Odisha News Portal

ସରକାର ଙ୍କ କଡା ପଦକ୍ଷେପ ! ଡିସେମ୍ବର 1 ରୁ ବଦଳୁଛି ଏହି ଚାରୋଟି ନିୟମ , ବ୍ୟାଙ୍କରେ ଖାତା ଥିଲେ ନିଶ୍ଚୟ ଜାଣନ୍ତୁ …….

0 4

ଡିସେମ୍ବର 1 ରୁ ବଦଳୁଛି ଏହି ଚାରୋଟି ନିୟମ । ଯାହା ଦ୍ୱାରା କି ଆପମ ମାନେ ବହୁତ ଅସୁବିଧାରେ ପଡିପାରନ୍ତି । ତେଣୁ ଆପଣ ମାନେ କିପରି ଅସୁବିଧାରେ ନପଡିବେ ତେଣୁ ଏହି ବିଷୟରେ କେଉଁ ସମସ୍ତ ନିୟମ ବଦଳୁଛି ତାହା ବିଷୟରେ ଜାଣିନେବା । କାହିଁକିନା 1 ଡିସେମ୍ବର 2020 ରୁ ସାଧାରଣ ଲୋକଙ୍କ ଜୀବନରେ ଅନେକ ପ୍ରକାର ନିୟମରେ ବଦଳିବାକୁ ଯାଉଛି । ଏଥିରେ ଆରଟିପିଏଫ ଏବଂ ଗ୍ୟାସ ସିଲିଣ୍ଡର ସହିତ ଜଡିତ ଅନେକ ନିୟମ ବଦଳିବାକୁ ଯାଉଛି ।

ଏହାର ପରିବର୍ତ୍ତନ ସିଧା ପ୍ରଭାବ ଆପଣଙ୍କର ଜୀବନ ଉପରେ ବହୁତ ମାତ୍ରାରେ ପଡିବ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ରିଏଲ ଟାଇମର ସେଟଲମେଣ୍ଟକୁ ନେଇ କରି ନିୟମରେ ପରିବର୍ତ୍ତନ ହୋଇଛି । ଏହି ନିୟମ ଗ୍ୟାସ ଟ୍ରାନ୍ସଫର ସହିତ ଜଡିତ ରହିଛି । ଏହା ବ୍ୟତୀତ ସରକାରୀ ତୈଳ କମ୍ପାନୀ ନିୟମିତ ଗ୍ୟାସର ଦାମକୁ ପ୍ରତି ମାନ ଅପଡେଟ କରିଥାଏ । ତେବେ ଆସନ୍ତୁ ଜାଣିବା ଡିସେମ୍ବର ପହିଲାରୁ କେଉଁ କେଉଁ ସମସ୍ତ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ।

1-ଆରଟିଜିଏସ ର ଫାଇଦା

ବର୍ଷର ସେଷ ମାସ ଅର୍ଥାତ ଡିସେମ୍ବର 31 ପରଠାରୁ ଆପଣଭଙ୍କର ବ୍ୟାହ୍କର ଲେଣଦେଣ ନିୟମକୁ ପରିବର୍ତ୍ତନ କରିବାକୁ ଯାଉଛି ,। RTGS ଆପଣଙ୍କର ବ୍ୟାଙ୍କରେ ଥିବା ନିୟମକୁ ପରିବର୍ତ୍ତନ କରିବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ରିଅଲ ବ୍ୟାଙ୍କରର ସେଟଲମେଣ୍ଟକୁ 24*7*365 ଉପଲବ୍ଧ କରିବା ପାଇଁ ସୂଚନା କରିଥିଲା ଯାହାକି ଡିସେମ୍ବର 2020 ଠାରୁ ଲାଗୁ ହେବାକୁ ଯାଉଛି । ଅର୍ଥାତ ଏବେ ଆପଣ ମାନେ ଆରଟିପିଏଫ ମାଧ୍ୟମରେ 24 ଘଣ୍ଟା ମନି ଟ୍ରାନ୍ସଫର କରିପାରିବେ । ବର୍ତ୍ତମାନ RTGS ର ଦ୍ୱିତୀୟ ଏବଂ ଚତୁର୍ଥ ସପ୍ତାହର ଯନିବାର ୟେଉଁ ବନ୍ଦ ରହୁଥିଲା ତାହା ଏବେ ବନ୍ଦ ରହିବ ନାହିଁ ଏବେ ଏହା ସପ୍ତାହକ 24 ଘଣ୍ଟା ଉପଲବ୍ଧ ହେବ ।

2–ପ୍ରିମିୟମରେ କରିପାରିବେ ପରିବର୍ତ୍ତନ

ଏବେ 5 ବର୍ଷ ପରେ ବୀମା ଧାରକ ଚାହିଁଲେ ପ୍ରିମିୟମ ରାଶିକୁ 50 ବର୍ଷ ହ୍ରାସ କରିପାରିବେ । ଅର୍ଥାତ ଅଧା କିସ୍ତି ପର୍ଯ୍ୟନ୍ତ ମଧ୍ୟ ପଲିସି ଜାରି ରଖିହେବ ।

3–ଚାଲିବ ନୂତନ ଟ୍ରେନ

1 ଡିସେମ୍ବର ଠାରୁ ଚାଲିବ ଅନେକ ନୂତନ ଟ୍ରେନ । ଇଣ୍ଡିଆନ ରେଲୱୋ 1 ଡିସେମ୍ବର ଠାରୁ ଅନେକ ପ୍ରକାର ନୂଆ ଟ୍ରେନ ଚଲେଇବାକୁ ଯାଉଛି । ଏଥିରେ ଝେଲମ ଏକ୍ସପ୍ରେସ ଏବଂ ପଞ୍ଜାବ ଏକ୍ସପ୍ରେସ ସାମିଲ ରହିଛି । ଏହି ଦୁଇଟି ଟ୍ରେନ ସାଧାରଣ ଟ୍ରେନ ବୋଲି ଜଣାପଡିଛି ।

4–ବଦଳିବ ରନ୍ଧନ ଗ୍ୟାସ ସିଲିଣ୍ଡରର ଦାମ


ପ୍ରତ୍ୟେକ ଗ୍ୟାସର ପ୍ରଥମ ମାସରେ ସରକାର ରନ୍ଧନ ଗ୍ୟାସ ବା ଏଲପିଡିର ସମୀକ୍ଷା କରିଥାନ୍ତି । ଅର୍ଥାତ 1 ଡିସେମ୍ବରରେ ମଧ୍ୟ ସାରା ଦେଶରେ ରନ୍ଧନ ଗ୍ୟାସ ଦାମର ପରିବର୍ତ୍ତନ ହେବ । ଗତ ମାସ ଏହି ଦାମରେ କୌଣସି ପରିବର୍ତ୍ତନ ହୋଇନଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।