Odisha News Portal

ଦେଖନ୍ତୁ ଭିଡ଼ିଓ: ଘର ଭିତରେ ଠାକୁର ପଛପଟେ ନାଗ ସାପ ଦେଖିବାକୁ ମିଳିଛି, ମନରେ ଭକ୍ତିଥିଲେ ଏବେ ହିଁ କହିଦିଅନ୍ତୁ ଓଁ ନାଗଦେବାୟଃ ନମଃ…

0 0

ଆଜିର ବିଜ୍ଞାନ ଯୁଗରେ ଲୋକେ ଅନେକ ଆଗକୁ ଗଲେଣି, ଏପରି କି ଚନ୍ଦ୍ର ପୃଷ୍ଟରେ ପାଦ ଥାପିଲେଣି। ବିଜ୍ଞାନ ଯେତେ ଆଗକୁ ଯାଇଥିଲେ ମଧ୍ୟ, ଏମିତି କିଛି ଲୋକ ଅଛନ୍ତି, ସେମାନେ ପୁରୁଣା କାଳର ଅନ୍ଧ ବିଶ୍ୱାସ ରେ ବିଶ୍ୱାସ ରଖିଥାନ୍ତି। ଆଜିର ସଭ୍ୟ ସମାଜ ଠାରୁ ଅନେକ ଦୂରରେ ସେମାନଙ୍କର ଚିନ୍ତା ଧାରା। ଏପରି ଯାଉଥିବା ବାଟରେ ବିଲେଇ ବାଟ କଟିଦେବା ଅଶୁଭ ବୋଲି ଭାବିବା କିମ୍ବା ନାଗ ସାପକୁ ଘରେ ରଖି ପୂଜା କରି ତାକୁ କ୍ଷୀର ଖୁଆଇବା ଭଳି ଅନ୍ଧ ବିଶ୍ୱାସ ସେମାନଙ୍କ ମନକୁ କବଳିତ କରିଛି। ଏଭଳି ଅନ୍ଧ ବିଶ୍ୱାସ ରେ ଶିକାର ହୋଇ ବେଳେବେଳେ ନିଜର ପ୍ରାଣକୁ ହରେଇଥାନ୍ତି, ତଥାପି ସେହି କର୍ମରୁ ନିବୃତ୍ତ ନ ହୋଇ ସେମାନେ ଅନ୍ଧ ବିଶ୍ୱାସ ରେ ଭରସା ରଖନ୍ତି।

ତେବେ ଆସନ୍ତୁ ଜାଣିବା ଜଣେ ଲୋକ ଅନ୍ଧ ବିଶ୍ୱାସ ରେ ବଶବର୍ତ୍ତୀ ହୋଇ କିପରି ନାଗ ସାପକୁ ପୂଜାରୁଥିଲା। ଯଦି ଆପଣ ସଂପୂର୍ଣ୍ଣ ଘଟଣାଟି ବିଷୟରେ ଜାଣିବେ ତାହାଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବ ନିଶ୍ଚିତ ଭାବରେ। ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ବିଷୟରେ।

ଏପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଏକ ଗାଁରେ, ଗୋଟିଏ ନାଗ ସାପ ଜଣଙ୍କ ର ପଶି ଯାଇଥିଲା। ଏବଂ ନାଗ ସାପଟି ସେହି ଘରେ ଥିବା ଠାକୁର ପଛରେ ଲୁଚି ରହିଥିଲା ଏବଂ ସମସ୍ତେ ନାଗ ସାପକୁ ଭଗବାନ ବୋଲି ଭାବୁଥିଲେ। ଯାହା ଘରେ ସାପଟି ପଶି ଥିଲା ତାଙ୍କର ଜଣେ ବୁଢ଼ୀ ଲୋକ ପ୍ରତିଦିନ ନାଗ ସାପକୁ ଭଗବାନ ବୋଲି ଭାବି କ୍ଷୀର ଦେଇ ପୂଜା କରୁଥିଲେ। ସେଠାକାର ଜଣେ ସଚେତନ ନାଗରିକ ବନବିଭାଗକୁ ଖବର ଦେଇଥିଲେ ଏବଂ ବନ ଅଧିକାରୀ ଆସି ସାପକୁ ଧରି ଜଙ୍ଗଲରେ ଛାଡି ଦେଇଥିଲେ।

ସାଧାରଣ ଭାବରେ କହିବକୁ ଗଲେ, କୌଣସି ବିଷଧର ସାପ ସହ ବନ୍ଧୁତା କରିବା କଥା ନୁହଁ , ସାପର ପ୍ରକୃତି ଯଦି ତାକୁ କେହି ଆଘାତ ହେବାର ଅନୁଭବ କରେ, ସେ ନିଶ୍ଚୟ ଦଂଶନ କରିବ, ଏଥିରେ ନିଜର ଜୀବନ ମଧ୍ୟ ଚାଲିଯାଇଥାଏ। ତେଣୁ ଆପଣ ମାନେ କୌଣସି ବିଷଧର ସର୍ପ ସହ ବନ୍ଧୁତା ରଖନ୍ତୁ ନାହିଁ। ଏଠାରେ ଆପଣ ମାନଙ୍କୁ ଦୁଇଟି କଥା କହିଦେବାକୁ ଚାହେଁ ଯେ, ପ୍ରଥମ କଥା ହେଲା ଏଭଳି ଅନ୍ଧ ବିଶ୍ୱାସ ରୁ ନିଜକୁ ବାହାରିବାକୁ ପଡିବ। ଦ୍ୱିତୀୟ କଥା ହେଲା, ଆପଣ ମାନେ ଏମିତି କିଛି କରନ୍ତୁ ନାହିଁ ଯାହା ଫଳରେ ଆମକୁ ଅନ୍ଧ ବିଶ୍ୱାସ ରେ ଶିକାର ହୋଇ ଆକସ୍ମିକ ଭାବରେ ନିଜର ମୃତ୍ୟୁ ଆସିବ, ତେଣୁ ଏହିସବୁ କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ।

ଅନେକ ସମୟରେ ଆପଣ ମାନେ ଦେଖିଥିବେ ସାପ ଧରିବାକୁ ଯାଇ ସର୍ପ ଘାତରେ ନିଜର ପ୍ରାଣ ହାନି ଘଟୁଛି, ବିଷଧର ସର୍ପ ସହ ଖେଳି ନିଜର ବହୁ ମୂଲ୍ୟ ଜୀବନ ଦେବାକୁ ପଡ଼ିଥାଏ। ତେଣୁ ଆପଣ ମାନେ ଯଦି ସାପ ଧରୁଛନ୍ତି, ଆତି ସାବଧାନତା ସହକାରେ ଧରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।