ଦେଖନ୍ତୁ Shocking ଭିଡ଼ିଓ : AC ନେଇଗଲା ଜୀବନ…

କଥାରେ ଅଛି ଦର୍ଶକ ମୁର୍ତ୍ୟୁ କେତେ ବେଳେ କାହା ପାଇଁ ଯେ ଆସେ ସେକଥା କେହି କହିପାରିବେନି, ଠିକ ଏମିତି ଏକ ଦୁଃଖ ଦର ଘଟଣା ଘଟିଛି ଆମ ସଂଗୀତ ଜଗତର, କେ କେ ଶେଷ ନିଶ୍ୱାସକୁ ତ୍ୟାଗ କରି ଆମ ସମସ୍ତଙ୍କର ଅତି ପ୍ରାୟ କଣ୍ଠ ଶିଳ୍ପୀ ଚାଲିଯାଇଛନ୍ତି ଆର ପାରିକୁ |

“ନୁହେଁ ସେ କାରିଗର ନୁହେଁ ସେ ଶିଳ୍ପୀକାର
ସେ ଥିଲେ ସ୍ବର ର ଯାଦୁଗର

ନା ତାଙ୍କର କୃଷ୍ଣ କୁମାର,
ତାଙ୍କ ସ୍ବର ଯାଦୁ ରେ

ମୋହି ନେଉଥିଲେ ମନ ଶୋଭିଙ୍କର
ପ୍ରତିଟି ଗୀତ ରେ ଝଲସୁ ଥାଏ

ତାଙ୍କ ସ୍ବର ର ଅନୁପ ଆକର
ଏବେ ସେ ନାହାଁନ୍ତି ସତ,

କିନ୍ତୁ ତାଙ୍କର ପ୍ରତିଟି ଗୀତ ରହିଥିବ
ରହିଥିବ ସଭିଙ୍କ ମନ ଭିତରେ
ନାଁ ତାଙ୍କର କୃଷ୍ଣ କୁମାର, |

କୃଷ୍ଣ କୁମାର ଯାହା କୁ ଆମେ ସାଧାରଣତଃ କେ, କେ ବୋଲି ଜାଣୁ ସେ 1968 ମସିହା ଅଗଷ୍ଟ 23 ଜନ୍ମ ଗ୍ରହଣ କରିଥିଲେ, ପିଲାଟି ଦିନୁ ସଂଗୀତ ପ୍ରତି ତାଙ୍କର ମନଭାବ ଥିଲା ଓ ସେ ଧୀରେ ଧୀରେ ସଂଗୀତ ପ୍ରତି ଧ୍ୟାନ ଦେଇଥିଲେ |ତାପରେ ସେ ଗୋଟିଏ ଵିଜ୍ଞାପନ ସେ ନିଜର କାରିଅର ଆରମ୍ଭ କୋରଥିଲେ ଓ ସେ ପ୍ରଥମେ ଏ ଆର ଙ୍କ ସହିତ ଗୋଟିଏ ଫ୍ଲିମ ରେ ଗୀତ ଗାଇବା ପାଇଁ ସୁଯୋଗ ପାଇଥିଲେ, ଓ ତାପରେ ପରେ ସେ ସଂଗୀତ ଦୁନିଆରେ ନିଜକୁ ହରେଇଦେଇଥିଲେ, ତାଙ୍କ ସ୍ବର ରେ ଏମିତି ଏକ ଯାଦୁ ଥିଲା ଯିଏ କେହି ବି ଶୁଣିବ ତାଙ୍କ ସ୍ୱର ର ଯାଦୁ ହଜି ଯିବ ହେଲେ ଏହି ସ୍ବର ର ଯାଦୁଗର ଆଜି ଆମକୁ ଛାଡିଗଲେ ସିନା ହେଲେ ତାଙ୍କର ଛାଡିଯାଇଥିବା କଳା ସବୁ ଆମ ଭିତରେ ସବୁଦିନ ପାଇଁ ଅମର ହେଇ ରହିବ |

2022 ମସିହା ମେ 31 ତାରିଖ କିଏ ଜାଣିଥିଲା ସ୍ୱର ର ଯାଦୁ ରେ ସମସ୍ତଙ୍କୁ ହଜେଇବା ପାଇଁ ଆସିଥିବା ଦିଲ୍ଲୀ ର ସେଇ ନାମି ଦାମୀ କଳାକାର କୃଷ୍ଣ କୁମାର ଯାହା କୁ ଆମେ କେ କେ କହୁ ହଠାତ ଆମ ସମସ୍ତ ଙ୍କୁ ଠାରୁ ସିଏ ସବୁଦିନ ପାଇଁ ହଜିଯିବେ, ମେ 31 ରାତିରେ କୋଲକାତା ରେ ହେଉଥିବା ଗୋଟିଏ ଶୋ ରେ କେ କେ ଙ୍କୁ ଆମନ୍ତ୍ରଣ କରାଯାଇଥିଲା |

ଗୀତ ଗାଇବା ପାଇଁ ସେ ଗାଇବା ବେଳେ ତାଙ୍କୁ ବହୁତ ଗରମ ମଧ୍ୟ ଲାଗୁଥିଲା କୁହାଯାଉଛି କି ଷ୍ଟେଜ ରେ ଲାଗିଥିବା ଏ ସି କାମ କରୁନଥିଲା ଯାହା ଫଳ ରେ କେ କେ ସେଇ ଷ୍ଟେଜ ରେ ନିଜକୁ ଦୃର୍ବଳ ଅନୁଭବ କରିବା ସହିତ ସେଠାରେ ଥିବା ଲୋକଙ୍କୁ ଏ ସି ବିଷୟରେ କହିଥିଲି |ତାପରେ ସେ ଆରମ୍ଭ କରିଥିଲେ ତାଙ୍କ ସ୍ୱର ର ଯାଦୁ ହେଲେ ଏହି ଯାଦୁ ତାଙ୍କ ଜୀବନ ର ଶେଷ ଯାଦୁ ଥିଲା ବୋଲି ସେ କଥା କେହି ଜାଣି ନ ଥିଲା, ହଠାତ ଗାଉ ଗାଉ ଟଳି ପଡିଥିଲେ କେ କେ, |

ଏହି ପରି ଭାବରେ 2022 ମେ 31 ରେ କୋଲକାତା ରେ କେ କେ ଙ୍କ ମୃତ୍ୟୁ ହେଇଥିଲା ଓ ହଜିଯାଇଥିଲା ସ୍ୱର ଯାଦୁ ରେ ହଯାଉଥିବା ଗୀତିକାର କେ କେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment