Odisha News Portal

ଦେଖନ୍ତୁ ଭିଡିଓ – ପ୍ରଥମ ଥର ପାଇଁ ଗାଈ ଜନ୍ମ ଦେଲା ଏକା ସାଙ୍ଗରେ 3-ଟା ବାଛୁରୀ ଛୁଆ ଏହାକୁ ଦେଖିବା ପାଇଁ ଗାଁ ଲୋକଙ୍କ ଭିଡ ଲାଗିଛି

ଲାଗୁଚି କଳିର ଶେଷଦିନ ଯେତିକି ଯେତିକି ପାଖେଇ ଆସୁଛି ଦୁନିଆରେ ଗୋଟିଏ ପରେ ଗୋଟିଏ ବିଚିତ୍ର ଘଟଣା ସବୁ ଘଟିବାରେ ଲାଗିଛି । ତେବେ ଆମର ସୃଷ୍ଟିକର୍ତ୍ତା ଏହି ଧରାପୃଷ୍ଠରେ ପ୍ରତ୍ୟେକ ଜିନିଷକୁ ଗଢିଛନ୍ତି , ତେଣୁ ନିହାତି ଭବାରେ ଏହା ବିଚିତ୍ର ହେବା ସ୍ବଭାବିକ । କିନ୍ତୁ ଭଗବାନଙ୍କ ଦ୍ୱାରା ଗଢା ଯାଇଥିବା ଏହି ସୃଷ୍ଟି ଆଶ୍ଚର୍ଯ୍ୟକର ହୋଇଥିଲେ ବି ଅନେକ ସୁନ୍ଦର ମଧ୍ୟ ଅଟେ । ସୃଷ୍ଟିକୁ ସୁନ୍ଦର ମନୋହର କରି ଗଢି ତୋଳିଛନ୍ତି ଭଗବାନ ଯେମିତିକ ସବୁଠାରୁ ଆଶ୍ଚର୍ଯ୍ୟକର ତଥା ମନୋହର ହେଉଛି ଆମର ପ୍ରକୃତି ।

ଦୁନିଆର ସବୁଠାରୁ ବଡ ବିଚିତ୍ରତା ହେଉଅଛି, ଏକ ମଣିଷ ହେଉ କିମ୍ବା ଏକ ପଶୁକୁ ଜନନୀ ହେବା,ସବୁ ନାରୀ ଏବଂ ସମସ୍ତ ମାଈପଶୁ ମାଆ ହୋଇଥାଆନ୍ତି ଯାହାକି ମଣିଷର ସୃଷ୍ଟି ନୁହେଁ ଭଗବାନଙ୍କର ସୃଷ୍ଟି। ତେବେ ବିଚିତ୍ରତା ଏଥିରେ ଏହା ହେଉଛି କି କେହି ପଶୁ କେବଳ ଗୋଟିଏ ପିଲା କୁ ଜନ୍ମ ଦେଇଥାଏ, ଆଉ କେହି ଅଣ୍ଡା ଦେଇଥାଏ ଏବଂ ଆଉ କେହି ଏକ ରୁ ଅଧିକ ଅନେକ ପିଲା ମାନଙ୍କୁ ଜନ୍ମ ଦେଇଥାଏ।

ଆଜିର ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ। ସୋସିଆଲ ମିଡିଆ କୁ ବ୍ୟବହାର କରି ଲୋକେ ସେମାନଙ୍କ କଳା ପ୍ରତିଭା ତଥା ଦେଶ ବିଦେଶର ଖବର ଜାଣିବା ପାଇଁ ଆଉ ଅପେକ୍ଷା କରିବାକୁ ପଡୁ ନାହିଁ ।ତେଣୁ ଆଜିର ଆଧୁନିକ ଯୁଗରେ ସୋସିଆଲ ମିଡ଼ିଆ ବା ଇଣ୍ଟରନେଟ ର ବ୍ୟବହାର କରି କୌଣସି ବଡ଼ ଖବର କୁ କିମ୍ବା କୌଣସି ସାଧାରଣ ଘଟଣାକୁ ପ୍ରଚାର କରିବା କିମ୍ବା ଲୋକ ଲୋଚନକୁ ଆଣିବା ବେଶି କଷ୍ଟ ସାଧ୍ୟ ନୁହଁ।

 


ତେବେ ସୋସିଆଲ ମିଡ଼ିଆରେ ଆମେମାନେ ହୁଏତ ସମସ୍ତେ ଜୋଡିତ ଥିବା। ସୋସିଆଲ୍ ମିଡିଆ ରେ ଆସୁଥିବା ଅନେକ ଫଟୋ, ଭିଡିଓ ଓ ଖବର ସମ୍ପର୍କରେ ମଧ୍ୟ ଜାଣି ପାରୁଥିବା। ସୋସିଆଲ ମିଡ଼ିଆରେ ପ୍ରତିଦିନ ହଜାର ହଜାର ଭିଡିଓ ଆସିଥାଏ, ସେହି ସବୁ ଭିଡିଓକୁ ଆମେ ମାନେ ଦେଖିଥାଉ ଏବଂ ସେହି ମଧ୍ୟରୁ ଏପରି କିଛି ଭିଡିଓ ଥାଏ ଯାହାକି ଆମ ମାନଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ। ତେବ ଆଜି ଆମେ ଆପଣଙ୍କୁ ସେହି ପରି ଏକ ଭିଡିଓ ସମ୍ପର୍କରେ କହିବୁ, ଯାହାକି ସୋସିଆଲ ମିଡ଼ିଆ ରେ ଏବେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗୁଛି।

ଆପଣ ମାନେ ସମସ୍ତେ ଶୁଣିଥିବେ ବା ଦେଖି ମଧ୍ୟ ଥିବେ ଯେ, ଗୋଟିଏ ଗାଈ କେବଳ ଗୋଟିଏ ବାଛୁରୀ ଛୁଆ କୁ ହିଁ ଜନ୍ମ ଦେଇଥାଏ। ଏବେ କିନ୍ତୁ ସୋସିଆଲ୍ ମିଡିଆ ରେ ଦେଖିବାକୁ ମିଳିଛି ଏକ ଗାଈ ଗୋଟେ ନୁହେଁ ବରଂ 3 ଟି ବାଛୁରୀ ଛୁଆ କୁ ଜନ୍ମ ଦେଇଛି। ଗାଈ ମଣିଷ ପରି ପିଲା ଜନ୍ମ କରିଥାଏ, କେବଳ ଗୋଟିଏ ପିଲା ହିଁ ଜନ୍ମ ଦେଇଥାଏ। ଏଠାରେ କିନ୍ତୁ କିଛି ଅଲଗା ଦେଖିବାକୁ ମିଳିଛି। ଏହି ବାଛୁରୀ ଛୁଆ ଗୁଡିକୁ ମାଆ ଗାଈ ଟି ଚାଟୁଛି ଏବଂ ସେହି ବାଛୁରୀ ଗୁଡିକ ମାଆ ପରି କଳା ମଧ୍ୟ ହୋଇଛନ୍ତି । ଯାହା ବର୍ତ୍ତମାନର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ତଥା ଆଶ୍ଚର୍ଯ୍ୟକର ବିଷୟ ପାଲଟିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।