Odisha News Portal

ଦେଖନ୍ତୁ ଭିଡିଓ ! କଲେଜ ଖୋଲିବା ପରେ ଭୂମିକା ସାଙ୍ଗ ମାନଙ୍କ ସହିତ କଲେ ଡାନ୍ସ , ଯାହାକୁ ଦେଖିବା ପାଇଁ ପୁଅ ମାନଙ୍କର ଲମ୍ୱା ଲାଇନ

ଆମ ଓଡିଆ ଇଣ୍ଡଷ୍ଟ୍ରୀରେ ଅନେକ ଅଭିନେତା ଓ ଅଭିନେତ୍ରୀ ରହିଛନ୍ତି ଯେଉଁମାନେ ବହୁତ କମ ବୟସରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଲୋକପ୍ରିୟତା ହାସଲ କରିଛନ୍ତି । ଆଜିର ସମୟରେ ଲୋକମାନଙ୍କ ପାଖରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ପାଇଁ ହେଲେ ଅଭିନୟ ହେଉଛି ଉତ୍ତମ ମାଧ୍ୟମ ଅଟେ । ଯେଉଁ ଅଭିନେତ୍ରୀ ବା ଅଭିନେତା ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତେବେ ସେମାନେ ବହୁତ ଶୀଘ୍ର ଲୋକପ୍ରିୟତା ହାସଲ କରିଥାନ୍ତି । ଲୋକମାନେ ସେହି ଅଭିନେତ୍ରୀ ଓ ଅଭିନେତା ବିଷୟରେ ଜାଣିବା ପାଇଁ ଅଧିକ ପ୍ରୟାସ କରିଥାନ୍ତି । ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ଦର୍ଶକ ମାନଙ୍କ ଠାରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ପାଇଁ ଅଧିକ ପରିଶ୍ରମ କରିଥାନ୍ତି ।

ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବହୁତ ଶୀଘ୍ର ନିଜ ସ୍ୱପ୍ନକୁ ହାସଲ କରିଥାନ୍ତି ଏବଂ ଭବିଷ୍ୟତରେ ଗୋଟିଏ ଭଲ ଅଭିନେତା ଓ ଅଭିନେତ୍ରୀ ହୋଇଥାନ୍ତି । ଓଲିଉଡ ଇଣ୍ଡଷ୍ଟ୍ରୀରେ ଏବେ ଅନେକ ନୂଆ ଚେହେରା ଦେଖିବାକୁ ମିଳୁଛି , ସେଥି ମଧ୍ୟରୁ ଭୂମିକା ହେଉଛନ୍ତି ଅନ୍ୟତମ । ଆଜି ଆମେ ତାଙ୍କ ବିଷୟରେ କହିବାକୁ ଯାଉଛୁ । ସରକାରଙ୍କ ନିୟମ ଅନୁସାରେ ରାଜ୍ୟରେ କୋରନା ସଂକ୍ରମଣ ଯୋଗୁଁ ଲକଡାଉନ କରାଯାଇଥିଲା । କୋରନା ସଂକ୍ରମଣ ଧୀରେ ଧୀରେ କମିବାରୁ ସମସ୍ତ କଲେଜ ଗୁଡିକ ଖୋଲା ଯାଇଥିଲା ।

କଲେଜ ଗୁଡିକ ଖୋଲିବା ପରେ ଭୂମିକା କଲେଜରେ ଦେଖାଯାଇଛନ୍ତି କିନ୍ତୁ ଅନେକ ଦର୍ଶକ ମାନଙ୍କ ମନରେ ପ୍ରଶ୍ନ ଆସିଥାଏ କି ଭୂମିକା କେଉଁ କଲେଜରେ ପଢୁଛନ୍ତି ଜାଣିବା ପାଇଁ ,ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ । ଲକଡାଉନ ଖୋଲିବା ପରେ ଭୂମିକା କଲେଜ ଆସିବାର ନଜର ଆସିଛନ୍ତି ଏବଂ ତାଙ୍କୁ ଦେଖିବା ପାଇଁ ଦର୍ଶକ ମାନଙ୍କର ଭିଡ ମଧ୍ୟ ହୋଇଥିଲା । ସେଠାରେ ସୁଟିଂ ହେଉଛି ଆଗାମୀ ଆସିବାକୁ ଥିବା ନୂଆ ଚଳଚ୍ଚିତ୍ରଟି , ଯେଉଁଥିରେ ଆର୍ଯ୍ୟାନଙ୍କ ଅପଜିଟରେ ଭୂମିକା ଅଭିନୟ କରୁଛନ୍ତି ।

ସେହି ଚଳଚ୍ଚିତ୍ର ଖୁବ୍ ଶୀଘ୍ର ପ୍ରକ୍ଷାଳୟକୁ ଆସିବାକୁ ଯାଉଛି ଏବଂ ଏହି ଚଳତଚ୍ଚିତ୍ରରେ ସୁଟିଂ ସେଟରେ ଭୂମିକାଙ୍କୁ କଲେଜ ଯିବାକୁ ପଡୁଛି । ସେହି କଲେଜ ଯିବା ସମୟରେ କିଛି ଫୋଟ ଉଠାଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆର୍ଯ୍ୟାନଙ୍କ ସହ ଭୂମିକା ମସ୍ତି କରୁଥିବାର କିଛି ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଏବଂ ସେହି ଚଳଚ୍ଚିତ୍ରଟିର ନା ରହିଛି କହି ଦେ ଥରେ ଆଇ ଲଫ୍ ୟୁ । ଏହି ଚଳଚ୍ଚିତ୍ରଟି ବହୁତ ଶୀଘ୍ର ପ୍ରକ୍ଷାଳୟରେ ରିଲିଜ ହେବାକୁ ଯାଉଛି ଏବଂ ଭୂମିକା କଲେଜ ଡ୍ରେସରେ ଅଭିନୟ କରୁଥିବା ସମୟରେ ଦର୍ଶକ ମାନଙ୍କର ଭିଡ ଲାଗିଥିଲା । ଅଳ୍ପ ବୟସରେ ସେ ଦର୍ଶକ ମାନରେ ଭଲ ପାଇବା ସାଉଟି ପାରିଛନ୍ତି ଏବଂ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ଦର୍ଶକମାନେ ଭୂମିକାଙ୍କୁ ଅଭିନୟକୁ ବହୁତ ପସନ୍ଦ କରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।