Odisha News Portal

ଦେଖନ୍ତୁ ହ୍ୟୁମାନ ସାଗରଙ୍କ ଝିଅ ନିଜ ମାଆଙ୍କ ସହିତ ଗୀତ ଗାଉଛନ୍ତି, ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବ

କଳା ଜଗତରେ କଳାକାରଙ୍କ ଜୀବନ ଜଣେ ସାଧାରଣ ମନୁଷ୍ୟ ଠାରୁ ଭିନ୍ନ ଅଟେ। କାରଣ ଜଣେ କଳାକାର ନିଜ କଳା ମାଧ୍ୟମରେ ଦର୍ଶକ ମାନଙ୍କ ମନରଞ୍ଜନ କରିଥାଏ। ସେ ଯାତ୍ରା କଳାକାର , କିମ୍ବା ଫିଲ୍ମରେ ଅଭିନୟ କରିଥାଉ, ବା ସେ ଜଣେ କଣ୍ଠ ଶିଳ୍ପୀ ହେଉ ସମସ୍ତେ ନିଜ ନିଜର କଳା ମାଧ୍ୟମରେ ନିଜର ଫ୍ୟାନ ବନେଇ ଥାନ୍ତି। ଆପଣ ମାନେ ଯାଣନ୍ତି, ଯେ ଗୋଟିଏ ସେଲିବ୍ରେଟି ସାଧାରଣ ଲୋକଙ୍କ ଠାରୁ ଅଲଗା ଅଟେ। ଯେଉଁ କଳାକାର ନିଜର କଳା ମାଧ୍ୟମରେ ଦର୍ଶକ ମାନଙ୍କୁ ପସନ୍ଦ ଆସିଲା ତାକୁ ସମସ୍ତେ ଅନୁକରଣ କରିଥାନ୍ତି। ଏବଂ ନିଜର ପସନ୍ଦିତା କଳାକାରଙ୍କ ଜୀବନରେ କଣ ଚାଲିଛି, ତାହା ଜାଣିବା ପାଇଁ ଅନେକ ଦର୍ଶକ ଆଗ୍ରହ ପ୍ରକାଶ କରିଥାନ୍ତି।

ଆଜି ଆମେ ଏମିତି ଏକ ଓଡ଼ିଆ ସିଙ୍ଗର ଯିଏକି ସାରା ଓଡ଼ିଶାରେ ଘରେ ଘରେ ପରିଚିତ ଏବଂ ତାଙ୍କର ଗୀତ ଶୁଣିବା ପାଇଁ ସମସ୍ତେ ଅନେଇ ରହିଥାନ୍ତି, ସେହି ସିଙ୍ଗରଙ୍କ କୁନି ଝିଅ ବିଷୟରେ କହିବା ପାଇଁ ଯାଉଛି ଯାହା ଜାଣିଲା ପରେ ଆପଣଙ୍କୁ ଅନେକ ଖୁସି ଲାଗିବ। ସେହି କୁନି ଝିଅଟିର ଭିଡ଼ିଓ ଅନେକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଅନେକ ଲୋକ ମଧ୍ୟ ସେୟାର କରୁଛନ୍ତି।

ତେବେ ସେହି ସିଙ୍ଗର ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରିର ଜଣାଶୁଣା ଗାୟକ ହ୍ୟୁମାନ ସାଗର ତେବେ ତାଙ୍କର କୁନି ଝିଅ ଗୀତ ଗାଉଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଅନେକ ଲୋକ ଏହି ଭିଡ଼ିଓ ଟିକୁ ଅନେକ ମାତ୍ରାରେ ସେୟାର କରିବାରେ ଲାଗିଛି।

ତାଙ୍କର କୁନି ଝିଅଟି ତାର ଛୋଟ ପାଟିରେ ଅତି ସୁନ୍ଦର ଭାବରେ ଗାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ସେ ଯେଉଁ ଗୀତଟିକୁ ଗାଉଛନ୍ତି ସେହି ଗୀତଟିକୁ ଗାଇବା ଜଣେ ବଡ ପିଲାଙ୍କ ପାଇଁ ଅତ୍ୟନ୍ତ କଷ୍ଟ ଦାୟକ। ଲଦର୍ଶକ ମାନଙ୍କ କହିବା ଅନୁସାରେ ଯେ ନିଜ ବାପାଙ୍କ ପରି ସେ ମଧ୍ୟ ଭବିଷ୍ୟତରେ ଜଣେ ଭଲ ସିଙ୍ଗର ହେବାର ସମ୍ଭାବନା ରହିଛି। କଥାରେ ଅଛି ବାପା ମାଆଙ୍କ ଗୁଣ ପିଲାଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ।

ତୁଳସୀ ଦୁଇ ପତ୍ରରୁ ବାସିଲା ପରି ସେମାନେ ମଧ୍ୟ ନିଜର ବାପାଙ୍କ ପରି ଗୀତ ଗାଉଛନ୍ତି। ଏହି ଭିଡ଼ିଓରୁ ସ୍ପଷ୍ଟ ଭାବରେ ଅନୁମେୟ ହୁଏ ଯେ ବାପାଙ୍କ ପରି ସେ ଏତେ କମ ବୟସରେ ଠିକ ଭାବରେ ଗୀତ ବୋଲି ଅନେକ ଲୋକଙ୍କ ପ୍ରଶଂସାର ଏବଂ ଆଶୀର୍ବାଦ ସାଉଁଟିଛନ୍ତି। ହ୍ୟୁମାନ ସାଗରଙ୍କ ଝିଅ ଯେଉଁ ଗୀତଟିକୁ ଗାଉଥିଲେ ତାହା ହୀମେସ ଏବଂ ଲତା ମଣ୍ଡଳଙ୍କ ଗୀତ ଯାହାକି ସେ ଅତି ସୁନ୍ଦର ଭାବରେ ଗାଇଥିଲେ।

ବର୍ତମାନ ଗୀତ ଗାଉଥିବାର ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି, ଆପଣ ମାନେ ଯଦି ହ୍ୟୁମାନ ସାଗରଙ୍କ ଫ୍ୟାନ ତାହାଲେ ଆପଣ ଏହି ଭିଡ଼ିଓ ଟିକୁ ନିଶ୍ଚିତ ଭାବରେ ସେୟାର କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।