Odisha News Portal

ଦେଖନ୍ତୁ ଭିଡିଓ , ମହିଳା ଜଣଙ୍କ ସୋପିଂ ମହଲ ଭିତରେ ଚୋରି କରିବା ସମୟରେ ଧରାପଡିଲେ ଆଉ ତାହା ପରେ ଯାହା ହେଲା, ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

0 2

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଆପଣ ମାନେ ତ ଜାଣିଛନ୍ତି କି ଆଜିର ସମାଜରେ ଲୋକମାନେ କେତେ ପରିବର୍ତ୍ତନ ହେଲେଣି । ସମାଜରେ ତାଳେ ତାଳେ ସେମାନେ ନିଜର ପାଦ ପକେଇ ଚାଲିଛନ୍ତି । ଆଗରୁ ଲୋକମାନେ ଯେତେ ଅଭାବ ଅନଟନରେ ରହୁଥିଲେ ମାତ୍ର ଏବେ ଆଉ ସେମାନେ ସେତେ ଅଭାବ ଅନଟନରେ ରହୁନାହାନ୍ତି । ସମସ୍ତ ଲୋକମାନଙ୍କର ଏବେ ମଧ୍ୟ ଅଭାବ ରହିଅଛି କାରଣ କୌଣସି ବ୍ୟକ୍ତି ତାର ଜୀବନରେ ତାର ଆଶା , ଆଙ୍କାଖାକୁ କେବେ ପୂରଣ କରିପାରି ନାହିଁ ।

ଗୋଟିଏ ଅଭାବ ପୂରଣ ହେଲେ ଅନ୍ୟ ଗୋଟିଏ ନୂତନ ଆସା ତା ମନରେ ଜାଗି ଉଠେ , ସେଥିପାଇଁ ତ କୁହାଯାଏ କି ମଣିଷର ଅଭାବ ଅପୂରଣୀୟ ଅଟେ , ତାହାକୁ କେବେ କେହି ହେଲେ ପୂରଣ କରିପାରିବ ନାହିଁ । ଗୋଟିଏ ଅଭାବ ପୂରଣ କଲେ ଅନ୍ୟ ଗୋଟିଏ ଅଭାବ ମୁଣ୍ଡ ଟେକି ଉଠେ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଅଭାବ ବିଷୟରେ ନୁହେଁ ବରଂ ସେହି ଅଭାବ ପାଇଁ ଲୋକମାନେ ଯେଉଁ କାମ କରନ୍ତି ତାହା ବିଷୟରେ କହିବୁ । ତେବେ ଆଜି ଆମେ ଆପଣ ମାନଙ୍କୁ ଗୋଟିଏ ଚୋରିର ଘଟଣା ବିଷୟରେ କହିବୁ । ଯାହାକୁ ବା ଯେଉଁ ଚୋରିକୁ ଧରା ପଡିବା ପରେ ଲୋକଟିର ଏମିତି ଅବସ୍ଥା ହେଲା ତାହା କେହି କହିପାରିବେ ନାହିଁ ।

ତେବେ ଆପଣ ମାନେ ଜୀବନରେ କେବେ ଚୋରି କରିଛନ୍ତି କି , 100 ରୁ 90 ପ୍ରତିଶତ ଲୋକ ଚୋରି କରିନଥିବେ ମାତ୍ର ଅନ୍ୟ 10 ପ୍ରତିଶତ ଲୋକେ ହୁଏତ ନିଶ୍ଚିତ ଭାବେ କେବେ ଚୋରି କରିଛନ୍ତି । ତେବେ ଚୋରି କରିବା ଭୁଲକାମ ଅଟେ ତେଣୁ ଆପଣ ମାନେ କେବେବି ଚୋରି କରନ୍ତୁ ନାହିଁ ।

କାରଣ ଚୋରି କରି ଆପଣ ମାନେ ଯେତେବେଳେ ପୋଲିସ ହାତରେ ବା ଲୋକମାନଙ୍କ ହାତରେ ଧରା ପଡନ୍ତି ତେବେ ଆପଣଙ୍କର ଇଜ୍ଜତ ଯିବା ସହିତ ନିଜର ଘର ପରିବାର ଲୋକଙ୍କ ଇଜ୍ଜତ ମଧ୍ୟ ସମାଜରେ କଳଙ୍କିତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏକ ଚୋରିର ଘଟଣା ବିଷୟରେ ।ଘଟଣାଟି ହେଉଛି କି ଗୋଟିଏ ମଲରେ ଲୋକମାନେ ସପିଙ୍ଗ କରୁଥିବା ସମୟରେ ଗୋଟିଏ ମହିଳାଟି ସେହି ମଲରୁ ଏକ ଟି ସାର୍ଟଟିଏ ଚୋରି କରିଛନ୍ତି ।

ତେବେ ଚୋରି କରିବା ପରେ ସେ ଜଣେ ମହିଳାଙ୍କ ହାତରେ ଧରା ପଡିଯାଅଛନ୍ତି , ଧରା ପଡିବା ପରେ ଲୋକମାନେ ତାହାଙ୍କୁ ବହୁତ କଥା କହି ଗାଳି ହେଉଛନ୍ତି . ତେବେ ମହିଳା ଜଣକ କହୁଛନ୍ତି କି ମୁଁ ଚୋରି କରି ନାହିଁ ମୋତେ ଛାଡି ଦିଅନ୍ତୁ । ମାତ୍ର ସେହିଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଗୋଟିଏ ପାଦକୁ ମଧ୍ୟ ଆଗକୁ ବଢିବା ପାଇଁ ଦେଉ ନାହାନ୍ତି ।

 

ଏହା ପରେ ସେ ମହିଳା ଜଣକୁ ଅନ୍ୟ କିଛି ମହିଳା ମାନେ ଧରିଛନ୍ତି । ମହିଲା ଜଣକ କହୁଛନ୍ତି ତାଙ୍କୁ ଛାଡି ଦେବା ପାଇଁ ମାତ୍ର ସେଠାକାରେ ଥିବା ସେହି ଲୋକମାନେ କହୁଛନ୍ତି ଆମେ ପୋଲିସକୁ ପ୍ରଥମେ ଡାକିବା ତାପରେ ଆପଣଙ୍କୁ ଛାଡିବା । ଏହା ପରେ ସେମାନେ କହୁଛନ୍ତି କି ପୋଲିସକୁ ଡାକିବା ପାଇଁ ।

ତେବେ ମହିଳା ଜଣକ ବହୁତ ଭଲ ଘରର ବୋଲି ଜମାପଡୁଛନ୍ତି ମାତ୍ର ତାଙ୍କର ଏପରି ଏକ କାର୍ଯ୍ୟ ପାଇଁ ସେ ଅପମାନିତ ହେବା ସହିତ ତାଙ୍କର ଘର ଏବଂ ପରିବାର ଲୋକମାନେ ମଧ୍ୟ ଅପମାନିତ ହୋଇଛନ୍ତି । କାରଣ ଆଜିର ଇଣ୍ଟରନେଟ ଯୁଗରେ କେଉଁ ଜାଗାରେ ଯାହା ଘଟଣା ଘଟେ ତାହାକୁ ଏବେ ପ୍ରାୟତଃ ପ୍ରତ୍ୟେକ ଲୋକ ଜାଣିପାରନ୍ତି । ତେଣୁ ଆପଣ ମାନେ କେବେବି ଏମିତି ନୀଚ କାମ କରନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।