ଦେଖନ୍ତୁ Shocking ଭିଡ଼ିଓ : ବ୍ରିଜ ଉପରେ ଗାଡି ଓ ମୋବାଇଲ ରଖି ମହାନଦୀ କୁ ଡେଇଁ ପଡିଲେ ଏଚଆର…

ବର୍ତ୍ତମାନ ଆଜି କାଲିର ଲୋକେ ମାନେ ଏକ ଚାପ ଆଡକୁ ଗତି କରିବାକୁ ଲାଗୁଛନ୍ତି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟ ଅନେକ ସମସ୍ୟାର ସମ୍ମୁଖିନ ହୋଇ ଥାଏ। ତେବେ କିଛି ଲୋକ ଅଛନ୍ତି ଯେଉଁ ମାନେ ସମସ୍ୟାକୁ ସମାଧାନ କରି ଆଗକୁ ବଢି ଚାଲନ୍ତି ଓ ସମାଜରେ ଆଉ କିଛି ଲୋକ ଅଛନ୍ତି ଆସୁଥିବା ସମସ୍ୟାକୁ ସମାଧାନ ନ କରି ଦୁଃଖ ଯନ୍ତ୍ରଣାରେ ରହି ଥାଆନ୍ତି। ସେମାନେ ସେତବେଳେ ନିଜ ଜୀବନକୁ ହୀନ ଭାବି ନେବା ସଙ୍ଗେ ସଙ୍ଗେ ଜୀବନର ଆଉ କୌଣସି ବି ମୂଲ୍ୟ ନାହିଁ ବୋଲି ଭାବି ନେଇ ଥାଆନ୍ତି ଏବଂ ନିଜ ଜୀବନ ହରିବାକୁ ନିଷ୍ପତ୍ତି ନେଇଥାନ୍ତି। ଆଜି କାଲିର ସମାଜରେ ମନୁଷ୍ୟ ସୁଇସାଇଡକୁ ସବୁ ସମସ୍ୟାର ସମାଧାନ ବୋଲି ଭାବୁଛନ୍ତି।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ତାହା ହେଉଛି ଜଣେ ଯୁବକ ମହନଦୀକୁ ଡେଇଁ ପଡିଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା। ଏଭଳି ଏକ ଘଟଣା ମୁଣ୍ଡୁଳୀ ମହାନଦୀ ବ୍ରିଜ ଠାରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ବ୍ରହ୍ମପୁର ଗାଁ ର ଚନ୍ଦ୍ରମଣୀ ତ୍ରିପାଠୀ ନାମକ ଜଣେ ଯୁବକ, ସେ ରାଜଧାନୀ ଭୁବନେଶ୍ବରର CRP ଅଞ୍ଚଳର ରୁହନ୍ତି। ସେ ଘରୋଇ ପ୍ରାଇଭେଟ ସଂସ୍ଥାରେ ଏଚଆର ଭାବରେ କାର୍ଯ୍ୟ କରନ୍ତି। ଯୁବକ ଜଣଙ୍କ ଗତ ଚାରି ବର୍ଷ ତଳୁ ବିବାହ କରିଥିଲେ ଓ ତାଙ୍କର ଗୋଟିଏ ପୁଅଟିଏ ମଧ୍ୟ ଅଛି।

ଯୁବକ ଜଣଙ୍କ ଘରୁ ଅପରାହ୍ନ ସମୟରେ ଘରୁ ବାହାରିବା ସମୟରେ ତାଙ୍କ ପୁଅ ଯୁବକଙ୍କର ଗୋଡ଼କୁ ଜୋର ଜାବୁଡି ଧରି ଥିଲା ଓ କହିଥିଲା ଯେ, ତୁମେ କୁଆଡେ ଯାଉଛ ଯୁବକ ଜଣଙ୍କ ଖାଇବା ଆଣିବା ପାଇଁ ଯାଉଛନ୍ତି ବୋଲି କହିଥିଲେ। ତେବେ ସେ ଘରୁ ବାହାରି ଆସି ମୁଣ୍ଡୁଳୀ ବ୍ରିଜ ଉପରେ ନିଜର ସ୍କୁଟି ଗାଡି ରଖି ଥିଲେ ଓ ଏଥି ସହିତ ଗାଡି ଉପରେ ମୋବାଇଲ ଫୋନ ମଧ୍ୟ ରଖିଥିଲେ। ଯୁବକଟି ଡେଇଁବା ସମୟରେ ବ୍ରିଜ ଉପରେ ଯାଉ ଥିବା ଲୋକ ମାନେ ଖୁବ ଜୋର ସୋର ଭାବରେ ପାଟି କରି ଚିତ୍କାର କରିଥିଲେ, କିନ୍ତୁ ସେ କାହାରି କଥା ନଶୁଣି ମହାନଦୀକୁ ସିଧା ଡେଇଁ ପଡିଲେ।

ସେଠାରେ ଥିବା ଲୋକ ମାନେ ଏହା ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ, ତାଙ୍କୁ ଚେଷ୍ଟା କରି ସୁଦ୍ଧା ସଫଳ ହୋଇ ପାରିଲେ ନାହିଁ। ସେହି ଲୋକ ମାନେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ନିକଟକୁ ଖବର ଦେଇଥିଲେ। ସେମାନେ ତୁରନ୍ତ ଘଟଣା ସ୍ଥଳରେ ଆସି ପହଁଛି ଯାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଯୁବକଙ୍କର କିଛି ଖୋଜ ଖବର ମିଳି ନାହିଁ। କିନ୍ତୁ ସେ କଣ ପାଇଁ ଏଭଳି ଏକ ନିଷ୍ପତ୍ତି ନେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment