ଦେଖନ୍ତୁ Shocking ଭିଡ଼ିଓ : କେଡ଼େ ଚତୁର ଏ କୁନି ପିଲା ! ଦେଖନ୍ତୁ କେମିତି ଅଳ୍ପ ପରିଶ୍ରମରେ ଧରୁଛି ପାଞ୍ଚ କିଲିଆ ରୋହି ଭାକୁର.. ଭିଡ଼ିଓ ଦେଖିଲେ ହୋସ ଉଡିଯିବ…

ସୋସିଆଲ ମିଡ଼ିଆରେ ଏମିତି ଏକ ପ୍ଲାଟଫର୍ମ ହୋଇଗଲାଣି ଯେଉଁଠାରେ ଅତି ସହଜରେ ଆଉ କମ ସମୟ ଭିତରେ ସବୁ ଘଟଣା ପହଂଚି ଥାଏ। ଏଠାରେ ଏମିତି ଘଟଣା ସବୁ ଦେଖିବାକୁ ମିଳିଥାଏ ଯେଉଁଠି ବିଭିନ୍ନ ଆଶ୍ଚର୍ଯ୍ୟ ଜନକ ଘଟଣା ମାନ ନଜର ରେ ଆସିଥାଏ। ଆଉ ଏଠାରେ ଏକ ଘଟଣା ଦେଖିବାକୁ ମିଳିଛି ଯାହା ବହୁତ ପ୍ରେରଣା ସହିତ ଧର୍ଯ୍ୟର ଶିକ୍ଷା ଦେଇଥାଏ ତେବେ ଆସନ୍ତୁ ଜାଣିବା ସେହଜ ଘଟଣା ସମ୍ପର୍କରେ।

ବେଳେ ବେଳେ ଏମିତି କିଛି ଭିଡ଼ିଓ ନଜର ରେ ଆସିଥାଏ ଯାହା ସମସ୍ତଙ୍କୁ ଆଚଙ୍କିତ କରି ଦେଇଥାଏ। ଆଉ ଏବେ ପୁଣି ସେହିପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ତାହା ଅତି ଆଶ୍ଚର୍ଯ୍ୟ ଜନକ। ଆଉ ଏହି ଭିଡ଼ିଓ କୁ ଦେଖିବା ଆପଣ ମାନେ ମଧ୍ୟ ଭାବିବେ ଏହି କୁନି ପିଲାଟିର ଏହିଭଳି ଚିନ୍ତାଧାରା ତାହା ସମସ୍ତଙ୍କୁ ପ୍ରେରଣା ସୃଷ୍ଟି କରିଛି। ଏହିପରି ଛୋଟ ପିଲାଟିର ବୁଦ୍ଧି ଯାହା କେବେ ବଡ଼ ପିଲାଟିଏ ଭାବି ନଥିବ। କୁନି ବାଳକ ଟି ଭିନ୍ନ ଧରଣର ଉପାୟ ଅବଲମ୍ବନ କରି ମାଛ ବହୁତ ଗୁଡିଏ ଧରି ନେଇଗଲା ଯାହା ଏହି ଭିଡ଼ିଓ ଦେଖିବା ପରେ ଜାଣି ପାରିବେ।

ଏହି ଘଟଣା ରେ କୁନି ବାଳକ ଟି ପ୍ରଥମେ ବ୍ୟାଗ ଟିଏ ଧରି ପାଣି ପାଖକୁ ଆସିଲା ଏବଂ ସେହି ବ୍ୟାଗ ଭିତରୁ ଆରଟ ବାହାର କରି ସେଠାରେ ପାଣି ପାଖରେ ତଳେ ପୋତି ଦେଲା ଆଉ ତାହା ପରେ ଯାହା ଆପଣ ମାନେ ଦେଖିଥିବେ। ସେହି ଅରଟ ରେ ଆଗରେ ବନିସି କଣ୍ଟା ଥିଲା ଆଉ ସେଥିରେ ଅଟା ଗୁଳା କରି ଲଗେଇ ଥିବାର ଦୃଶ୍ୟ ନଜର ରେ ଆସିଛି। ପରବର୍ତ୍ତୀ ସମୟରେ ସେହି ଅଟା ଗୁଳା ଦୁଇଟା କଣ୍ଟା ରେ ଲଗେଇ ପାଣି ଭିତରକୁ ପକେଇ ଦେଲା। ଆଉ ସାଙ୍ଗରେ ଆଣିଥିବା ବ୍ୟାଗ କୁ ତଳେ ପକେଇ ବ୍ୟାଗ ଉପରେ ବସି ରହିଲା ଏବଂ କିଛି ସମୟ ପରେ ସେହି ପାଣି ଭିତରେ ପକେଇ ଥିବା କଣ୍ଟା କୁ ଆଣିବାକୁ ଚେଷ୍ଟା କଲା। ସେଠାରେ ଥିବା ଅରଟକୁ ବୁଲାଇବା ଦ୍ୱାରା ଧୀରେ ଧୀରେ ସେହି କଣ୍ଟା ପାଖକୁ ଆସିଲା ଆଉ ତାହାକୁ ଦେଖିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ସେ ସେଠାରେ ତାହାର ଅପେକ୍ଷାର ଫଳ ପାଇଲା ଏବଂ ଆଉ ଦେଖି ବହୁତ ଖୁସି ହୋଇ ଯାଇଥିଲା। ଏକାଥରେ ବହୁତ ମାଛ ଧରି ସେହି ବ୍ୟାଗ ରେ ରଖିଲା। ଏହି ଭିଡ଼ିଓ କୁ ମହିନ୍ଦ୍ର ଗ୍ରୁପ ର ମାଲିକ ଆନନ୍ଦ ମହିନ୍ଦ୍ର ଏବେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଛାଡ଼ି ଛନ୍ତି ଯାହାକୁ ଏବେ ଯାଏ ଅନେକ ଲୋକ ମଧ୍ୟ ଦେଖି ସାରିଲେଣି। ଏହି ଭିଡିଓ ଦେଖିବା ପରେ ଅନେକ ମଧ୍ୟ ଶେୟାର କରିଛନ୍ତି। ଆଉ ଏଠାରେ ଦୃଢ଼ ସଂକଳ୍ପ,ଦୃଢ଼ ମାନବିକତା ଥିବା ନେଇ ସୂଚନା ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment