Odisha News Portal

ଦେଖନ୍ତୁ ଭିଡିଓ ! ବିବାହ କରିବା ପରେ ପୁଣି ସୁଟିଙ୍ଗ ସେଟ୍ କୁ ଫେରିଲେ ଓଡିଆ ସିଙ୍ଗର ଦିପ୍ତିରେଖା !ଫଟୋ ଗୁଡିକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି !

ବିବାହ କରିବା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି ଓଡିଆ ସିଙ୍ଗର ଦିପ୍ତିରେଖା । ତେବେ ସୌମ୍ୟଙ୍କ ସହ ବିବାହ କରି ସାରିଛନ୍ତି ଦିପ୍ତିରେଖା ଏବଂ ସୌମ୍ୟଙ୍କର ସହ ବିବାହ କରି ସାରିବା ପରେ ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି ଦିପ୍ତିରେଖା । ତେବେ ତାଙ୍କର ସେହି ଫଟୋ ଗୁଡିକ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହା ସହିତ ଏହି ଫଟୋ ଗୁଡିକରେ ଦିପ୍ତି ମଧ୍ୟ ବହୁତ ସୁନ୍ଦର ଲାଗୁଛନ୍ତି ।

ତେବେ ସୂଚନା ଯୋଗ୍ୟ କି 11 ତାରିଖରେ ସୌମ୍ୟଙ୍କୁ ବିବାହ କରିଥିଲେ ଦିପ୍ତିରେଖା ଏବଂ ସୌମ୍ୟ ଖୋର୍ଦ୍ଦାର ଜଣେ ବିଜନେସ ମ୍ୟାନ ଅଟନ୍ତି । ଜି ସାର୍ଥକରେ ପ୍ରଯୋଜିତ ହେଉଥିବା ସାରେଗାମାପା ମୁଜ୍ୟିକ ରିଏଲିଟି ସୋରେ ଜର୍ଜ ଅଛନ୍ତି ଦିପ୍ତିରେଖା । ଏହି ଜଜ ଭୂମିକାରେ ଅବର୍ତ୍ତୀର୍ଣ୍ଣ ହେବା ପରେ ସେ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ଦିପ୍ତିରେଖା ଜଣେ ଓଡିଆ ସିଙ୍ଗର ହେଲେ ମଧ୍ୟ ପିଲ୍ମ ଜଗତକୁ ପ୍ରଦାନ କରିଛନ୍ତି ହିୟ ହିଟ ଗୀତ ଗୁଡିକ । ଦିପ୍ତିଙ୍କର କଣ୍ଟ ଯେତେ ସୁନ୍ଦର ଦିପ୍ତି ଦେଖିବାକୁ ମଧ୍ୟ ସେତେ ସୁନ୍ଦର ଅଟନ୍ତି । ଖୋର୍ଦ୍ଦାର ବିଜନେସ ମ୍ୟାନଙ୍କୁ ବିବାହ କରିବା ପରେ ଆଗରୁ କେବେ ନଜର ଆସିନଥିଲେ ଦିପ୍ତିରେଖା , ବିବହା କରିବାର ପ୍ରଥମ ଦିନରେ ହିଁ ସୋସିଆଲ ମିଡିଆରେ ଛାଇ ଯାଇଥିଲେ ଦିପ୍ତିରେଖା ଏବଂ ତାଙ୍କର ରିସେପସନ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଏହା ବ୍ୟତୀତ ଦିପ୍ତିରେଖାଙ୍କର ଅନେକ ଫ୍ୟାନ ମାନେ ବହୁତ ଖୁସି ହୋଇଥିଲେ ।


ପ୍ରଥମ ଥର ପାଇଁ ଏବେ ଦିପ୍ତି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଫଟୋ ଗୁଡିକ ସେୟାର କରିଛନ୍ତି । ବିବାହ ପରେ ପ୍ରଥମ ଥର ସେ ନଜରକୁ ଆସିଛନ୍ତି ସାରେଗାମାପା ଲିଟିଲ ଚ୍ୟାମ୍ପସ ସୋ ରେ । ସାରେଗାମାପା ଲିଟିଲ ସୋ ଆଗକୁ ଜି ସାର୍ଥକରେ ପ୍ରୟୋଜିତ ହେବାରୁ ଯାଉଛି ।

ଏବେ ଦିପ୍ତି ଆଗ ଭଳି ଆଉ ନାହାନ୍ତି କାରଣ ଏବେ ଦିପ୍ତି ବିବାହିତ , ଏବେ ତାଙ୍କର ହାତରେ ଖଙ୍ଖା ଏବଂ ମତାରେ ସିନ୍ଦୁର ରହିଛି । ତେବେ ଏବେକା ସମୟରେ ଦିପ୍ତିରେଖା ନିଜର ଜଜ ଦାୟିତ୍ୱ କିପରି ତୁଲାଉଛନ୍ତି ତାହା ଏବେ ଦେଖିବା ପାଇଁ ବାକି ରହିଲା । ତେବେ ଆପଣ ମାନେ ମଧ୍ୟ ଦିପ୍ତିରେଖାଙ୍କୁ ବହୁତ ଭଲ ପାଆନ୍ତି କାରଣ ଓଡିଆ ସିଙ୍ଗର ଜଗତରେ ସେ ଜଣେ ଗର୍ବ । ତେବେ ଦିପ୍ତି ଏବେ ବିବାହ ପରେ ବହୁତ ଖୁସି ରହିଛନ୍ତି ଏବଂ ଆଗକୁ ମଧ୍ୟ ତାଙ୍କର ବୈବାହିକ ଜୀବନ ଖୁସିରେ ରହୁ ବୋଲି ଆମ କାମନା କରିବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।