Odisha News Portal

ଦେଖନ୍ତୁ ଭିଡିଓ କେମିତି ଓଡିଆ ଅଭିନେତା ଅରିନ୍ଦମ ରୟ ନିଜ ସ୍ତ୍ରୀ ପାଳନ କଲେ Marriage Anniversary ,ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଭିଡିଓ …..

0 549

ଆଜି ଆମେ ଆପଣ ମାନଙ୍କୁ ଆପଣଙ୍କର ପ୍ରିୟ ହିରୋ ଅରିନ୍ଦମଙ୍କର ବିଷୟରେ ଏକ କଥା କହିବୁ । ତେବେ ଆପଣ ମାନେ ତ ନିଜର ପ୍ରିୟ ହିରୋ ଅରିନ୍ଦମଙ୍କୁ ବହୁତ ଭଲ ପାଉଥିବେ ଏବଂ ତାଙ୍କର ସମସ୍ତ ପିଲ୍ମକୁ ମଧ୍ୟ ଆପଣ ମାନେ ଦେଖୁଥିବେ । ମାତ୍ର କେବେ ପିଲ୍ମ ବ୍ୟତୀତ ତାଙ୍କର ବ୍ୟକ୍ତିଗତ ଜୀବନରେ କଣ ଘଟୁଛି ଜାଣିପାରୁଛନ୍ତି କି , ତେବେ ଆଜି ଆମେ ଆପଣ ମାନଙ୍କୁ ସେହି କଥା ସମ୍ବଦ୍ଧରେ କହିବୁ । ଏବେକା ସମୟରେ କୌଣସି କଥା ଲୁଚିକରି ରହିବନି କାରଣ ଏବେକା ସମୟ ହେଉଛି ସୋସିଆଲ ମିଡିଆର ଦିନ ଏବେ କେଉଁଠାରେ କଣ ହେଉଛି ତାହା ଆମେ ମାନେ ଘରେ ବସିକରି ବହୁତ ସହଜରେ ଜାଣିପାରିବା ।

ଏଥିପାଇଁ ଆପଣ ମାନେ ଆପଣଙ୍କର ପ୍ରିୟ ହିରୋ ମନେ କେତେବେଳେ କଣ କରୁଛନ୍ତି ତାହା ବିଷୟରେ ବହୁତ ସହଜରେ ଜାଣିପାରିବେ । ତେବେ ଆସନ୍ତୁ ଜାଣିବା ଅରିନ୍ଦମଙ୍କର ସେହିପରି କଥା ବିଷୟରେ ।

ଆପଣ ମାନେ ତ ଜାଣିଛନ୍ତି କି ଓଡିଆ ପିଲ୍ମ ଇଣ୍ଟଷ୍ଟ୍ରିର ସୁପରଷ୍ଟାର ଅରିନ୍ଦମ ରୟ 2015 ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଗତ କିଛି ଦିନ ତଳେ ଓଡିଆ ପିଲ୍ମ ଇଣ୍ଡଷ୍ଟ୍ରିର ଅରିନ୍ଦମ ରୟ ତାଙ୍କର ପଞ୍ଚମ ମ୍ୟାରେଜ ଆନିଭରସରି ପାଳନ କରିଛନ୍ତି । ଗତ କିଛି ଦିନ ତଳେ ଅରିନ୍ଦମ ରୟ ତାଙ୍କର ସ୍ତ୍ରୀଙ୍କ ସହିତ କେକ କାଟି ତାଙ୍କର ମ୍ୟାରେଜ ଆନିଭରସରି ଖୁବ ଧୁମଧାମରେ ପାଳନ କରିଛନ୍ତି । ଏହି ଉତ୍ସବରେ ଅରିନ୍ଦମ ରୟଙ୍କର ଫ୍ୟାନ ମାନେ ଯୋଗ ଦେଇଥିଲେ ।

ତେବେ ଓଡିଆ ଫିଲ୍ମ ଜଗତର ସୁପରଷ୍ଟାର ଅରିନ୍ଦମଙ୍କର ଆଗକୁ ଆସିବାକୁ ଯାଉଛି ଏକ ନୂଆ ପିଲ୍ମ ଯାହାର ସୁଟିଂ ଏବେ ଖୁବ ଜୋରରେ ଚାଲିଅଛି । ଏହି ଫିଲ୍ମରେ ଅରିନ୍ଦମ ରୟଙ୍କର ବିପକ୍ଷରେ ଓଡିଆ ଫିଲ୍ମ ଜଗତର ଲୋକପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ ମୁଖ୍ୟ ନାୟିକା ଭାବେ ଅଭିନୟ କରୁଛନ୍ତି ।

 ଶୁଣିବାକୁ ମିଳୁଛି କି ଏହି ପିଲ୍ମ ଆସନ୍ତା ବର୍ଷ ଦୁର୍ଗାପୂଜାରେ ରିଲିଜ ହେବ ବୋଲି । ତେବେ ଆପଣ ମାନେ ତ ଅରିନ୍ଦମ ଏବଂ ଏଲିନାଙ୍କର ଯୋଡିକୁ ବହୁତ ହିଁ ଭଲ ପାଇଛନ୍ତି । କାରଣ ଇସ୍କ ତୁ ହି ତୁ ରେ ଆପଣ ମାନେ ପ୍ରଥମ କରି ଏଲିନା ଏବଂ ଅରିନ୍ଦମଙ୍କର ଯୋଡିକୁ ଦେଖିଥିଲେ ।

ଏହା ପରେ ଏଲିନା ବହୁତ ଫୋମସ ହୋଇଥିଲେ ଏବଂ ଲୋକମାନେ ମଧ୍ୟ ତାଙ୍କର ଯୋଡିକୁ ବହୁତ ପସନ୍ଦ କରିଥିଲେ । ଏହା ପରେ ପୁଣି ଥରେ ଇସ୍କ ପୁଣିଥରେ ରିଲିଜ ହୋଇଥିଲା । ଏହି ଫିଲ୍ମ ମଧ୍ୟ ବହୁତ ହିଟ ହୋଇଥିଲା ଏବଂ ଲୋକମାନେ ଅରିନ୍ଦମ ଏବଂ ଏଲିନାଙ୍କର ଯୋଡିକୁ ବହୁତ ପସନ୍ଦ କରିଥିଲେ ।

ତେବେ ଏବେ ପୁଣି ଥରେ ଅନ୍ୟ ଏକ ଫିଲ୍ମ ଆସିବାକୁ ଯାଉଛି , ତେବେ ଦର୍ଶକ ମାନେ ମଧ୍ୟ ଏବେ ଆସୁଥିବା ଏହି ଯୋଡିଙ୍କର ଅନ୍ୟ ପିଲ୍ମକୁ ମଧ୍ୟ ବହୁତ ପସନ୍ଦ କରିବେ ଏବଂ ଭଲପାଇବା ମଧ୍ୟ ଦେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।