Odisha News Portal

ଦେଖନ୍ତୁ ବିବାହର ଏତେ ମାସ ପରେ Actress ଅର୍ଚ୍ଚିତା ସେୟାର କରିଲେ ତାଙ୍କର ଶାଶୁଘର ର କିଛି Video Clip

ବନ୍ଧୁଗଣ ରିଲ୍ ଲାଇଫ ରୁ ରିୟଲ୍ ଲାଇଫ୍ ଯୋଡି ହେଇଛନ୍ତି ଓଡିଶାର ଦୁଇ ଚର୍ଚ୍ଚିତ ଚେହେରା ବର୍ଷା ଏବଂ ସବ୍ୟସାଚୀ ଙ୍କ ଯୋଡ଼ି। ଯେଉଁ ଯୋଡିକୁ ଦେଖିବା ପାଇଁ ହଲ୍ ରେ ନାହିଁ ନଥିବା ଭିଡ ଜମେ ସେମାନେ ସାତ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଓଲିଉଡର ଚର୍ଚ୍ଚିତ ହଟ ଯୋଡ଼ି ସବ୍ଯସାଚୀ ଓ ଅର୍ଚ୍ଚିତା ଙ୍କୁ କିଏ ବା ନଜାଣେ। ଓଲିଉଡ ସୁନ୍ଦରୀ ଅର୍ଚ୍ଚିତାଙ୍କ ହାତ ଧରିଛନ୍ତି ସୁପରଷ୍ଟାର ସବ୍ୟସାଚୀ ମିଶ୍ର। ବିବାହ ପୂର୍ବରୁ ସାମ୍ନାକୁ ଆସିବାରେ ଲାଗିଥିଲା ଉଭୟଙ୍କ ଅନେକ ସୁନ୍ଦର୍ ସୁନ୍ଦର୍ ଫଟୋ ଯାହାକୁ ଦର୍ଶକ ବହୁତ୍ ପଶନ୍ଦ ମଧ୍ଯ କରିଥିଲେ। ସେମାନଙ୍କର ଯୋଡ଼ି ସମସ୍ତଙ୍କୁ ବେଶ ପସନ୍ଦ ଆସିଛି।

ଉଭୟ ଯୋଡ଼ି ବିବାହ ପୁର୍ବରୁ ଓଡ଼ିଆ ସିନେମା ଜଗତରେ ଏକ ଚର୍ଚ୍ଚିତ ଯୋଡ଼ି ହୋଇ ଯେମିତି ରହି ଆସିଥିଲେ ବୈବାହିକ ଜୀବନରେ ବାନ୍ଧି ହେବା ପରେ ମଧ୍ୟ ସେମାନେ ସେହିପରି ଲୋକପ୍ରିୟ ହୋଇ ରହିଛନ୍ତି। ନିକଟରେ ବିବାହ କରିଛନ୍ତି ଓଲିଉଡର ଏହି ଚର୍ଚ୍ଚିତ ଯୋଡ଼ି। ଅଭିନେତ୍ରୀ ଅର୍ଚ୍ଚିତାଙ୍କ ହାତ ଧରି ଛନ୍ତି ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର। ଓଲିଉଡ ସୁନ୍ଦରୀ ଅର୍ଚ୍ଚିତା-ସବ୍ୟସାଚୀ ବିବାହ କରିବା ପରେ ସେମାନଂକୁ ବହୁତ୍ ଖୁସିର ସହିତ ଦେଖିବା ପାଇଁ ମିଳୁଛି। ଏନେଇ ଦୁହେଁ ସୋସିଆଲ୍‌ ମିଡିଆରେ ବିବାହ ପୁର୍ବରୁ ସେୟାର କରିଥିଲେ ଇନଭିଟେସନ୍‌।ତେବେ ସୂଚନା ଅନୁସାରେ ରାଜସ୍ଥାନର ଉଦୟପୁରରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏହି ଯୋଡ଼ିଙ୍କର।

ବାହାଘରରେ ନିକଟ ସମ୍ପର୍କୀୟ ସାମିଲ ହେବା ସହିତ ଓଡ଼ିଶା ବାସୀ ମଧ୍ଯ ତାଙ୍କର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇ ଥିଲେ। ସେମାନେ ଦୁଇଜଣ ନୂଆ ସମ୍ପର୍କ ଆରମ୍ଭ କରୁଥିବାରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଲୋଡିଥିଲେ ଅର୍ଚ୍ଚିତା-ସବ୍ୟସାଚୀ। ବିବାହ ପରେ ସେମାନେ ବହୁତ୍ ଖୁସିର ସହିତ ସେମାନଙ୍କର ବୈବାହିକ ଜୀବନ କୁ ଅତିବାହିତ କରୁଥିବା ର ଦେଖିବାକୁ ମିଳୁଛି। ଅନେକ ସମୟରେ ସେମାନଙ୍କର ସୁନ୍ଦର୍ ମୁହୂର୍ତ୍ତ ର ଫଟୋ ସବୁ ସାମ୍ନାକୁ ଆସିବାରେ ଲାଗିଛି। ଦର୍ଶକ ମାନେ ସେଶବୁ ଦେଖି ପ୍ରତିକ୍ରିୟା ମଧ୍ୟ ଦେଇଥାନ୍ତି। ତେବେ ବିବାହ ପରେ ଅର୍ଚ୍ଚିତା ଅନେକ ସମୟରେ ସୋସିଆଲ ମିଡ଼ିଆରେ ତାଙ୍କର ଶଶୁର ଘରେ କାଟୁଥିବା ମୁହୂର୍ତ୍ତକୁ ସେ ତାଙ୍କ ଦର୍ଶକ ମାନଙ୍କ ସହ ସେୟାର କରିଥାନ୍ତି।

ଏବେ ସେହିଭଳି ଏକ ଭିଡିଓ ସେ ସେୟାର କରିଛନ୍ତି ଯେଉଁଥିରେ ବହୁତ୍ ସୁନ୍ଦର୍ ଭାବରେ ସଜ୍ଜିତ ହୋଇ ଶାଢ଼ୀ ପିନ୍ଧି ସେ ନିଜକୁ ଚିତ୍ରଣ କରିଛନ୍ତି। ଶାଶୁ ଘରେ କେତେ ଖୁସିର ସହ ସେ ରହିଛନ୍ତି ତାହା ଏଠାରୁ ସ୍ପଷ୍ଟ ଭାବରେ ଜାଣି ହେଉଛି। ଆଗରୁ ମଧ୍ଯ ତାଙ୍କର ଜନ୍ମ ଦିବସ ପାଳନ କଥା ହେଉ କିମ୍ବା ତାଙ୍କର ଶାଶୁ ଘରେ ସାବିତ୍ରୀ ବ୍ରତ ପାଳନ କରିବା କଥାକୁ ନେଇ ହେଉ ବହୁତ୍ ଖୁସିର ସହିତ ଜଣେ ପାରମ୍ପରିକ ହିନ୍ଦୁ ଧର୍ମର ବୋହୂ ଭାବରେ ସେ ପାଳନ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।