Odisha News Portal

ଦେଖନ୍ତୁ ଭିଡ଼ିଓ – ଅବୈଧ ସଂପର୍କ ଥିବା ସନ୍ଦେହ କରି ରାତିରେ ସ୍ତ୍ରୀର ଗୁପ୍ତାଙ୍ଗକୁ ତାରରେ ସିଲେଇ କରିଦେଲା ସ୍ୱାମୀ, ଆଉ ତାପରେ..

0 376

ପୁରାଣ ରୁ ଇତିହାସ ସବୁଠି ସ୍ୱାମୀକୁ କୁହାଯାଏ ଦେବତା। ସ୍ବାମୀ କାଳେ ସ୍ତ୍ରୀ ର ଇହ କାଳ ପରକାଳ ପାଇଁ , ସୁଖ ଦୁଃଖ ଭଲ ମନ୍ଦର ସାଥୀ। ହେଲେ ସେ ସାଥୀ ଯେତେବେଳେ ହିଂସ୍ର ହୁଏ,ସେ ଦେବତା ଯେତେବେଳେ ରାକ୍ଷସ ହୁଏ, ହୋମ ନିଆଁ କୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥୀ ହୋଇଥିବା ସ୍ବାମୀ ନାମକ ମଣିଷ ଟି ଅମଣିଷ ପାଲଟି ସ୍ତ୍ରୀ ର ଯୌନାଂଗ କୁ ସିଲେଇ କରିଦିଏ ଆଉ ତାର ସତୀତ୍ଵ ଉପରେ ସନ୍ଦେହ କରେ, ସେତେବେଳେ ଭାଙ୍ଗି ଯାଏ ବିଶ୍ୱାସ ଏବଂ ଉଠିଯାଇ ଥାଏ ଭରସା। ସେତେବେଳେ ସ୍ବାମୀ ସ୍ତ୍ରୀ ର ପବିତ୍ର ସମ୍ପର୍କ ରେ ଲାଗେ କଳଙ୍କର ଦାଗ।

ତେବେ ଆମେ ଏକଥା ଆପଣଙ୍କୁ ଏଥିପାଇଁ କହୁଛୁ କାରଣ ନିକଟରେ ସେମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଦୋହଲାଇ ଦେଲା ଭଳି ଅଟେ।ଯେଉଁ ଘଟଣା ସମ୍ପର୍କରେ ଆପଣ ଜାଣିଲେ ଆପଣଙ୍କ ଲୋମ ବି ଟାଙ୍କୁରି ଉଠିବ ଏବଂ ଏଭଳି ସ୍ବାମୀ ଉପରେ ଆପଣଙ୍କ ଘୃଣା ଭାବ ବି ଜାତ ହେବ। ତେବେ ଏହି ଘଟଣା ଟି ହେଉଛି ଉତ୍ତରପ୍ରଦେଶ ର ରାମପୁର ଅଞ୍ଚଳର ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ।ରାମପୁରର ଏହି ଘଟଣା ପରେ ସ୍ତ୍ରୀ ନାମକ ଚରିତ୍ର ଟି ଆଜି ଡାକି ଡାକି ପ୍ରଶ୍ନ କରୁଚି ଯେ ସ୍ତ୍ରୀ ର ସତୀତ୍ଵ ଉପରେ ଏ କି ପରୀକ୍ଷା ? ସ୍ବାମୀ କଣ ସତରେ ଏତେ ହିଂସ୍ର ହୋଇପାରେ? ଏହାର ଉତ୍ତର ହେଉଛି ହଁ।

ସୈତାନ୍ ସ୍ବାମୀ ଯେଉଁ ଭଳି ଭାବରେ ନିଜ ସ୍ତ୍ରୀ ଉପରେ ଆକ୍ରମଣ କରିଛି, ଏବଂ ସମସ୍ତଙ୍କ ମୁଣ୍ଡ ତଳକୁ କଲା ଭଳି ଯେଉଁ ଘଟଣା ଘଟାଇଛନ୍ତି ତାହା ଏବେ ସମସ୍ତଙ୍କୁ ସ୍ତବ୍ଧ କରିଛି। ତେବେ ଆସନ୍ତୁ ଜାଣିବା ପୁରା ଖବର ଟି କଣ?ଉତ୍ତରପ୍ରଦେଶ ର ରାମପୁରରେ ଘଟିଛି ଏକ ଛାତି ଥରା ଘଟଣା। ସ୍ତ୍ରୀ ଉପରେ ରାଗି ଯାଇ ସ୍ବାମୀ ପାଲଟିଲା ପିଶାଚ।

ସ୍ବାମୀ ଜଣଙ୍କ ଅତ୍ୟାଚାର ର ସବୁ ସୀମା ଲଂଘୀ ସ୍ତ୍ରୀ ର ଯୌନାଂଗ କୁ ମୁନିଆ ଛୁଞ୍ଚି ଏବଂ ଆଲୁମିନିୟମ ତାର ଦେଇ ସିଲେଇ କରି ଦେଇଛନ୍ତି। ଆଉ ଏସବୁ ଅନ୍ୟ କାରଣ ପାଇଁ ନୁହଁ ବରଂ ସ୍ୱାମୀର ନିମ୍ନ ମାନସିକତା ପାଇଁ। ସ୍ତ୍ରୀ ଆଉ କାହା ସହ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହ କରି ସ୍ବାମୀ କରିଛି ଏହିଭଳି ହିଂସ୍ର କାମ।

ଘଟଣା ଅନୁସାରେ ରାମପୁର ମିଲକ୍ ଅଞ୍ଚଳର ଏହି ସୈତାନ୍ ସ୍ବାମୀ ଜଣଙ୍କ ବାହାଘର ପାଖରୁ ନିଜ ସ୍ତ୍ରୀ ର ଚରିତ୍ର ଉପରେ ସନ୍ଦେହ କରି ଆସୁଥିଲା। ଏମିତି କି ଘରୁ ବାହାରିବା ପାଇଁ, କିମ୍ବା କହାସହ କଥା ହେବା ପାଇଁ ବି ଦେଉ ନଥିଲେ।ଧୀରେ ଧୀରେ ସନ୍ଦେହ ବଢ଼ି ଚାଲିଲା ଏବଂ ମାଡ଼ ଗାଳି ଖାଇ ମଧ୍ୟ ସ୍ୱାମୀର ସବୁ ଆକଟ କୁ ମାନି ସହି ଚାଲିଲା ସ୍ତ୍ରୀ। ଆଉ ଏତେ ପରେବି ମନ ପୁରିଲାନି ଜଲ୍ହାଦ ସ୍ୱାମୀର।

ଶେଷରେ ଶନିବାର ଦିନ ବଜାରରୁ ମୁନିଆ ଛୁଞ୍ଚି ଏବଂ ଆଲୁମିନିୟମ ତାର ଆଣି ସ୍ତ୍ରୀର ଯୌନାଂଗ କୁ ସିଲେଇ କରିଦେଲା ସ୍ବାମୀ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।