Odisha News Portal

ଦେଖନ୍ତୁ ଭିଡିଓ – ପ୍ରଥମଥର ପାଇଁ live ରେ ସମସ୍ତ ସତ୍ୟତା ସାମନ୍ନାକୁ ଆଣିଲେ କାହିଁକି ବିବାହ କରି ପାରୁ ନାହାଁନ୍ତି ଓ କାହାକୁ ଅପେକ୍ଷୋ କରି ଅଛନ୍ତି

ସବୁବେଳେ ବିବାଦ ଘେର ଭିତରେ ରହୁଥିବା ରାଣୀ ପଣ୍ଡାଙ୍କୁ ତ ଆପଣ ମାନେ ବହୁତ ଭଲ ଭବାରେ ଜାଣିଥିବେ । ତେବେ ଆଜି ଆମେ ସେ ଲାଇଭ୍ ଆସି କାହିଁକି ବିବାହ କରି ପାରି ନାହାଁନ୍ତି କହିଛନ୍ତି ସେହି ବିଷୟରେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ । ଆପଣ ମାନେ ସମସ୍ତେ ବେଶ୍ ଭଲ ଭାବରେ ଜାଣି ଥିବେ କି ପ୍ରତ୍ୟେକ ଲୋକ ର ଜୀବନ କେତେ କଷ୍ଟକର ହୋଇ ଥାଏ,ଦି ମୁଠା ଖାଇ ଭଲ ରେ ରହିବା ପାଇଁ ଲୋକ ମାନେ କେତେ ସଙ୍ଘର୍ଷ କରୁଛନ୍ତି। ପ୍ରତେକ ଲୋକ କିଛି ନା କିଛି କାର୍ଯ୍ୟ କରି ନିଜର ପେଟ ପୋଷି ଥାନ୍ତି । ତେବେ ଲୋକ ମାନେ ଅଭିନୟ କ୍ଷେତ୍ର ରେ ମଧ୍ୟ କାର୍ଯ୍ୟ କରି ନିଜର ପେଟ ପୋଷି ଥାନ୍ତି ।

ସେହି କ୍ଷେତ୍ର ରେ ଅନେକ ଲୋକ ଙ୍କୁ ବହୁତ କିଛି ଶୁଣିବାକୁ ପଡି ଥାଏ। ତେବେ ଆପଣ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ବିଷୟ ରେ ଶୁଣି ଥିବେ , ସେ ଯାତ୍ରା ରେ ନାଚ ଗୀତ ଦେଖାଇ ଆଉ ତା ସହ ଅନେକ ଫିଲ୍ମ , ସିରିଏଲ ରେ ମଧ୍ୟ କାର୍ଯ୍ୟ କରିଛି। ପ୍ରତ୍ୟେକ ଲୋକ ତାଙ୍କୁ ଖରାପ କହି ତାଙ୍କୁ ଆଜି ସମାଜ ଆଗରେ ନିନ୍ଦା ର ପାତ୍ର କରି ଦେଇଛନ୍ତି । ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ଚାଲନ୍ତୁ ଜାଣିବା ।


ସେ ସେହି ଭିଡିଓରେ କହୁଛନ୍ତି ଯେ, ସେ ସତ କହୁଛନ୍ତି ବୋଲି ତାଙ୍କୁ ଆଜି ଲୋକ ମାନେ ଖରାପ ସେଜେଇ ନିନ୍ଦା କରୁଛନ୍ତି। ତେବେ ସେ ଯାତ୍ରା କଳାକାର ନୁହନ୍ତି ସେ ଯାତ୍ରା ରେ କେବେଳ ଗୋଟେ ନାଚ ବା ଗୀତ ଦେଖାଇ ପଇସା ପାନ୍ତି, କିନ୍ତୁ ତାଙ୍କୁ ଲୋକ ଖରାପ କହୁଛନ୍ତି,ଆଉ ଏଥି ପାଇଁ ତାଙ୍କର ପରିବାର ମଧ୍ୟ ରେ ଫାଟ ସୃଷ୍ଟି ହେଲା , ତାଙ୍କର ବାହାଘର ଭାଙ୍ଗି ଗଲା । ଆଉ ତା ସହ ସେ ଲୋକ ଙ୍କ ଠୁ ଟିକେ ଭଲ ପାଇବା ଚାଁହୁଚନ୍ତି, କିନ୍ତୁ ଲୋକ ମାନେ ତାଙ୍କୁ ଅନେକ ଖରାପ କଥା କହୁଛନ୍ତି। ତେବେ ସେ ନିଜର ସ୍ୱାର୍ଥ ପାଇଁ କିଛି କରି ନାହାନ୍ତି ବୋଲି କହିଛନ୍ତି।

ସେ ଯାହା କରିଛନ୍ତି ଅନ୍ୟର ଖୁସି ପାଇଁ। ସେ ଯାତ୍ରା କଳାକାର ମାନଙ୍କ ପାଇଁ ହିଁ ରାସ୍ତା କୁ ଉଲାହି ଆସି ଥିଲେ,କିନ୍ତୁ ସେହି କଳାକାର ମାନେ ତାଙ୍କୁ ଅନେକ କଥା କହିଛନ୍ତି।ତାଙ୍କ ଅବଦାନ ପାଇଁ ତାଙ୍କୁ କେହି ଭଲ ବୋଲି କହୁ ନାହାନ୍ତି, ଯାହା ପାଇଁ ସେ ବହୁତ ଦୁଃଖିତ ଅଛନ୍ତି। ତେବେ ଆଜିବି ତାଙ୍କ ମନ ରେ ଅନେକ ଆଶା ରହିଛି ଯାହାକୁ ସେ ପୂରଣ କରିବା କୁ ଚାଁହାନ୍ତି। ତେବେ ସେ କହିଛନ୍ତି କି ସେ କାହାରି ପଇସା ମାରୁ ନାହାନ୍ତି କି ଦେହ ବେପାର ମଧ୍ୟ କରୁ ନାହାନ୍ତି,କିନ୍ତୁ ତାକୁ ଲୋକ ମାନେ ନିନ୍ଦା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।