Odisha News Portal

ଦେଖନ୍ତୁ Exclusive ଭିଡ଼ିଓ : ଆମେରିକାରେ ପ୍ରକୃତିର ମହାତାଣ୍ଡବ ! ମାଟି ତଳୁ ଗର୍ଜନ କରି ଉପରକୁ ଉଠୁଛି ଭୟଙ୍କର ଘୂର୍ଣ୍ଣିଝଡ଼…

ଏମିତି ସବୁ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ ଯାହା ଆପଣ ମାନେ ଅନେକ ସମୟରେ ଦେଖିଥିବେ। ଆଉ କିଛି ଭିଡ଼ିଓ ରେ ଆପଣ ମାନେ ପ୍ରକୃତିର ତାଣ୍ଡବ ଦେଖିବାକୁ ପାଇଥିବେ ହେଲେ ଏଠାରେ ଏକ ଭିନ୍ନ ରୂପ ପବନ ର ନଜର କୁ ଆସିଛି ଯାହା ଏବେ ଜୋର ରେ ଭାଇରଲ ହେବାରେ ଲାଗିଛି।ତେବେ ଆସନ୍ତୁ ଦେଖିବା ଏହି ଭିଡ଼ିଓ କୁ ସେ ସମ୍ପର୍କରେ ଜାଣି ପାରିବେ। ଏହି ଭିଡ଼ିଓ ଟିରେ ଏକ ଭୟାନକ ଘଟଣା ଦେଖିବାକୁ ମିଳିଛି ଯାହା ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି।

ଆଉ ଏଠାରେ ଯାହା ସବୁ ଘଟିଛି ସବୁ କ୍ୟାମେରା ରେ ରେକର୍ଡ ହୋଇଛି।ଆଉ ଏମିତି ଭୟଙ୍କର ପରିସ୍ଥିତି ଯାହା ପ୍ରାକୃତିକ ବିପର୍ଯ୍ୟୟ ବୋଲି ସମସ୍ତେ କହୁଛନ୍ତି ଯାହା ସେଠାରେ ଏକ ଚହଳ ସୃଷ୍ଟି କରିଛି। ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହେବାରେ ଲାଗିଛି ଯାହା କୁ ଆପଣ ମାନେ ମଧ୍ୟ ଏଠାରେ ଦେଖିବାକୁ ପାଇଥିବେ। ଏଠାରେ ଦେଖିବାକୁ ମିଳିଛି ଯେ କାଳ ବୈଶାଖି ର ଏମିତି କିଛି ତାଣ୍ଡବ ଯାହା ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିଥିଲା ଏବଂ ସାଧାରଣ ଲୋକ ମାନେ ମଧ୍ୟ ଭୟ କରି ଯାଇଥିଲେ।

ଏହି ଭିଡ଼ିଓ ଟି ରେ କିଛି ଅଭୂତ ପରିସ୍ଥିତି ର ଦୃଶ୍ୟ ସମ୍ନାକୁ ଆସିଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ମଧ୍ୟ ପାଇଥିବେ। ଆଉ ଏଠାରେ ଏମିତି ଏକ ଘୁନି ବଳୟ ନଜର କୁ ଆସିଛି ଯେଉଁଠି ପବନ ତାର ସମସ୍ତ ଶକ୍ତି ସେଠାରେ ଲୋକ ମାନଙ୍କୁ ଦେଖାଇଛି ଏବଂ ଆଉ ସେଠାରେ ଅନେକ ଲୋକଙ୍କ ମଧ୍ୟ ବହୁତ କିଛି ନଷ୍ଟ କରିଛନ୍ତି ଯାହା ଏଠାରେ ସୂଚନା ଯୋଗ୍ୟ। ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ପବନ ତାହାର କିଛି ଶକ୍ତି ଏକତ୍ରିତ କରି ସବୁ କିଛି ଉଡାଇ ନେଇଛି ଯାହା ସୋସିଆଲ ମିଡ଼ିଆରେ ସବୁ ଭାଇରଲ ହେବାରେ ଅଛି। ଆଉ ଏହି ଭିଡ଼ିଓ କୁ ମଧ୍ୟ ଯେଉଁମାନେ ଦେଖିଛନ୍ତି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଏମିତି ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଅନେକ ଲୋକ ଏହାକୁ ଶେୟାର କରି ଥିବାର ଦେଖିବାକୁ ମିଳିଛି।

ପବନ ଏମିତି ହୋଉଛି ତାହାର ବଳୟ ଯେଉଁ ସ୍ଥାନକୁ ଯାଉଛି ସେଠାରେ ଏହିପରି କିଛି କରିଛି। ଆଉ ଏହି ଘଟଣା ଟିରେ ଅନେକ ଲୋକଙ୍କ ଘର ମଧ୍ୟ ନଷ୍ଟ ହେବା ସହିତ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଆଉ ଏମିତି ଏବେ ଘଟଣା ଟିରେ ଦେଖିବା ପରେ ଅନେକ ଲୋକଙ୍କ ଘରର ମଧ୍ୟ କ୍ଷତି ହୋଇଥିବା ନେଇ ସୂଚନା ମିଳିଛି ଯାହା ଏହିଠାରେ ସୂଚନା ଯୋଗ୍ୟ। ଏପଟେ ସମସ୍ତେ ଏହି ଭିଡ଼ିଓ କୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଏମିତି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଚର୍ଚ୍ଚା ଧରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।