ଓଡ଼ିଆ ସିନେମା ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଭାବରେ ବର୍ଷା ପ୍ରିୟଦର୍ଶିନୀ ଜଣେ ଲୋକପ୍ରିୟ ଚେହେରା। ତାଙ୍କର ଅଭିନୟ ଏବଂ ବିଶେଷ କରି ତାଙ୍କର ବ୍ୟକ୍ତିତ୍ଵ ସମସ୍ତଙ୍କୁ ଆକର୍ଷିତ କରିଥାଏ। ହିନ୍ଦୁ ଧର୍ମର ସଂସ୍କୃତି ରେ ସେ ବାନ୍ଧି ହୋଇ ରହିଥାନ୍ତି। ଜଣେ ପାରମ୍ପରିକ ବୋହୂ ହିସାବରେ ତାଙ୍କର ବ୍ୟକ୍ତିଗତ ଜୀବନର ମୂଲ୍ୟବୋଧ ରହିଛି।ଯିଏକି କେବଳ ଜଣେ ହିନ୍ଦୁ ନାରୀ ନୁହନ୍ତି ତାଙ୍କ ନାମ ସହିତ ଯୋଡ଼ି ରହିଛି ଅନେକ ଭଲପାଇବା ସ୍ନେହ ଓ ଲୋକ ପ୍ରିୟତା। ଲକ୍ଷ ଲକ୍ଷ ଦର୍ଶକ ଓ ପ୍ରଶଂସକ ଙ୍କ ସେ ହେଉଛନ୍ତି ପ୍ରଥମ ପସନ୍ଦ। ଯାହାଙ୍କ ସୁନ୍ଦରତା ଯେତିକି ଅଧିକ ତାଙ୍କର ହୃଦୟ ସେତିକି ସଫା।
ଜଣେ ସଂସ୍କାରି ମହିଳା ଓ ଟିପିକାଲ୍ ହିନ୍ଦୁ ବୋହୂ ଭାବରେ ତାଙ୍କର ଚଳନି ଓ ବେଶଭୂଷା ବେଶ୍ ମନଲୋଭା ଅଟେ।ତାଙ୍କର ଅଭିନୟ ଏବଂ ବିଶେଷ କରି ତାଙ୍କର ବ୍ୟକ୍ତିତ୍ଵ ସମସ୍ତଙ୍କୁ ଆକର୍ଷିତ କରିଥାଏ। ହିନ୍ଦୁ ଧର୍ମର ସଂସ୍କୃତି ରେ ସେ ବାନ୍ଧି ହୋଇ ରହିଥାନ୍ତି। ଜଣେ ପାରମ୍ପରିକ ବୋହୂ ହିସାବରେ ତାଙ୍କର ବ୍ୟକ୍ତିଗତ ଜୀବନର ମୂଲ୍ୟବୋଧ ରହିଛି। ଯାହା ତାଙ୍କ ବ୍ୟବହାର ରୁ ଜଣା ପଡ଼ିଥାଏ।ଦୀର୍ଘଦିନ ଧରି ଦର୍ଶକ ମାନେ ତାଙ୍କୁ ଅଗଣିତ ଭଲ ପାଇବା ଦେଇ ଆସିଛନ୍ତି।ତେବେ ନମ୍ୱର୍ ୱାନ ହିରୋଇନ୍ ଭାବରେ ତାଙ୍କର ଲୋକ ପ୍ରୀୟତା ବେଶ୍ ଅଧିକ ରହିଛି।
ତାଙ୍କର ଅନେକ ଅବଦାନ ମଧ୍ୟ ରହିଛି ଓଡ଼ିଆ ସିନେମା ଜଗତ ପାଇଁ। କାରଣ ଲୋକଙ୍କ ମନକୁ ଛୁଇଁଲା ଭଳି ହିଟ୍ ହିଟ୍ ଫିଲ୍ମ୍ ସବୁ ସେ ଦର୍ଶକ, ପ୍ରଶଂସକ ମାନଙ୍କ ପାଇଁ ଭେଟି ଦେଇଛନ୍ତି। ଆପଣ ମାନେ ଜାଣିଛନ୍ତି ତାଙ୍କର ଏକ ସଂଗଠନ ରହିଛି ଅସହାୟ ଏବଂ ସାହାଯ୍ୟ ଦରକାର୍ କରୁଥିବା ଲୋକଙ୍କ ପାଇଁ। ଯେଉଁ ସଂଗଠନ ର ନାମ ହେଉଛି ସମ୍ମାନିତା।ଏହି ସଂଗଠନ ଜରିଆରେ ସେ ଅସହାୟ ପିଲା ମାନଙ୍କ ନିକଟରେ ପହଞ୍ଚି ଥାଆନ୍ତି। ଅନାଥ ଶ୍ରମ ମାନଙ୍କରେ ପହଞ୍ଚି ସେ ଅସହାୟ ପିଲା ମାନଙ୍କୁ ଖାଇବା ଏବଂ ଦରକାରୀ ଜିନିଷ ଆଦି ଯୋଗାଇ ଥାଆନ୍ତି।
ତେବେ ତାଙ୍କର ଏହି ସମାଜସେବା ପାଇଁ ଥିବା ସଂଗଠନ କିଛି ଲୋକଙ୍କୁ ନେଇ ସଂଗଠିତ ଯେଉଁ ମାନେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଏହି ମହତ୍ କାମରେ ସହଯୋଗ କରିଥାନ୍ତି।ତେବେ ତାଙ୍କର ଏହି ସଂଗଠନକୁ ନେଇ ବର୍ଷା କହିଛନ୍ତି ଯେ ଏହା କେବଳ ନାରୀ ମାନଙ୍କ ପାଇଁ ନୁହଁ ବରଂ ଏହା ପୁରୁଷ ମାନଙ୍କ ପାଇଁ ମଧ୍ୟ। ଉଭୟ ଅସହାୟ ଏବଂ ସାହାଯ୍ୟ ଆବଶ୍ୟକ କରୁଥିବା ମହିଳା ଓ ପୁରୁଷ ଙ୍କ ପାଇଁ ତାଙ୍କର ଏହି ସମ୍ମାନିତା ସଂଗଠନ କାର୍ଯ୍ୟ କରିଥାଏ ବୋଲି ସେ କହିଛନ୍ତି।ସେ ଉଭୟ ପୁରୁଷ ଓ ନାରୀଙ୍କୁ ସମ୍ମାନ ଦିଅନ୍ତି।
ଯିଏ ଦୋଷୀ, ଯିଏ ଭୁଲ୍ କରିଛି ସେ ଦଣ୍ଡ ପାଇବା ଆବଶ୍ୟକ,ସେ ପୁରୁଷ ହୋଇପାରେ କିମ୍ବା ମହିଳା ବୋଲି ସେ କହିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।