ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାର ମାନଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ତେବେ ଓଡିଆ ଧାରାବିହକରେ କାମ କରୁଥିବା କଳାକାର ମାନେ ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ଆଉ ସେମାନଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ଇଣ୍ଡଷ୍ଟ୍ରିକୁ । ତେବେ ଆଜି ଆମେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା କୁଆଁରି ବୋହୂ ଧାରାବାହିକରେ ଅଭିନୟ କରୁଥିବା କବିତା ଏପା ଓରଫ ସୋନାଲି ଉଝାଙ୍କ ବିବାହ ବିଷୟରେ ଆପଣ ମାନଙ୍କୁ ଜଣାଇବୁ ।
ଗତ ଡିସେମ୍ବର 11 ତାରିଖ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ କୁଆଁରି ବୋହୂର କବିତା ଅପା ଓରଫ ସୋନାଲି ଓଝା । ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବଂ ସେ ଧାରାବିହକ ଜଗତ ରେ ବେଶି ସକ୍ରିୟ ଥିଲେ ।
ପ୍ରଥମ ଥର ଜୀବନ ଯମୁନାରେ ଜୁଆର ଉଠେରେ ଧାରାବାହିକ ରୁ ନିଜର କ୍ୟାରିୟର ଆରମ୍ଭ କରି ଉଁଆସି କନ୍ୟା , ମାନିନୀ, ଅପା ଏବଂ ସ୍ବାଭିମାନ ଭଳି ଅନେକ ହିଟ୍ ହିଟ୍ ଚଳଚିତ୍ର ଏବଂ ଧାରାବାହିକ ରେ ମଧ୍ୟ ସେ ଅଭିନୟ କରିଛନ୍ତି । ଆଉ ଲୋକ ମାନେ ମଧ୍ୟ ତାଙ୍କ ଅଭିନୟକୁ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି ।
ତେବେ ଗତ ଡିସେମ୍ବର 11 ତାରିଖ ରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏବଂ ସେ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଏବେ ଧାରାବିହକ କୁ ପୁଣି ଥରେ ନିଜ ବିବାହ ଏବଂ ନିଜ ବୈବାହିକ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ମଧ୍ୟ ସେ ଧାରାବିହକ ରେ ଥିଲେ ଆଉ ବିବାହ ପରେ ମଧ୍ୟ ଧାରାବାହିକରେ ରହିବେ ବୋଲି ସେ ସୂଚନା ଦେଇଛନ୍ତି ।
ତେବେ ସେ ବିବାହ କରିଛନ୍ତି ତାଙ୍କ ବୟଫ୍ରେଣ୍ଡ ଙ୍କୁ ଏବଂ ତାଙ୍କ ବୟଫ୍ରେଣ୍ଡଙ୍କ ନାମ ହେଉଛି ପ୍ରଜ୍ଞାନ ସାଗର ଦାଶ । ଆଉ ସେ ଜଗତପୁର କଟକରେ ଅଛନ୍ତି ଏବଂ ସୋନାଲି ମଧ୍ୟ କଟକ ରେ ଅଛନ୍ତି । ଦୁଇ ଜଣ ପ୍ରେମ ବିବହା କରିଛନ୍ତି । ତେବେ ଆଗକୁ ଦୁଇ ଜଣଙ୍କ କ୍ୟାରିୟର ମଧ୍ୟ ବହୁତ ସଫଳ ହେବାକୁ । ଏବେ ସୋନାଲି କୁଆଁରି ବୋହୂ ଧାରାବାହିକ ରେ କବିତା ଅପା ଭୂମିକାରେ ଅଭିନୟ କରୁଛନ୍ତି । ଆଉ ତାଙ୍କର ଅଭିନୟ ଆଗକୁ ମଧ୍ୟ ଜାରି ରହିବ ।
ତେବେ ସୋନାଲି କଟକର ଝିଅ ଥିଲେ ଏବଂ କଟକର ଜଗତପୁରର ବୋହୂ ମଧ୍ୟ ହେଲେ । ଏବେ ସୋନାଲିଙ୍କ ଖୁସି କାହିଁରେ କଣ । କାହିଁକି ନାଁ ନିଜ ଲଭ୍ ନିଜ ପାଖରେ ପାଇ ସେ ଏବେ ବହୁତ ଖିୁସି । ଆଗକୁ ଧାରାବାହିକରେ ନିଜର ଅଭିନୟ କେମିତି ଜାରି ରଖିବେ ଏବଂ ଆଗକୁ କେମିତି ଭଲ କରିବେ ସେଥିପାଇଁ ସବୁବେଳେ ଚେଷ୍ଟା ଜାରି ରଖିବେ ବୋଲି ସେ କହିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।