Odisha News Portal

ଦେଖ ରେ ମଣିଷ ଟିକେ ବୁଦ୍ଧି ଶିଖ… ଦେଖନ୍ତୁ Video

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ଯାହା ଟିକେ ଭିନ୍ନ ଧରଣର ହୋଇଥାଏ। ସେହି ଭିଡିଓ ଯାହା ଦେଖିବା ଭଳି ହୋଇଥାଏ ଏବଂ ସେଥିରୁ କିଛି ଶିଖିବାକୁ ମିଳିଥାଏ।ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି। ଯାହାକୁ ଦେଖି ଲୋକେ ବହୁତ୍ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି।

ତେବେ ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ ଯେ ଏହି ଭିଡିଓ ରେ କେଉଁଭଳି ଭାବରେ ଘଟଣା ଘଟିଛି।ସମୟକ୍ରମେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଏକ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ।ଏହା ସମସ୍ତଙ୍କୁ ଡରାଇବା ଭଳି ହୋଇଥାଏ।କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଭୟରେ ଛାତି ଥରି ଉଠିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।

ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ରହିଛି ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ, କଣ ଏମିତି ବି ଘଟିପାରେ।ତେବେ ଆମେ କହିବାକୁ ଯାଉଥିବା ଏହି ଘଟଣାରେ ଯାହା ଘଟିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ। ଏଠାରେ ଇତର ପ୍ରାଣୀଙ୍କ ସ୍ନେହ ପ୍ରେମ ଶ୍ରଦ୍ଧା ଓ ଆଦର ର ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠି ରାସ୍ତାରେ ପଡିଥିବା ଏକ ପାଉଁରୁଟି କୁ ଏକ କାଉ ଖାଉଥିବା ବେଳେ ଏକ ମୂଷା ଏହାକୁ ଖାଇବାକୁ ଆସି କାଉକୁ ଦେଖି ସେଠାରୁ ଘୂରି ଯାଉଛି।

ବାରମ୍ଵାର ଏପରି କରୁଛି କିନ୍ତୁ ସେଥିରେ ସେ ସଫଳ ହୋଇ ପାରୁ ନାହିଁ। ଆଉ ଏହାକୁ ଦେଖି ବୋଧହୁଏ କାଉଟି ମୂଷା ର ମନକଥା ବୁଝି ପାରୁଛି ଏବଂ ଶେଷରେ କାଉ ଟି ଏକ ପାଉଁରୁଟି ଖଣ୍ଡକୁ ଥଂଟରେ କାମୁଡି ନେଇ ରାସ୍ତା ର ଆରକଡରେ ପକାଇ ଦେଉଛି। ଆଉ କାଉଟି ସେଠାରୁ ଚାଲି ଯିବାର ଦେଖି ମୂଷାଟି ସେଇ ପାଉଁରୁଟି କୁ ଖାଇ ତା ବାଟରେ ଚାଲିଗଲା। ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଟି ମଣିଷକୁ ଏକ ବାର୍ତ୍ତା ଦେଇଗଲା ଯେ, ହେ ମଣିଷ ଟିକେ ବୁଦ୍ଧି ଶିଖ। ଏହାକୁ ଦେଖିଲେ ଆପଣ ଜାଣି ପାରିବେ ଯେ ପଶୁ ମନରେ ବି ପଶୁ ପ୍ରତି କିପରି ଆଦର ରହିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।