Odisha News Portal

ଦେଖନ୍ତୁ ଯୁବତୀଙ୍କର Mms ଭିଡିଓ – ଚେଞ୍ଚିଙ୍ଗ ରୁମରେ ସିସିଟିଭି ଲଗାଇ ଯୁବତୀ ଙ୍କ ଡ୍ରେସ ବଦଳାଇ ବାର ଦୃଶ୍ୟ ଲୁଚି ଲୁଚି ଦେଖୁଥିଲେ ଦୋକାନୀ ଯୁବତୀ ଜାଣିବା ପରେ…

ଆମେ ଅନେକ ସମୟରେ ଏମିତି କିଛି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସଂସ୍ପର୍ଶରେ ଆସିଥାଉ ଯାହା ଆମକୁ ଚକିତ କରିଥାଏ। ଏମିତି ରେ ଏହି ଦୁନିଆ ରେ ଅନେକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଜନକ ଘଟଣା ସବୁ ଘଟିଥାଏ। କିଛି ଘଟଣା ଆମ ପାଇଁ ସଂପୂର୍ଣ୍ଣ ଅଜବ ପ୍ରକାରର ହୋଇଥାଏ।ଅନେକ ଥର ଆମ ସାମ୍ନା କୁ ଏମିତି ସବୁ ଘଟଣା ମାନ ଆସି ଥାଏ,ଯାହାକୁ ସହଜ ରେ ବିଶ୍ୱାସ କରି ହୋଇ ନଥାଏ। ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଘଟଣା ମାନ ଦେଖିବାକୁ ମିଳୁଛି।

କିଛି ଏମିତି ଦୃଶ୍ୟ ସମୟ ସମୟରେ ଆମ ଲୋକ ଲୋଚନକୁ ଆସିଥାଏ ଯାହା ଆମକୁ ଭାବିବାକୁ ବାଧ୍ୟ କରେ ଯେ ଆମ ସମାଜରେ ଲଜ୍ୟାକର ଏବଂ ଅପ୍ରୀତିକର ଘଟଣା କିପରି ଭାବରେ ଘଟୁଛି।

ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ନିଜେ ନିଜକୁ ସଚେତନ କରାଇବାକୁ ବାଧ୍ୟ ହେବେ। କାରଣ ଏହା ଏପରି ଏକ ଘଟଣା ଯାହା ପ୍ରାୟତଃ ସମସ୍ତଙ୍କ ସହ ଘଟିଥାଏ। ଆମେ ସାଧାରଣତଃ ଯେତେବେଳେ ବଡ଼ ବଡ଼ ଶୋ ରୁମ୍ କୁ ଯାଇ ଥାଉ ଡ୍ରେସ୍ କିଣିବା ପାଇଁ ସେତେବେଳେ ଆମେ ଆମ ପସନ୍ଦର ଡ୍ରେସ୍ ଆଣିବା ପରେ ଆମେ ଟ୍ରାଏଲ୍ ରୁମ୍ ଭିତରକୁ ଯାଇ ଆମେ ଦେଖିଥାଉ କି ତାହା ଆମକୁ କିପରି ଲାଗୁଛି। ନିଜର ଅନ୍ତ ବସ୍ତ୍ର ପିନ୍ଧି ଆମେ ଟ୍ରାଇଲ ରୁମ୍ ରେ ଡ୍ରେସ୍ ଚେଞ୍ଜ କରି ଥାଉ। କିନ୍ତୁ ଆମେ ସେଠାରେ ଧ୍ୟାନ ଦେଇ ନଥାଉ ଯେ ଏହାକୁ ଆଉ କିଏ ଦେଖୁଛି ବୋଲି।

ହଁ କାରଣ ଆମେ ଏହା ଭାବି ନଥାଉ ଯେ ଆମର ଏହି କାର୍ଯ୍ୟ କୁ କେହି ଜଣେ ଦେଖୁଛି ବୋଲି। ଆମେ କହୁଛୁ ଚେଞ୍ଜ ରୁମ୍ ଭିତରେ ଆଜିକାଲି ଲାଗୁଥିବା ଗୁପ୍ତ କ୍ୟାମେରା କଥା। ଯାହା ଯୁବତୀ ମାନଙ୍କର ଡ୍ରେସ୍ ଚେଞ୍ଜ କରିବାର ଦୃଶ୍ୟ କୁ କ୍ୟାମେରା ରେ ସୁଟ୍ କରି ସେମାନଙ୍କୁ ଏକ ଅଭାବନୀୟ ସ୍ଥିତି ରେ ପକାଇଥାଏ। ସେହିଭଳି ଏକ ଘଟଣା ଏବେ ଲୋକ ଲୋଚନକୁ ଆସିଛି।

ଯେଉଁଠାରେ ଜଣେ ଯୁବତୀ ଚେଞ୍ଜିଂ ରୁମ୍ ଭିତରେ ଡ୍ରେସ୍ ଚେଞ୍ଜ କରିବା ସମୟରେ ଏହାକୁ ଜାଣି ପାରିଛନ୍ତି। ଆଉ ଏହା ପରେ ସେ ଖୋଲିଥିବା ଡ୍ରେସ୍ ପିନ୍ଧି ଚତୁରତାର ସହ ତାଙ୍କର ଏକ ସାଙ୍ଗକୁ ଫୋନ୍ କରୁଛନ୍ତି ଏବଂ ଏହି ଘଟଣା ବିଷୟରେ ଅବଗତ କରାଉ ଅଛନ୍ତି।

ତାପରେ ଏହା ଦେଖିବାକୁ ମିଳୁଛି ଯେ ଯୁବତୀ ଜଣଙ୍କ ସେହି ମଲ ର ମ୍ୟାନେଜର ନିକଟକୁ ଏ ବିଷୟରେ କହିବା ପାଇଁ ଯାଉ ଛନ୍ତି। ଆପଣ ଥରେ ଭାବି ଦେଖନ୍ତୁ ଏଭଳି ଏକ ଘଟଣା କାହା ସହିତ କେତେବେଳେ ବି ଘଟିପାରେ। ତେଣୁ ନିଶ୍ଚିତ ଭାବରେ ଆପଣ ଏଥିପ୍ରତି ସାବଧାନ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।