Odisha News Portal

ଏହି ଘରୋଇ ଉପାୟକୁ ପ୍ରତିଦିନ ସକାଳେ ଅବଲମ୍ବନ କରନ୍ତୁ ଏବଂ ସବୁଦିନ ପାଇଁ ଦାନ୍ତ ସଢ଼ିବା ଏବଂ କଷ୍ଟକୁ ସବୁଦିନ ପାଇଁ ଦୂର କରନ୍ତୁ…..

0 19

ଦାନ୍ତରେ କଷ୍ଟ ହେଲେ ବହୁତ ଅସହାୟ ପୀଡା ହୋଇଥାଏ , ଦାନ୍ତର କଷ୍ଟ ମୁଣ୍ଡ ପର୍ଯ୍ୟନ୍ତ ଯାଇଥାଏ । କିଛି ଯଦି ଖାଇ ନିଅନ୍ତି ତେବେ ଆହୁରି ଅଧିକ କଷ୍ଟ ହୋଇଥାଏ । ଅନେକ ଥର ଲୋକମାନେ ଏହି ସମସ୍ୟା ପାଇଁ ପେନକ୍ଲିୟର ଖାଇଥାନ୍ତି । ଲୋକଙ୍କୁ ଏଥିପାଇଁ ନିଦ ମଧ୍ୟ ଟିକ ସେ ଆସେ ନାହିଁ । ଯଦି ଆପଣଙ୍କର ଏହି ଦାନ୍ତ ସମସ୍ୟା ରହିଛି ଏବଂ ଦାନ୍ତରେ ବ୍ୟାକ୍ଟେରିଆ ହେଉଛି ତେବେ ଏହି ସମସ୍ୟାର ଦୂରେଇ ହେବା ପାଇଁ ଆଜି ଆମେ ଆପଣ ମାନଙ୍କୁ ଏକ ଉପାୟ ବିଷୟରେ କହିବୁ ।

ତେବେ ଆମେ ଆପଣ ମାନଙ୍କୁ ଯେଉଁ ଉପଚାର ବିଷୟରେ ଆପଣଙ୍କୁ କହିବୁ ତାହାର ପ୍ରୟୋଗ କଲେ ଆପଣଙ୍କର ଏହି ସମସ୍ୟା ସବୁଦିନ ପାଇଁ ଠିକ ହୋଇଯିବ । ପ୍ରତ୍ୟେକ ବ୍ୟକ୍ତି ନିଜର ଦାନ୍ତର ଯତ୍ନ ରଖିଥାଏ ପ୍ରତିଦିନ ଉଠି ସକାଳେ ବ୍ରଶ କରିଥାଏ ଏହା ସହିତ ଏମିତି କମ ବ୍ୟକ୍ତି ମଧ୍ୟ ଥିବେ ଯେଉଁମାନେ ସକାଳେ ଉଠିକରି ବ୍ରଶ କରୁନଥିବେ ।

ସକାଳୁ ଉଠିକରି ବ୍ରଶ କରିବା ଜରୁରୀ ଅଟେ ତାହା ଠାରୁ ଅଧିକ ଜରୁରୀ ଅଟେ ରାତ୍ରିରେ ଶୋଇବା ସମୟରେ ବ୍ରଶ କରିବା । ଯଦି ଆପଣ ମାନେ ଚାହୁଁଛନ୍ତି କି ଆପଣଙ୍କର ଦାନ୍ତରେ କେବେ କଷ୍ଟ ନହେଉ ତେବେ ଏହି ଉପାୟକୁ ନିଶ୍ଚିତ ରୂପରେ ଆପଣାନ୍ତୁ । ସକାଳେ ଉଠିକରି ନିସ୍ଚିତ ରୂପରେ ଗରମ ପାଣି ବା ଥଣ୍ଡା ପାଣି ପିଅନ୍ତୁ କାରଣ ସକାଳେ ଆମ ପାଟିରେ ଯେଉଁ ଲାଳ ରହିଥାଏ ତାହା ଆପଣଙ୍କର ଶରୀର ପାଇଁ ବହୁତ ଲାଭ ଦାୟକ ଅଟେ ।

ଲୋକମାନେ ସକାଳେ ଉଠି ସିଧା ବ୍ରଶ କରିବା ପାଇଁ ଲାଗନ୍ତି ଏବଂ ଲାଳକୁ ପକେଇ ଦିଅନ୍ତି । ଯଦି ଜୀବନ ସାରା ନିଜ ଦାନ୍ତକୁ ସୁସ୍ଥ ରଖିବା ପାଇଁ ଚାହାନ୍ତି ଏହି ଉପାୟଟିକୁ ନିଶ୍ଚିତ ରୂପରେ ମନେ ରଖନ୍ତୁ ।

ପ୍ରଥମେ ଏକ ଚାମୁଚରେ 4 ରୁ 5 ବୁନ୍ଦା ଲବଙ୍ଗ ତେଲ ନିଅନ୍ତୁ ଏବେ ସେଥିରେ 4 ରୁ 5 ବୁନ୍ଦା ରାଶି ତେଲ ମିଶାନ୍ତୁ । ଏହା ପରେ ତାହାକୁ ଭଲ ଭାବରେ ମିଶିକରି ଏକ ତୁଲା ନିଅନ୍ତୁ । ଏହାପର ସେହି ତୁଲାକୁ ଦାନ୍ତର ଯେଉଁଠାରେ ଯନ୍ତ୍ରଣା ହେଉଛି ସେହିଠାରେ ଦବେଇ କରି ରଖନ୍ତୁ ।

10 ରୁ 15 ମିନିଟ ଦବେଇ ରଖନ୍ତୁ ତାହା ପରେ ତାହାକୁ ଫିଙ୍ଗି ଦିଅନ୍ତୁ । ଦିନରୁ ତିନିରୁ ଚାରି ଥର ଏହାକୁ କରିପାରିବେ ସେଠାରେ ଥିବା ସମସ୍ତ ବ୍ୟାକ୍ଟେରିଆ ଆପଣଙ୍କର ଶେଷ ହୋଇଯିବ । ଦାନ୍ତ କଷ୍ଟରୁ ଆରାମ ମିଳିବ ଏବଂ ଦାନ୍ତ ଠିକ ହୋଇଯିବ ।

ଅନ୍ୟ ଏକ ଉପାୟରେ ଆପଣ ମାନେ ଏକ ଗ୍ଲାସ ଉଷୁମ ପାଣି ନିଅନ୍ତୁ । ଏହା ପରେ ସେଥିରେ 1 ରୁ 2 ଗ୍ରାମ ଫିଟିକରି ଗୁଣ୍ଡ ମିଶାନ୍ତୁ । ପିଟକରିକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ଏହାକୁ ଭଲ ଭାବରେ ମିକ୍ସ କରି ସାରିବା ପରେ ତାହାକୁ ପାଟିକୁ ନେଇ ଭଲ ଭବାରେ କୁଳି କରନ୍ତୁ । 2 ମିନିଟ ପର୍ଯ୍ୟନ୍ତ ପାଟିରେ ରଖି ତାହାକୁ ଫିଙ୍ଗି ଦିଅନ୍ତୁ ।

ଦିନକୁ ତିନି ରୁ ଚାରି ଥର ଏହାର ପ୍ରୟୋଗ କରନ୍ତୁ । ଏମିତି କରିବା ଦ୍ୱାରା ଦାନ୍ତର ସମସ୍ତ କଷ୍ଟ ଦୂର ହୋଇଯିବ ଏବଂ ସମସ୍ତ ବ୍ୟାକ୍ଟେରିଆ ଲାଗିବା ବଦଳରେ ଶେଷ ହୋଇଯିବ । 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।