ ଭାବରେ ପାଇବେ। ଆପଣ କିନ୍ତୁ ସତର୍କ ରହିବା ସହିତ ସୁରକ୍ଷିତ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।