ଦେଖନ୍ତୁ Viral ଭିଡ଼ିଓ : ଦେଖନ୍ତୁ ବସ୍ ଭିତରେ କିପରି ଦୁର୍ବ୍ୟବହାରର ଶିକାର ହେଉଛନ୍ତି ଦୁଇ ଜଣ ଯୁବତୀ, ଶେଷରେ ସହ୍ୟ କରି ନପାରି କରିଦେଲେ ଏମିତି କାଣ୍ଡ…

ବନ୍ଧୁଗଣ ବେଳେବେଳେ ସମାଜର କିଛି ଏମିତି ଭିନ୍ନ ଚିତ୍ର ଆମ ସାମ୍ନାକୁ ଆସିଥାଏ ଯାହା ଏକ ଭିନ୍ନ ଦିଗକୁ ଇଙ୍ଗିତ କରିଥାଏ। ସହଜରେ ଏଭଳି ଘଟଣା କୁ ଗ୍ରହଣ କରି ହୁଏ ନାହିଁ।ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ, ଯାହା ସାଧାରଣରେ ଗ୍ରହଣୀୟ ନୁହେଁ। ସଭ୍ୟ ଶିକ୍ଷିତ ସମାଜରେ ସେସବୁ ର ସ୍ଥାନ ବେଶ୍ ତଳେ ରହିଛି। ଯାହା ଲୋକ ମାନଙ୍କର ନୀଚ ମାନସିକତା କୁ ସ୍ପଷ୍ଟ କରୁଛି। ତେବେ ଦୁନିଆରେ ଦିନକୁ ଦିନ ଯେଉଁ ଭଳି ଭାବରେ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି।

ଏହାକୁ ଦେଖି ଆପଣ ବି ଲଜ୍ଜିତ, ଅପମାନିତ ହେଉଥିବେ। ତେବେ ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ କାଣ୍ଡ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି। ଆଜିର କିଛି ଯୁବପିଢି ନିଜର ସଂସ୍କାର ଏବଂ ନୈତିକତା କୁ ହରାଇ ସେମାନେ ବେଳେବେଳେ ଏମିତି କିଛି ପାଶବିକ କାର୍ଯ୍ଯ କରୁଛନ୍ତି ଯାହା ସମାଜ ପାଇଁ ଏକ ଲଜ୍ୟା ଜନକ ସ୍ଥିତି ସୃଷ୍ଟି କରୁଛି। ତେବେ ଦୁନିଆ ବଦଳିବା ସହ ତା ସହ ତାଳ ଦେଇ ଯୁବ ସମାଜ ମଧ୍ୟ ବଦଳିବା ପାଇଁ ଲାଗିଛନ୍ତି। ମାତ୍ର ସେମାନଙ୍କ ବ୍ୟକ୍ତିଗତ ରୁଚି ଦ୍ଵାରା ଅନ୍ୟ ମାନେ ଯେ ପ୍ରଭାବିତ ହେଉ ଛନ୍ତି ଓ ତାର କୁପ୍ରଭାବ ସମାଜ ଉପରେ କିପରି ପଡୁଛି ଏ ସମ୍ପର୍କରେ ତାଙ୍କର କୌଣସି ଧାରଣା ନାହିଁ।

ସେହିପରି ଆମେ ଆଜି ଆପଣ ମାନଙ୍କୁ ଏଭଳି ଏକ ଭିଡିଓ ସମ୍ପର୍କରେ କହିବା ପାଇଁ ଯାଉଛୁ ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।ଆଜିକାଲି ସମୟ ରେ ଅନେକ ସମୟରେ ଯୁବତୀ ମାନେ ଯୁବକ ମାନଙ୍କର ଅନୈତିକ ଆଚରଣ ର ଶିକାର ହେଉଛନ୍ତି। ଅନେକ ସମୟରେ କମେଣ୍ଟ ର ଶିକାର ମଧ୍ୟ ହେଉଛନ୍ତି। ଆଉ ଏଥିପାଇଁ ଯୁବତୀ ମାନେ କେତେବେଳେ ମାନସିକ ସ୍ତରରେ ଦୁର୍ବଳ ହୋଇ ପଡ଼ୁଛନ୍ତି ତ ପୁଣି ଆଉ କେହି ଏହାର ଉଚିତ୍ ଜବାବ ମଧ୍ୟ ଦେଉଛନ୍ତି ଏବଂ ଉଦ୍ଧତ ମାନଙ୍କୁ ସାବଡ ମଧ୍ୟ କରୁଛନ୍ତି। ତେବେ ଏହାରି ଭିତରେ ଅନେକ ଉଲ୍ଲେଖନୀୟ ଘଟଣା ମାନ ଏସବୁକୁ ନେଇ ଅନେକ ସମୟରେ ଦେଖିବାକୁ ମିଳିଥାଏ।

ତେବେ ସେହିଭଳି ଏକ ଘଟଣା ନିକଟରେ ଘଟିଛି। ଆମେ କହିବାକୁ ଯାଉଥିବା ଘଟଣାରେ ଏକ ବସ୍ ରେ ଦୁଇଜଣ ସ୍କୁଲ ଛାତ୍ରୀ ଛିଡା ହୋଇ ଯାଉଥିବା ବେଳେ ତାଙ୍କ ପାର୍ଶ୍ଵରେ ସିଟ ରେ ବସିଥିବା ଦୁଇଜଣ ଯୁବକ କିପରି ବ୍ଯବହାର କରୁଛନ୍ତି ତାହା ଦେଖିବାକୁ ମିଳିଛି। ବାରମ୍ଵାର ଏହି ଯୁବକମାନେ ଛାତ୍ରୀଙ୍କୁ ଛୁଇଁବାକୁ ଚେଷ୍ଟା କରୁଛନ୍ତି ଏବଂ ଅସ୍ୱାଭାବିକ ବ୍ୟବହାର ଦେଖାଉଛନ୍ତି। ଆଉ ଅନେକ ସମୟ ଧରି ଏସବୁ କୁ ଲକ୍ଷ୍ୟ କରିବା ପରେ ଛାତ୍ରୀ ଦୁଇଜଣ କମ୍ପାସ ବାହାର କରି ସେମାନଙ୍କୁ ପାନେ ଦେଇଛନ୍ତି। କମ୍ପାସ ଫୁଡ଼ିବା ଦ୍ବାରା ସେମାନେ କିପରି ନାମ ନେଇଛନ୍ତି ତାହା ଶେଷରେ ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment