Odisha News Portal

ଦେଖନ୍ତୁ ଭିଡିଓ ! ରୋଷେଇ ଘରୁ ବାହାରିଲା 3 ଟି ଭୟଙ୍କର ବିଷଧର ନାଗସାପ , ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

0 5,600

ସମାଜରେ ଅନେକ ଜୀବଜନ୍ତୁ ରହିଥାନ୍ତି କିନ୍ତୁ ଲୋକମାନେ ସେମାନଙ୍କୁ ଭୟଭୀତ କରିନ୍ତି ନାହିଁ । ସାପ ଏମିତି ଗୋଟିଏ ଜନ୍ତୁ ଯାହାକୁ ଲୋକମାନେ ଦେଖିଲେ ହଠାତ୍ ଡରି ଯାଇଥାନ୍ତି । ଆପଣ ମାନେ ଜାଣିଥିବେ କି ଅନେକ ସ୍ଥାନରେ ବହୁତ ବଡ ବଡ ସାପ ଦେଖାଗଲେ ସେମାନଙ୍କୁ ସୁରକ୍ଷିତ ଭାବରେ ଧରିବା ପାଇଁ ସ୍ନେକ ରେଷ୍କ୍ୟୁ ଟିମ ଆସିଥାନ୍ତି । ସାପମାନେ ଅନେକ ବିଶେଷ ଭାବରେ ଯେଉଁ ଘରେ ବହୁତ ଅପରିଷ୍କାର ତଥା ଘରକୁ ଲାଗି ବଣ ଜଙ୍ଗଲ ରହିଥାଏ ସେଠାରେ ଅନେକ ସାପ ମାନଙ୍କୁ ଦେଖିବାକୁ ମିଳଇଥାଏ । କିନ୍ତୁ ଆଜି ଆମେ ସେହି ସାପ ଧରାଳି ବିଷୟରେ କହିବା , ଯିଏ ଗୋଟିଏ ସାପ ନୁହଁ ବରଂ ତିନି ତିନିଟି ସାପକୁ ଉଦ୍ଦାର କରିଛନ୍ତି । ଯାହାର ଭିଡିଓ ଏବେ ସୋସିାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାର କେନ୍ଦୁଆପଡା ଗ୍ରାମରେ , ଗୋଟିଏ ଘରେ 3ଟି ସାପ ପଶି ଯାଇଥିଲେ ଏବଂ ସେହି ଘର ସଦସ୍ୟ ମାନେ ସାପକୁ ଦେଖି ବହୁତ ଭୟଭୀତ ହୋଇଯାଇଥିଲେ । ଲୋକମାନେ ତୁରନ୍ତ ସ୍ନେକ ରେଷ୍କ୍ୟୁ ଟିମକୁ ଫୋନ କରିଥିଲେ କିନ୍ତୁ ସେମାନେ ଆସିବା ପାଇଁ ଲେଟ କରିବାରୁ ସେହି ଗ୍ରାମରେ ଏକ ତାଲିମ ପ୍ରାପ୍ତ ସାପ ଧରାଳି ଆସି ସେହି 3 ଟି ସାପକୁ କୌଶଳ ସହ ଧରିବାରେ ସକ୍ଷମ ହୋଇଛନ୍ତି । ସାପ 3ଟିକୁ ନିଜ ପେଟି ପୂରାଇ ଅତି ସହଜରେ ଉଦ୍ଦାର କରିଥିଲେ ।

ସାପକୁ ଦେଖି ଲୋକମାନେ ବହୁତ ଭୟଭୀତ ହୋଇଯାଇଥିଲେ ଏବଂ ଘରୁ ବାହରକୁ ଆସି ସେମାନେ ତୁରନ୍ତ ସ୍ନେକ ରେଷ୍କ୍ୟୁକୁ ଜଣାଇଥିଲେ । କିନ୍ତୁ ଜଣେ ତାଲିମ ପ୍ରାପ୍ତ ସାପ ଧରାଳି ଆସି 3 ଟି ସାପକୁ ଅତି ସୁରକ୍ଷିତ ଭାବରେ ସେହି ସ୍ଥାନରୁ ନିଜ ପେଟିରେ ଭର୍ତ୍ତି କରିଥିଲେ । ଏହାକୁ ଦେଖିବା ପାଇଁ ଅନେକ ଲୋକମାନଙ୍କର ଭିଡ ଜମି ଥିଲା , ତେବେ ଆପଣ ମାନଙ୍କୁ ଧ୍ୟାନ ରଖିବା ଉଚିତ କି ଏଭଳି ଭୟଭୀତ ସାପକୁ ଧରିବାର ଦୁଃସାହାସ କରନ୍ତୁ ନାହିଁ । ଯଦି ଆପଣଙ୍କ ଘରେ ସାପ ପଶି ଯାଇଛି ତେବେ ଆପଣ ଏହାକୁ ନମାରି ତୁରନ୍ତ ସ୍ନେକ ରେଷ୍କ୍ୟୁ ଟିକକୁ ଖବର ଦିଅନ୍ତୁ । ଆପଣ ଜାଣି ଶୁଣି ବିପଦକୁ ଡାକନ୍ତୁ ନାହିଁ ,ସେଥିପ୍ରତି ସତର୍କତା ଅବଲମ୍ୱନ କରନ୍ତୁ ।

ଅନେକ ଲୋକମାନେ ସାପକୁ ଦେଖିଲେ ଭୟଭୀତ ହୋଇଯାଆନ୍ତି ଏବଂ ଅଉ କେତେକ ଲୋକମାନେ ରହିଛନ୍ତି , ଯାହାକି ସେମାନେ ସାପକୁ ଦେଖିଲେ ତୁରନ୍ତ ମାରିବା ପାଇଁ ପ୍ରୟାସ କରିଥାନ୍ତି । କିନ୍ତୁ ସେମାନଙ୍କର ଏହି ଛୋଟିଆ ଭୁଲ ପାଇଁ ଅନେକ ବିପଦର ସମ୍ମୁକୀନ କରିବାକୁ ପଡିଥାଏ ଏବଂ ଅନେକ ସମୟରେ ଲୋକମାନେ ନିଜର ମୂଲ୍ୟବାନ ଜୀବନ ମଧ୍ୟ ହରାଇ ବସନ୍ତି । ତେଣୁ ଆପଣଙ୍କ ଘରେ ଯଦି କୌଣସି ସାପ ଦେଖାଯାଏ ତେବେ ତୁରନ୍ତ ସ୍ନେକ ରେଷ୍କ୍ୟୁ ଟିମକୁ ଖବର ଦିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।