Odisha News Portal

ଦେଖନ୍ତୁ ଭିଡ଼ିଓ । ଜଙ୍ଗଲ ଭିତରେ ରୋମାନ୍ସ କରିବା ପଡିଲା ମହଙ୍ଗା ଭିଡିଓ ଟି ଦେଖିଲେ କହିବେ ଛିଃ ଛିଃ…

ପ୍ରେମ ହେଉଛି ଶାସତ୍ବ , ଚିରନ୍ତନ, ଅମର । ପ୍ରେମର କୌଣସି ସଂଜ୍ଞା ନାହିଁ କିନ୍ତୁ ଆଜିର ପ୍ରେମ ଏବଂ ପୂରାତନ ପ୍ରେମ ମଧ୍ୟରେ ରହିଛି ଅନେକ ପାର୍ଥ କ୍ୟ , ଅନେକ ଫରକ୍ । ପ୍ରେମ ଭଳି ଏକ ପବିତ୍ର ଶବ୍ଦ ଆଜିର ସମାଜରେ ତାର ସଂଜ୍ଞା ତାର ମହତ୍ବକୁ ହରାଇ ବସିଲାଣି । ଆମ ସମାଜରେ ପ୍ରତିଦିନ ପ୍ରେମକୁ ନେଇ ବହୁତ ନିନ୍ଦନୀୟ ଘଟଣା ତଥା ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସୁଛି । ତେବେ ପ୍ରକୃତରେ କହିବାକୁ ଗଲେ ଆଜି କାଲିର ପ୍ରେମ ହେଉଛି ପ୍ରେମ ନାଁର ଗୋଟିଏ ଗୋଟିଏ କଳଙ୍କ ପାଲଟି ଗଲାଣି । ଆଉ ଏସବୁରୁ ଫାଇଦା ଉଠାଉଛନ୍ତି କିଛି ଅସାମାଜିକ ଲୋକ ମାନେ ଯାହା କି ହେଉଛି ଅତ୍ୟନ୍ତ ବିଡମ୍ବନାର ବିଷୟ ଅଟେ ।

ଆଉ ଏହି ପ୍ରେମ ଏମିତି ଏକ ଜିନିଷ ଯେଉଁଠି ଜଣେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇବା ପାଇଁ ପ୍ରସ୍ତୁତ ଥାଏ। ପ୍ରେମର ବାସ୍ନାରେ ଆନ୍ଦୋଳିତ ହୋଇ ବହୁ ପ୍ରେମୀଯୁଗଳ ସମାଜ ଠାରୁ ବହୁ ଦୂରକୁ ଚାଲି ଯାଇଥାଆନ୍ତି । ପ୍ରେମରେ ଥାଏ କେବଳ ତ୍ୟାଗ ହିଁ ତ୍ୟାଗ ଆଉ ଏଥିରେ ବେଳେବେଳେ ଭୁଲ୍ ନିଷ୍ପତ୍ତିର ମଧ୍ୟ ଶିକାର ହୋଇଥାନ୍ତି ପ୍ରେମୀଯୁଗଳ ।


କିନ୍ତୁ ଆଜିକାଲିର ପ୍ରେମକୁ ଯୁବପିଢିମାନେ ବଜାରର ଶସ୍ତା ମାଲ୍ ବୋଲି ଭାବି ନେଇଛନ୍ତି।ଯେଉଁଥିପାଇଁ ସେମାନେ ପ୍ରତି ପାହାଚରେ ଅପଦସ୍ଥ ହେଉଛନ୍ତି ଏବଂ ଶେଷରେ ଅପମାନ ଜନିତ ସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ପ୍ରେମ ଭଳି ଏକ ପବିତ୍ର ଏବଂ ସୁନ୍ଦର୍ ସମ୍ପର୍କ କୁ ଆଜିକାଲିର ଯୁବପୀଢ଼ି ମାନେ ଅଧିକାଂଶ କ୍ଷେତ୍ରରେ କେବଳ କାମନା ଓ ବାସନା କୁ ପରିପୂର୍ଣ୍ଣ କରିବା ଅର୍ଥାତ୍ ଦୈହିକ ସମ୍ପର୍କ ଭାବେ ହିଁ ବିବେଚନା କରୁଛନ୍ତି ।

ନିଜସ୍ଵ ସ୍ବାର୍ଥ ହାସଲ ପରେ ପ୍ରେମିକ ପ୍ରେମିକା ପରସ୍ପରକୁ ଧୋକା ଦେଉଛନ୍ତି।ଯାହା ଦ୍ୱାରା ଅନେକ ଜୀବନ ଅସମୟରେ ହାନି ହେଉଛି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ସେହିଭଳି ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ,

ତେବେ ନିକଟ ଅତୀତରେ ଏଭଳି କିଛି ଅଭାବନୀୟ ଘଟଣା ଘଟି ଯାଇଛି ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ମାତ୍ରାରେ ପ୍ରସାରିତ ହବାରେ ଲାଗିଛି।ଘଟଣାଟି କେଉଁ ସ୍ଥାନରେ ଘଟିଛି ତାହା ଏବେ ମଧ୍ୟ ଅଜ୍ଞାତ।ଏଠାରେ ଦେଖିବାକୁ ମିଳିଛି ଯେ ଏକ ନିଛାଟିଆ ସ୍ଥାନରେ ଏକ ପ୍ରେମୀ ଯୁଗଳ ଘଞ୍ଚ ଜଙ୍ଗଲ ମଧ୍ୟରେ ରାସଲୀଳା କରିବାରେ ଲାଗିଥିଲେ। ସେମାନେ ପରସ୍ପର ପ୍ରେମାଲାପ ପାଇଁ ଏହିଭଳି ନିଛାଟିଆ ସ୍ଥାନକୁ ଯାଇଥିବା ବେଳେ ଏହି ସମୟରେ ସେମାନେ ଧରା ପଡି ଯାଇଥିଲେ।

ଏହାପରେ ସେମାନଙ୍କର ଏହି ଅନ୍ତରଙ୍ଗ ମୁହୂର୍ତ୍ତକୁ କିଛି ଯୁବକ ମାନେ କ୍ୟାମେରା ରେ ରେକର୍ଡ କରିଥିଲେ ଏବଂ ସେମାନଙ୍କୁ କିଛି ସମୟ ପଚରା ଉଚରା କରିବା ସହିତ ହଇରାଣ ମଧ୍ୟ କରିଥିଲେ।ଏଥିରେ ଝିଅ ଜଣଙ୍କ ମର୍ମାହତ ହୋଇ ତାଙ୍କର ଭିଡିଓ କରନାହିଁ ବୋଲି ଅନୁରୋଧ କରି କହିଥିଲା। କିନ୍ତୁ ଉକ୍ତ ବ୍ୟକ୍ତି ମାନେ ଏହି ଭିଡିଓ କୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ତେବେ ଏହି ଘଟଣାରୁ ଏତିକି ସ୍ପଷ୍ଟ ଯେ ଆମେ ନିଜର ଭୁଲ୍ କାର୍ଯ୍ୟ ପାଇଁ କିପରି ବିପଦ କୁ ଟାଣି ଆଣୁଛୁ ଓ ସମାଜ ଆଗରେ ଲଜ୍ଜିତ ହେଉଛୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।