ଦେଖନ୍ତୁ ଏହି ଲଜ୍ୟାଜନକ ଭି଼ଡିଓ ! ପୋଲିସ ଆଗରେ ଯୁବକଙ୍କ ପେଣ୍ଟ ଖୋଲି ତାଙ୍କ ସହ ଏମିତି କଲେ ….ଭିଡିଓ ନିଆଁ ଭଳି ଭାଇରାଲ ହେଉଛି …..ଛିଃ ଛିଃ ପୋଲିସ୍
ଆଜିକାଲିର ମଣିଷ ଭୂଲି ଯାଇଛନ୍ତି ସେମାନଙ୍କର ମଣିଷପଣିଆ, ଲିଭି ଯାଇଛି ସେମାନଙ୍କର ମାନବିକତା ଏବଂ ହଜି ଯାଇଛି ସେମାନଙ୍କର ବେବକ ପଣିଆ । ଆଜିର ପ୍ରେମକୁ ଯୁବପିଢିମାନେ ବଜାରର ଶସ୍ତା ମାଲ୍ ବୋଲି ଭାବି ନେଇଛନ୍ତି।ଯେଉଁଥିପାଇଁ ସେମାନେ ପ୍ରତି ପାହାଚରେ ଅପଦସ୍ଥ ହେଉଛନ୍ତି ଏବଂ ଶେଷରେ ଅପମାନ ଜନିତ ସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ପ୍ରେମ ଭଳି ଏକ ପବିତ୍ର ଏବଂ ସୁନ୍ଦର୍ ସମ୍ପର୍କ କୁ ଆଜିକାଲିର ଯୁବପୀଢ଼ି ମାନେ ଅଧିକାଂଶ କ୍ଷେତ୍ରରେ କେବଳ କାମନା ଓ ବାସନା କୁ ପରିପୂର୍ଣ୍ଣ କରିବା ଅର୍ଥାତ୍ ଦୈହିକ ସମ୍ପର୍କ ଭାବେ ହିଁ ବିବେଚନା କରୁଛନ୍ତି ।
ନିଜସ୍ଵ ସ୍ବାର୍ଥ ହାସଲ ପରେ ପ୍ରେମିକ ପ୍ରେମିକା ପରସ୍ପରକୁ ଧୋକା ଦେଉଛନ୍ତି।ଯାହା ଦ୍ୱାରା ଅନେକ ଜୀବନ ଅସମୟରେ ହାନି ହେଉଛି । ତେବେ ସେହିଭଳି ଅନେକ ଉଦାହରଣ ଆଜିର ସମାଜରେ ପ୍ରତିଦିନ ଦେଖିବାକୁ ମିଳୁଛି । ସେହିପରି ଗୋଟିଏ ଘଟଣା ବର୍ତ୍ତମାନ ସମୟରେ ଦେଖିବାକୁ ମିଳିଛି ।
ଭାଇରାଲ ହେଉଛି ଯୁବକ ଙ୍କ ଉଲଗ୍ନ ଭିଡିଓ । ମୋବାଇଲ୍ କୁ ମୋବାଇଲ୍ ଘୂରି ବୁଲୁଛି ଭିଡିଓ ଟି । ଲୋକ ଙ୍କ ଆଗରେ ରାସ୍ତା ଉପରେ ଯୁବକଙ୍କୁ ଲଙ୍ଗଳା କରି ମାଡ ମରା ଯାଇଛି । ଆଉ ଯାହାକୁ ନେଇ ଏବେ ସାରା ମୟୂରଭଞ୍ଜ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଅମାନବୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ । ନ୍ୟାସନାଲ ହାଇୱେ ପାଖରେ ଏହି ଘଟଣା ଟି ଘଟି ଥିବା ଅନୁମାନ କରା ଯାଉଛି ।
ତେବେ ଭିଡିଓ ଟିରେ ଦେଖିବାକୁ ମିଳିଛି ଯେ କିଛି ଲୋକ ସମସ୍ତ ଙ୍କ ସାମ୍ନାରେ ଜଣେ ଯୁବକ ଙ୍କୁ ଅଧା ଲଙ୍ଗଳା କରିଛନ୍ତି । ଆଉ ଯୁବକ ଜଣଙ୍କ ଅଧା ଲଙ୍ଗଳା ଅବସ୍ଥାରେ ଉଠବସ୍ ମଧ୍ୟ ହେଉଛନ୍ତି । ଆଉ ଲୋକ ମାନେ ତାଙ୍କୁ ମାଡ ବି ମାରୁଛନ୍ତି । ସଂନ୍ଧ୍ୟା ସମୟରେ ବିଚ୍ ବଜାରରେ ଏହି ଘଟଣା କୁ ଦେଖୁଛନ୍ତି ଲୋକେ । ବେଶ୍ ପୃଥଳାକାୟ ଲୋକଟି କଥା ମାନି କାନ ଧରି ଉଠବସ୍ ହେଉଛନ୍ତି କିନ୍ତୁ କେହି ବି ରୋକୁ ନାହାଁନ୍ତି ତାଙ୍କୁ ।
ଆଉ ପରେ ଲୋକଟି ପୁଣି କଥା ମାନି ନିଜ ପ୍ୟାଣ୍ଟ ସାର୍ଟ ପିନ୍ଧି ସେଠାରୁ ଚାଲି ଯାଉଛନ୍ତି । ଆଉ ସବୁ ଠାରୁ ବଡ କଥା ହେଉଛି କି ଘଟଣା ସ୍ଥଳରେ ପୋଲିସ ଛିଡା ହୋଇ କେବଳ ଦେଖଣାହାରୀ ସାଜି ଥିବା ଭିଡିଓ ରେ ଦେଖିବାକୁ ମିଳିଛି । ହେଲେ ଏହାକୁ ନେଇ କୌଣସି ପୋଲିସ୍ ମାମଲା ରୁଜୁ ହୋଇ ନାହିଁ ।
ମାଡ ଖାଉ ଥିବା ଯୁବକ ଜଣକ ଅନ୍ୟ ଅଞ୍ଚଳର ଯୁବକ ବୋଲି ଜଣା ପଡିଛି । ସ୍ଥାନୀୟ ଯୁବକ ତାଙ୍କୁ ସର୍ବ ସମ୍ମୁଖରେ ଏଭଳି କରି ଥିବା ସୂଚନା ମିଳିଛି । ତେବେ ଯାହା କୁହା ଯାଇଛି ପ୍ରେମ ବ୍ୟାପାର ରୁ ନେଇ ବ୍ୟକ୍ତି ଜଣଙ୍କୁ ଏଭଳି ଶାସ୍ତି ଭୋଗିବାକୁ ପଡିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।