ସେଲିବ୍ରିଟି ମାନେ ସେମାନଙ୍କ ଏମିତି କିଛି ଜୀବନଶୈଳୀକୁ ଅନେକ ସମୟରେ ଲୋକଙ୍କ ସମ୍ମୁଖରେ ଉପସ୍ଥାପନା କରିଥାନ୍ତି ଯାହା ସେମାନଙ୍କୁ ବେଶ ଚର୍ଚ୍ଚିତ କରିଥାଏ। ତେବେ ସେମାନେ ଅନେକ ସମୟରେ ତାଙ୍କର ପ୍ରସଂଶକ ମାନଙ୍କ ପାଇଁ ଅନେକ କିଛି ବାର୍ତ୍ତା ବି ଦେଇଥାନ୍ତି ଏବଂ କେତେବେଳେ ଲାଇଭ ଭିଡିଓ ଆସି ମଧ୍ୟ ସେମାନଙ୍କର ଫ୍ୟାନ ମାନଙ୍କ ସହିତ ବେଳେବେଳେ ସମୟ ଅତିବାହିତ କରିଥାନ୍ତି ଓ କେତେବେଳେ ତାଙ୍କର କିଛି ଖୁସିର ମୁହୂର୍ତ୍ତକୁ ମଧ୍ଯ ତାଙ୍କ ପ୍ରସଂଶକ ମାନଙ୍କ ସହ ମଧ୍ଯ ସେୟାର କରିଥାନ୍ତି। ଆଉ ତାଙ୍କର ଅନେକ ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି।
ତେବେ ବଲିଉଡ ଇଣ୍ଡଷ୍ଟ୍ରି ର କିଛି ଏମିତି ଲୋକପ୍ରିୟ ଅଭିନେତ୍ରୀ ଅଛନ୍ତି ସେମାନେ ତାଙ୍କର ବୋଲ୍ଡ ଲୁକ୍ସ ଏବଂ ଆକର୍ଷଣୀୟ ଅନ୍ଦାଜ ପାଇଁ ବେଶ୍ ପରିଚିତ ଅଟନ୍ତି। ସେମାନଂକୁ ମଧ୍ୟରୁ ଉର୍ଫି ଜାଭେଦ ଅନ୍ୟତମ।ସେ ତାଙ୍କର ଆକର୍ଷଣୀୟ ଲୁକ୍ସ ପାଇଁ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଥାନ୍ତି। ତେବେ ଅଭିନୟ ଜଗତର କଳାକାର ମାନେ ଅନେକ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି ଏବଂ ସେମାନଂକୁ ଆକର୍ଷିତ କରିଥାନ୍ତି। ସେଥିପାଇଁ ସିନେମା ଜଗତର ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ହଟକେ ଏବଂ ଆକର୍ଷିତ କଲା ଭଳି ହୋଇଥାଏ।
ବଲିଉଡ଼ ର ଅଭିନେତ୍ରୀ ମାନେ ତାଙ୍କର ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ। ଏହାଛଡ଼ା ଅନେକ ସେମାନଙ୍କ ଲାଇଫ ଷ୍ଟାଇଲ କୁ ମଧ୍ୟ ଅନୁସରଣ କରିଥାନ୍ତି।ସେ ଯେଉଁ ଭାଷାଭାଷୀ ର ଦର୍ଶକ ହେଇ ଥାଆନ୍ତୁ ନା କାହିଁକି ବଲିଉଡ ର କଳାକାର ମାନଙ୍କ ପ୍ରତି ସମସ୍ତଙ୍କ ମନରେ ଏକ ଆଗ୍ରହ ରହିଥାଏ। ବଲିଉଡ୍ ଫିଲ୍ମ୍ ଇଣ୍ଡଷ୍ଟ୍ରି ର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି।
ସେହିପରି କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବେଶ୍ ଲୋକପ୍ରିୟ ମଧ୍ଯ ହୋଇ ପାରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବୋଲ୍ଡ ଅନ୍ଦାଜ ର ଅଭିନେତ୍ରୀ ହେଉଛନ୍ତି ଉର୍ଫୀ ଯାଭେଦ। ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି।ସେ କେଉଁଭଳି ଭାବରେ ଡ୍ରେସ୍ ପିନ୍ଧି କ୍ୟାମେରା ମେନ ଙ୍କ ସାମ୍ନାରେ ପୋଜ ଦେଉଛନ୍ତି ଥରେ ଦେଖନ୍ତୁ ଏହି ଭିଡ଼ିଓରେ। ଯେଉଁ ଗେଟ୍ ଅପ୍ ରେ ସେ ବହୁତ୍ ହଟ୍ ଲାଗୁଛନ୍ତି।ଏହି ସମୟରେ କିଛି ସାଧାରଣ ମହିଳା ଆସି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଊର୍ଫି ଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବାକୁ ଦେଖାଉଛନ୍ତି ଏବଂ ତାଙ୍କ ସହ ହାତ ମିଶାଇବା ସହିତ ମଜା ମସ୍ତି ମଧ୍ୟ କରୁଥିବା ଦେଖିବାକୁ ମିଳିଛି ଏ ଭିଡ଼ିଓରେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।