ଦେଖନ୍ତୁ ଲୋକପ୍ରିୟ ଅଭିନେତ୍ରୀ Jyoti mishra ଙ୍କ ପରିବାର… ଆଗରୁ କେବେ ଜାଣି ନଥିବେ ତାଙ୍କ ବିଷୟରେ ଏହି ଅଜଣା କଥା…

ବନ୍ଧୁଗଣ ଆପଣ ଜାଣିଛନ୍ତି କିପରି ଭାବରେ ନିଜର ଅଭିନୟ ଏବଂ ସୁନ୍ଦରତା ର ଯାଦୁରେ ଦର୍ଶକଙ୍କୁ ପ୍ରଭାବିତ ଏବଂ ଆକର୍ଷିତ କରିଥାନ୍ତି ଓଡ଼ିଆ ସିନେମା ଜଗତର ଚୁଲବୁଲି ସୁନ୍ଦରୀ ନାୟିକା, ସମସ୍ତଙ୍କ ପ୍ରିୟ ଜ୍ୟୋତି ମିଶ୍ର।ସେ ଯଦିଓ ଅନେକ ଦିନ ହେଲା ଅଭିନୟ ଦୁନିଆରୁ ଦୂରେଇ ରହିଛନ୍ତି, ତଥାପି ତାଙ୍କ ପ୍ରତି ଦର୍ଶକ ମାନଙ୍କ ମନରେ ଏକ ସ୍ବତନ୍ତ୍ର ଭଲପାଇବା ଏବେବି ରହିଛି। ସେ ଦେଖିବାକୁ ଯେମିତି ସୁନ୍ଦର, ତାଙ୍କର ଅଭିନୟ ମଧ୍ୟ ସେତିକି ହୃଦୟ ସ୍ପର୍ଶୀି ଅଟେ।ତାଙ୍କର ନିଖୁଣ ଅଭିନୟ ସାଙ୍ଗକୁ ସୁନ୍ଦରତା ପାଇଁ ସେ ହଜାର ହଜାର ପ୍ରଶଂସକ ଙ୍କ ଦିୱାନା ପାଲଟିଛନ୍ତି। ସମସ୍ତଙ୍କ ହୃଦୟରେ ଜଣେ ଚୁଲବୁଲି ସୁନ୍ଦର ଅଭିନେତ୍ରୀ ଭାବରେ ସେ ଏକ ସ୍ବତନ୍ତ୍ର ଛାପ ହୋଇ ରହି ଯାଇଛନ୍ତି।

ନିଜର ଟାଲେନ୍ଟ ଯୋଗୁଁ, ନିଜର ଅଭିନୟ ର ପାରଦର୍ଶିତା ଦେଖାଇ ସେ ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି ଓଡ଼ିଆ ଫିଲ୍ମ୍ ଜଗତରେ। ଖୁବ୍ ସୁନ୍ଦର୍ ଓ ଶ୍ରେଷ୍ଠ ଅଭିନୟ ପ୍ରଦର୍ଶନ କରି ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି ଜ୍ୟୋତି ମିଶ୍ର।ତାଙ୍କର ଅଭିନୟ ର ଢାଞ୍ଚା କିପରି ନିଆରା ଏବଂ ଆକର୍ଷଣୀୟ ଅଟେ।ଅନେକ ସୁପର୍ ହିଟ୍ ଫିଲ୍ମ୍ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ଏହି ଅଭିନେତ୍ରି। ଅଭିନୟ ଜଗତରେ ପାଦଦେବା ପରେ ଅନେକ ସୁପରଷ୍ଟାର ମାନଙ୍କ ସହିତ କାମ କରିବାର ମଧ୍ୟ ସୁଯୋଗ ପାଇଛନ୍ତି ଜ୍ୟୋତି। ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଓଡ଼ିଶାର ଦର୍ଶକ ମାନଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତାଙ୍କର ରହିଛି।

ତେବେ ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି। ଯାହାକୁ ତାଙ୍କର ପ୍ରସଂଶକ ମାନେ ବେଶ୍ ପସନ୍ଦ କରୁଛନ୍ତି।ଏହି ଭିଡିଓ ରେ ଅଭିନେତ୍ରୀ ଜ୍ୟୋତି ମିଶ୍ର ଙ୍କ ପରିବାର କୁ ଆପଣ ଦେଖିବାକୁ ପାଇବେ। ଏଠାରେ ଏହି ଭିଡିଓ ରେ ଆପଣ ଜ୍ୟୋତି ମିଶ୍ର ଙ୍କ ଅନେକ ସୁନ୍ଦର୍ ସୁନ୍ଦର୍ ଫଟୋ ତାଙ୍କ ସ୍ବାମୀ ଏବଂ ପୁଅ ସହିତ ଦେଖିବାକୁ ପାଇବେ। ଶାଢ଼ୀରେ ସେ କେତେ ସୁନ୍ଦର୍ ଦେଖା ଯାଉଛନ୍ତି ତାହା ଥରେ ଦେଖନ୍ତୁ। ଅନେକ ପୋଜ ରେ ଶାଢ଼ୀ ପିନ୍ଧି ସେ ଫଟୋ ଉଠାଇ ଛନ୍ତି। ଆଉ ଏହିଭଳି ଗେଟ୍ ଅପ୍ ରେ ସେ ବହୁତ୍ କ୍ୟୁଟ ଦେଖା ଯାଉଛନ୍ତି। ନିଜ ପୁଅ ସହିତ କଫି ପିଉ ଥିବାର ଦୃଶ୍ୟ ମଧ୍ୟ ଆପଣ ଏଠାରେ ଦେଖିବାକୁ ପାଇବେ।

ସୁନ୍ଦର୍ ସୁନ୍ଦର୍ ମୁହୂର୍ତ୍ତର ଅନେକ ଫଟୋ ଏଠାରେ ଏହି ଭିଡିଓ ରେ ଦେଖିବକୁ ମିଳିଛି, ଯାହାକୁ ହୁଏତ ଆପଣ ଆଗରୁ କୁଆଡେ ଦେଖିବାକୁ ପାଇ ନଥିବେ।ତେବେ ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କ ପରିବାରର ଏହି ଭଳି ସୁନ୍ଦର୍ ସୁନ୍ଦର୍ ଖୁସିର ମୁହୂର୍ତ୍ତର ଫଟୋ ସବୁକୁ ଦେଖି ତାଙ୍କ ପ୍ରଶଂସକ ମାନେ ବହୁତ୍ ଖୁସି ହେଉଛନ୍ତି ଏବଂ ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment