Odisha News Portal

ଦେଖନ୍ତୁ ଭିଡିଓ – ହେ ପ୍ରଭୁ ! ଏହି ଛୋଟ ଛୁଆଟେ ପାଇଁ ଆକୁତି ବିନତି ହୋଇ ସାହାଯ୍ୟ ମାଗିଲେ ବାପା ମା ଦୁଇଜଣ । ଭିଡ଼ିଓ ଟିକୁ ଅଧିକରୁ ଅଧିକ share କରନ୍ତୁ…ପ୍ଳେସେ…

0 9

ଦୁଃଖ ପରେ ସୁଖ ସୁଖ ପରେ ଦୁଃଖ ଏହା ସର୍ବଦା ମନୁଷ୍ୟ ଜୀବନରେ ଲାଗି ରହିଥାଏ । ତେବେ କେବେବି କହିହେବନି କି କେହି ମଣିଷ କେବେ ଦୁଃଖରେ ରହିନି କି କେହି ସର୍ବଦା ସୁଖରେ ରହିନାହିଁ । କାରଣ ଏହା ସଂପୂର୍ଣ୍ମ ରୂପେ ଅସମ୍ଭବ କଥା କାରଣ ପଛେ ସୁଖ ନଥାଉ କିନ୍ତୁ ସର୍ବଦା ଦୁଃଖ ମନୁଷ୍ୟ ଜୀବନରେ ଲାଗି ରହିଥାଏ । ବିଧିର ବିଧାନ ସମସ୍ତ ପାଇଁ ସମାନ ଲେଖା ହୋଇନଥାଏ , ମାତ୍ର ଏହି କଥାକୁ ଆମେ ମାନେ ସହଜରେ ବୁଝି ପାରିନଥାଉ । ଆମେ ସର୍ବଦା ଏ ସଂସାରରେ ରହିକରି ସମସ୍ତଙ୍କ ଲହ ଲଢି ନିଜର ଜୀବନ ଅତିବାହିତ କରୁ , କେବେହେଲେ ମଧ୍ୟ ଧୈର୍ଯ୍ୟହରା ହୋଇପଡୁନାହିଁ ।

ଦୁନିଆରେ ସେ ଯେତେ ଧୀନ ଲୋକ ହେଲେ ମଧ୍ୟ ଦୁଃଖ ଏବଂ ସମସ୍ୟା ସର୍ବଦା ଭରିହୋଇ ରହିଥାଏ । ପ୍ରତ୍ୟେକ ମନୁଷ୍ୟ ନିଜକୁ ଠିକ ଭାବେ ପରିଚାଳନା କରି ଦୁନିଆରେ ତିଷ୍ଠି ରହିବା ପାଇଁ ସମସ୍ତେ ପ୍ରୟାସ କରିଥାନ୍ତି । ମାତ୍ର ସମୟ ସମୟେ ଆମେ ଏମିତି ଅଭାବ ଅସୁବିଧାର ସାମ୍ନା କରିଥାଉ ଯାହା ମନୁଷ୍ୟକୁ ଦୁଃଖୀ ଏବଂ ଗମ୍ଭୀର କରିଦିଏ । ତେବେ ସେମିତି ଏକ କତା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ , ଯେଉଁଥିରେ ଜଣେ ଅସହାୟ ବାପା,ଓମ୍ ଓ ସାହିଙ୍କ ବାପା କୁଶ ସାହୁଙ୍କ ଦୁଃଖଭରା କଥା ।

ଗରିବା ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି ସେମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି । ମାତ୍ର ଏତେ ପରେ ମଧ୍ୟ ଦେଶରେ ଗରିବ ସମସ୍ୟା ଯାଇନାହିଁ । କାହିଁକିନା ଏହି କଥାରୁ ସେମିତି କିଛି ସମସ୍ୟା ଜଣାପଡୁଛି । ତେବେ ଘଟଣାଟି ହେଉଛି କି ଗଞ୍ଜାମ ର ବୁରି ଗାଆଁ ରେ କୁଶ ବାବୁଙ୍କର 4 ବର୍ଷ ତଳେ ଦୁଇଟି ଯାଆଁଳା ସନ୍ତାନ ଜନ୍ମ ହୋଇଥିଲେ ମାତ୍ର ସେହି ପିଲାମାନେ ଭିନ୍ନକ୍ଷମ ହୋଇ ପଡ଼ି ରହିଛନ୍ତି ।

 ତାଙ୍କର ବାପା ଜମେ ଦିନ ମଜୁରିଆ ଅଟନ୍ତି । ତାଙ୍କର ପିଲାର ଏପରି ଅବସ୍ଥାରେ ମଧ୍ୟ ସେ ନିଜ ପିଲାଙ୍କୁ କଟକ , ଭୁବନେଶ୍ୱରର ବଡ ବଡ ହସ୍ପିଟାଲରେ ଦେଖି ସାରିଛନ୍ତି । ମାତ୍ର ଏବେକା ସମୟରେ ତାଙ୍କର ଅର୍ଥ ଅଭାବରୁ ସେ ନିଜର ପିଲାର ଚିକିତ୍ସା କରିବା ପାଇଁ ସକ୍ଷମ ହୋଇ ପାରୁନାହାନ୍ତି ।

ଜଣେ ଦିନ ମଜୁରିଆ ହୋଇ ଥିବାରୁ ଅର୍ଥ ତାଙ୍କ ପାଇଁ ବାଧକ ସାଜୁଛି , ଅନ୍ୟପଟେ ତାଙ୍କ ସ୍ତ୍ରୀ ତାଙ୍କ ସ୍ତ୍ରୀ ଙ୍କ ଆଖି କୁ ରାତି ରେ ଦେଖା ଯାଏ ନାହିଁ।ସେ ରାତି ରେ କୌଣସି କାମ କରି ପାରନ୍ତି ନାହିଁ , ଏହା ସହ ତାଙ୍କ ମା ଜଣେ ଛୋଟା । ତେବେ ଏହିପରି ପରିସ୍ଥିତିରେ ସେ ଓଲିଉଡର ହିରୋ ସବ୍ୟସାଚୀଙ୍କୁ କିଛି ଅର୍ଥ ପାଇଁ ନିବେଦନ କରିଛନ୍ତି , କିଛି ସାହାର୍ଯ୍ୟ ମାଗିଛନ୍ତି । ଏହି ସାହାର୍ଯ୍ୟ ପାଇଲେ ସେ ନିଜର ପିଲାର ଚିକିତ୍ସା କରିପାରିବେ ।