Odisha News Portal

ପ୍ରତିଦିନ ଏହି ମନ୍ଦିର କୁ ମା କାଳୀ ଙ୍କ ପୂଜା କରିବାକୁ ଜଙ୍ଗଲ କୁ ଆସିଥାଏ ଏହି ଭାଲୁ ! ମନରେ ଭକ୍ତିଥିଲେ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ ….

ଏହି କଥା କହିବା କିମ୍ବା ଏହା କେବେ ଭାବିବା ଭୁଲ କି କେବଳ ମନୁଷ୍ୟ ଭିତରେ ହିଁ ଭକ୍ତି , ଭାବନା ରହିଥାଏ ତାହା ନୁହେଁ ପଶୁ ମାନଙ୍କ ମଧ୍ୟରେ ମଧ୍ୟ ଭକ୍ତି ଭବନା ରହିଥାଏ । ଏହା କେତେଥର ଦେଖାଯାଇଛି କି କୌଣସି ପାଳିତ ପଶୁ ରହିଥାନ୍ତି ଯେଉଁମାନେ କିଛି କିଛି ଦିନ ଖାଦ୍ୟ ମଧ୍ୟ ଖାଇନଥାନ୍ତି । ମନୁଷ୍ୟ ଯେପରି ଗୋଟିଏ ଦିନ କିଛି ବ୍ରତ କରି ଉପବାସ ରହିଥାନ୍ତି ସେହିପରି ପଶଉ ମାନେ ମଧ୍ୟ ଉପବାସ ରହିଥାନ୍ତି । ଆପଣ ମାନେ ତ ଭଗବାନ ଶିବଙ୍କର ମନ୍ଦିରରେ କେତେଥର ସାପକୁ ଦେଖିଥିବେ ସ ସେ ମଧ୍ୟ ଭଗବାନ ଶଙ୍କରଙ୍କର ଭକ୍ତି କାରଣରୁ ସେହିଠାରେ ରହିଥାନ୍ତି ।

ସମୟ ସମୟରେ ଏମିତି କେତେକ ଉଦହରଣ ଦେଖିବାକୁ ମିଳିଛି କି ଯାହା ସଂପୂର୍ଣ୍ଣ ରୂପରେ ପ୍ରମାଣ କରିଥାଏ କି ପଶୁ ମାନଙ୍କ ମଧ୍ୟରେ ମଧ୍ୟ ଉକ୍ତି ଭାବନା ପରି କିଛି ମାତ୍ରାରେ ଗୁଣ ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବୁ , ଯେଉଁଠାରେ ମାତା ଚଣ୍ଡିଙ୍କର ମନ୍ଦିରରେ ଏକ ଏପରି ଜାଗା ରହିଛି ଯେଉଁଠାରେ ଭାଲୁ ନିଜର ପୂରା ପରିବାର ସହିତ ପୂଜା କରିବା ପାଇଁ ଆସିଥାଏ । ଏହା ସହିତ ମନ୍ଦିରରୁ ପ୍ରସାଦ ନେଇ କରି ଚୁପଚାପ ପଳେଇ ଯାଆନ୍ତି ।

ମାତା ଚଣ୍ଡିଙ୍କର ଏହି ମନ୍ଦିର ଛତିଶଗଡର ମହାସମୁଦ୍ର ଜଳର ବାଗବାହାର ଠାରୁ 5 କିମି ଦୂର ଜଙ୍ଗଲ ମଧ୍ୟରେ ଅବସ୍ଥିତ । ଏହି ମନ୍ଦିରକୁ ଦର୍ଶନ କରିବା ପାଇଁ ଦୂର ଦୂର ଠାରୁ ଲୋକମାନେ ଆସୁଛନ୍ତି । ନବରାତ୍ରୀ ସମୟରେ ଏହି ମନ୍ଦିରରେ ବହୁତ ଭିଡ ରହିଥାଏ । ଏହି ଭିଡରେ ସାମିଲ ହୋଇଥାଏ ଏକ ଭାଲୁର ପରିବାର । ଭାଲୁ ନିଜର ପୂରା ପରିବାର ସାଥିରେ ମାତା ଚଣ୍ଡିଙ୍କର ଦର୍ଶନ କରିବା ପାଇଁ ଆସିଥାନ୍ତି । ଭାଲୁର ପରିବାରର ମୁଖିଆ ମନ୍ଦିରର ଦ୍ୱାରମୁହଁରେ ରହିଥାଏ ଏବଂ ଅନ୍ୟ ସଦସ୍ୟ ମାନେ ପୂଜା କରିବା ପାଇଁ ମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି । ମନ୍ଦିରରେ ସମସ୍ତ ଭାଲୁ ପରିକ୍ରମା କରନ୍ତି ଏବଂ ଶାନ୍ତିରେ ପ୍ରସାଦ ନେଇ କରି ପଳେଇ ଯାଆନ୍ତି ।

ଭାଲୁର ଏକ ଝୁଣ୍ଡରେ ଏକ ନର , ଏକ ମଦ୍ଦା ଏବଂ ଏକ ପିଲା ରହିଥାଏ । ଲୋକମାନେ ସ୍ରଦ୍ଧାରେ ସେହି ଭାଲୁ ମାନଙ୍କୁ କିଛି ପ୍ରସାଦ ଦେଇଥାନ୍ତି । ତେବେ ଭାଲୁର ସେହି ପରିବାରରେ କେହି ହେଲେ ମଧ୍ୟ କାହାର କିଛି କ୍ଷତି କରିନଥାନ୍ତି । ଲୋକମାନଙ୍କର କହିବା ଅନୁସାରେ ମନ୍ଦିରରେ ଏହି ଦେବୀ ମାତାଙ୍କର ମୂର୍ତ୍ତି ସ୍ୱୟଂ ହିଁ ପ୍ରକଟ ହୋଇଛି । ଏହି ମନ୍ଦିର ପ୍ରାୟ 150 ବର୍ଷର ପୁରୁଣା ମନ୍ଦିର ଅଟେ । ପାଖରେ ଥିବା ଲୋକମାନଙ୍କର କହିବା କଥା କି ଜଙ୍ଗଳରେ ଭାଲୁ ଉପରେ ମାଙ୍କର କୃପା ରହିଛି । ତେବେ ଆଜିର ସମୟରେ ଏପରି ଏକ ଘଟଣା ମନୁଷ୍ୟକୁ ଆଶ୍ଚର୍ଯ୍ୟ କରିବାର ବିଷୟ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।