Odisha News Portal

ଦେଖନ୍ତୁ ଅଦ୍ଭୁତ ଭିଡ଼ିଓ – ହଠାତ୍ ମନ୍ଦିରରେ ଉଭା ହେଲେ ନାଗ ଦେବତା ! ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ 50,000 ରୁ ଅଧିକ ଲୋକ ଦେଖି ସାରିଲେଣି

ପୁଣି ଦେଖିବାକୁ ମିଳିଲା ଏକ ଅଜବ ଘଟଣା। ମହାପ୍ରଭୁ ଙ୍କ ଅଲୌକିକତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଯାହା ସାଧାରଣରେ ବିଶ୍ୱାସ ହେଉ ନଥିଲେ ବି ସତ। ଏମିତି ଏକ ଘଟଣା ଏବେ ନିକଟରେ ଘଟି ଯାଇଛି ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ହଁ ଆଜ୍ଞା ଏହା ସମସ୍ତଙ୍କୁ ତାଯୁବ କରିବା ଭଳି ଏକ ଘଟଣା। ଯାହାର ଭିଡିଓ ଏବେ ଗଣମାଧ୍ୟମ ସମେତ ସୋସିଆଲ ମିଡ଼ିଆ ରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ପ୍ରଭୁ ମହାଦେବ ଙ୍କ ମନ୍ଦିରରେ ଦେଖିବାକୁ ମିଳିଛି ଏକ ନାଗ । ଆଉ ଏହି ନାଗ ସାପ ଯାଇ ଶିବଲିଙ୍ଗ ଉପରେ ଫଣା ଟେକି ଠିଆ ହୋଇଛି।

ଯାହାର ଦୃଶ୍ୟ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଥିବାର ଜଣା ପଡିଛି। ଏହାପରେ ଏକ ଭକ୍ତି ଭାବ ଲୋକଙ୍କ ମନରେ ଦେଖିବାକୁ ମିଳିଛି। ତେବେ କୁଆଡୁ ଆସିଲା ଏହି ନାଗ ଏବଂ ଆସି ମନ୍ଦିର ଭିତରେ କିପରି ପ୍ରବେଶ କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।କେହି ଜଣେ ଏହି ଘଟଣାର ଭିଡିଓ କୁ ରେକର୍ଡ କରିବା ପରେ ଏହାକୁ ସେୟାର କରୁଛନ୍ତି। ଏଠାରେ ଘଟିଥିବା ଏହି ଘଟଣା ଏହା ସ୍ପଷ୍ଟ କରୁଚି ଯେ କିପରି ଭାବରେ ନାଗ ଦେବତା ଶିବଙ୍କୁ ଭଲ ପାଆନ୍ତି। କାହାକୁ ଖାତିର ନକରି ଏହି ନାଗ ସାପଟି ଯେଉଁଭଳି ଭାବରେ ମନ୍ଦିରର ପାଚେରୀ ଦେଇ ମନ୍ଦିର ସମ୍ମୁଖ ଦେଇ ଯାଇ ଶିବଲିଙ୍ଗ ଉପରକୁ ଉଠୁଛି ତାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ।

ଯେମିତି ଏକ ଧ୍ୟାନରେ ସାପଟି ଭଗବାନଙ୍କ ପାଖକୁ ଯିବାକୁ ଚାହୁଁଛି ଏବଂ ତାଙ୍କ ପାଖରେ ପହଞ୍ଚି ଶାନ୍ତିରେ ସେଠାରେ ଶରୀର ଚାରିପଟେ ଗୋଡ଼େଇ ହୋଇ ଠିଆ ହେଉଛି। ତେବେ ଏଠାରେ ନାଗ ସାପ ଯାଇ ଶିବଲିଙ୍ଗ ଉପରେ ଫଣା ଟେକି ଠିଆ ହୋଇ ରହିବା ଘଟଣା ସ୍ଥାନୀୟ ମନ୍ଦିର ଅଞ୍ଚଳର ଲୋକ ମାନଙ୍କ ଭିତରେ ଏକ ଅପୂର୍ବ ମାହଲ୍ ସୃଷ୍ଟି କରିବା ସହିତ ଭଗବାନ ଙ୍କ ଏପରି ଦୃଶ୍ୟକୁ ଦେଖି ଭକ୍ତ ମାନେ ଭାବ ବିହ୍ୱଳ ହୋଇ ପଡିଛନ୍ତି। ତେବେ ହିନ୍ଦୁ ଧର୍ମ ର ପୁରାଣ ଅନୁସାରେ ଏହି ସାପ ଭଗବାନ ଶିବ ଙ୍କ ର ଅତି ପ୍ରିୟ ଅଟେ ବୋଲି କୁହାଯାଏ। ନାଗ ସାପକୁ ଦେଖିଲେ ଲୋକେ ମୁଣ୍ଡିଆ ମାରିଥାନ୍ତି।

ମନ୍ଦିରର ପୂଜକ ଜଣଙ୍କ ମଧ୍ୟ ଏହି ଘଟଣାରେ ସ୍ତବ୍ଧ ହୋଇ ଯାଇଛନ୍ତି। କାରଣ ଏଭଳି ଏକ ଘଟଣା ବାସ୍ତବରେ ଆଶ୍ଚର୍ଯ୍ୟ ଜନକ ଲାଗୁଛି।ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହିପରି ଏକ ଘଟଣା ଶିବରାତ୍ରି ର ପୂର୍ବ ଦିନ ଏକ ମନ୍ଦିରରେ ଦେଖିବାକୁ ମିଳିଥିଲା।ଗନ୍ଧର୍ବନାଥ ମନ୍ଦିର ନିକଟ ରେ ଘଟିଥିଲା ଏହି ଘଟଣା। ଏଠାରେ ମହା ଶିବରାତ୍ରୀ ର ପୂର୍ବଦିନ ମନ୍ଦିର ସମ୍ମୁଖରେ ନାଗ ସାପ ଦୃଶ୍ୟମାନ ହୋଇଥିଲେ ଏବଂ ଏହା ପରେ ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ଭକ୍ତ ମାନେ ଭାବ ବିହ୍ୱଳ ହେବା ସହିତ ଭକ୍ତିରେ ବିଭୋର ହୋଇ ପଡି ଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।