ଦେଖନ୍ତୁ ଭିଡ଼ିଓ – ମୃତ୍ୟୁର Live ଦୃଶ୍ୟ ! ଭିଡ଼ିଓଟି ଦେଖିଲେ ଗୋଡ ତଳୁ ମାଟି ଖସି ଯିବ… ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ ଟିକୁ…

ପୃଥିବୀ ରେ ଜନ୍ମ ହୋଇଛନ୍ତି ମାନେ ସମସ୍ତଙ୍କ ମୃତ୍ୟୁ ରହିଛି ଯାହା ପୂର୍ବରୁ ନିର୍ଦ୍ଧାରିତ। ସେହିପରି ଏଥିରେ କେହି ତାହାର ସମୟ ନିର୍ଦ୍ଧାରଣ କରିବାର ଯୋଗ୍ୟ ହୋଇ ନାହାଁନ୍ତି। ତେଣୁ ମୃତ୍ୟୁ କେତେବେଳେ ଆସିବ ତାହା ମଧ୍ୟ କେହି ଜାଣି ପାରନ୍ତି ନାହିଁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏମିତି ଏକ ଘଟଣା ଯେଉଁଠି ଆଖି ପିଛୁଳାକେ ଜୀବନ ଚାଲିଗଲା ଯାହା ଦେଖିବା ପରେ ଆଖିରେ ଲୁହ ଆସିଯିବ। ମଣିଷ ଜୀବନ କୁ ସର୍ବଦା ପାଣିର ଫୋଟକା ସହିତ ତୁଳନା କରାଅ ଯାଇଥାଏ ତାହା ହେଉଛି ସତ୍ୟ। ଏହି ଥରେ ସେହିପରି ଏଇ ଘଟଣା ଭାଇରଲ ହୋଇଛି ସୋସିଆଲ ମିଡ଼ିଆରେ ଯାହା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ।

ଏଠାରେ ଜଣେ ବାଇକ ଚାଳକ ତାଙ୍କ ସାଙ୍ଗ ସହିତ ବାଟ ରେ ଯିବା ସମୟରେ ଏମିତି ସଡ଼କ ଦୁର୍ଘଟଣା ହେଲା ଯାହା ଦ୍ୱାରା ବାଇକ ଚାଳକ ର ସେଠାରେ ହିଁ ଆୟୁଷ ଶେଷ ହୋଇ ଯାଇଥିଲା। ଅଧିକାଂଶ ସମୟରେ ଯୁବ ପିଢ଼ି ମାନେ ରାସ୍ତାରେ ଯିବା ବାଟରେ ଗାଡି କୁ ବହୁତ ଜୋର ରେ ଚଲେଇ ଥିବାର ନଜରକୁ ଆସି ଥାଆନ୍ତି। ଏଠି ସେହିପରି ଦୁଇ ସାଙ୍ଗ ଯାଉଥିଲେ ଆଉ ପରବର୍ତ୍ତୀ ସମୟରେ ଟ୍ରକ ପଛରେ ପିଟି ଦେଇଥିଲେ ଯାହା ଦୁହେଁ ବାଇକ ରୁ ପଡି ଯାଇଥିଲେ ସେଠାରେ ବାଇକ ଚାଳକ ଙ୍କର ମୃତ୍ୟୁ ହୋଇ ଥିବାବେଳେ ପଛରେ ବସି ଥିବା ଯୁବକ ଟି ବହୁତ ଜୋର ରେ ଆହତ ହୋଇଛି।

ଏଠାରେ ସେ ଦୁହେଁ କୌଣସି ଏକ ଲୋକଙ୍କର ଦଶାହ କର୍ମ ରେ ଯାଇଥିଲେ ରାତି ଅଧରେ ଘର କୁ ଫେରିବା ସମୟରେ ଏମିତି ଘଟଣା ଘଟିଛି ଯାହା ଅପ ମାନେ ଭିଡ଼ିଓ ଦେଖିଲେ ସମ୍ପୂର୍ଣ୍ଣ ବୁଝି ପାରିବେ। ସେହିଠାରେ ଟ୍ରକ ଟି ଯାଉଥିବା ସମୟରେ ପେଟ୍ରୋଲ ପମ୍ପ ପାଖରେ ଅଟକି ଥିଲା ହେଲେ ସଂଗେ ସଂଗେ ଧୀରେ ଧୀରେ ଟ୍ରକ ଟି ଯାଉଥିଲା ହେଲେ ପଛରୁ ବାଇକ ରେ ତା ପଛରେ ଧକ୍କା ଦେଇଥିଲେ ଯାହା ହେଲା ତାହା ଲୋମ ଟାଙ୍କୁରା ଦୃଶ୍ୟ।

ଏହି ଘଟଣା ରେ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ଅନ୍ୟ ଜଣଙ୍କ ଗୁରୁତର ହେବାରୁ ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ମେଡିକାଲ ନେଇ ଯାଇଥିଲେ। ଆଉ ଯାହା ସୂଚନା ଯୋଗ୍ୟ ସେ କୌଣସି ଏକ ଦଶାହ କର୍ମ କାର୍ଯ୍ୟରୁ ଫେରୁଥିଲେ ଘର କୁ ଯାହା ରାତି ଅଧରେ ଘଟି ଗଲା। ଏହି ଘଟଣା ଟି ନବରଙ୍ଗପୁର ଜିଲ୍ଲାର ଦାବୁକ ଥାନା ନିକଟସ୍ଥ ପେଟ୍ରୋଲ ପମ୍ପ ପାଖରେ ଯାହା ସବୁ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ଏହି ଘଟଣା କୁ ନେଇ ସ୍ଥାନୀୟ ଅଂଚଳ ରେ ପୁରା ଚହଳ ସୃଷ୍ଟି ହୋଇ ଯାଇଛି। ଆଉ ସେହି ସମୟରେ ରାସ୍ତାରେ ଯାଉଥିବା ଅନ୍ୟ ଲୋକ ମାନେ ଦେଖିବାରୁ ତାଙ୍କର ତହିଁ ସମୟରେ ସହଯୋଗ ର ହାତ ବଢ଼ାଇ ଥିଲେ ସବୁ ସେଠାରେ ଥିବା କ୍ୟାମେରରେ ସବୁ ରେକର୍ଡ଼ିଂଗ ହୋଇ ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment