Odisha News Portal

ଦେଖନ୍ତୁ ଭିଡିଓ କେମିତି ଶାଶୁଘରେ ବାଣବଷା ଗୁରୁବାର ପାଳନ କଲେ ଅଭିନେତ୍ରୀ ଝିଲିକ୍ ! ଭି଼ଡିଓ ହେଉଛି ଭାଇରାଲ….

ଆପଣ ମାନେ ତ ଜାଣିଥିବେ କି ଓଲିଉଜ ଜଗତର ଧମାଲ ମଚାଉଥିବା ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ନିକଟରେ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘୋଢେଇଙ୍କୁ ବିବାହ କରିଥିଲେ । ପ୍ରିତିରଞ୍ଜନ ଘୋଢେଇଙ୍କୁ ବିବାହ କରିଲାରିବା ପରେ ଏବେ ବଙ୍ଗାଳୀରୁ ଓଡିଆ ହୋଇ ସାରିଛନ୍ତି ଝିଲିକ । ଝିଲିକ ଓଡିଆ ବୋହୂ ସାଜିଛନ୍ତି କେବଳ ନାକୁ ମାତ୍ର ନୁହଁ ସେ ତାଙ୍କର ଓଡିଆ ରୀତିନୀତି ଏବଂ ଓଡିଆ ପର୍ବପର୍ବାଣୀକୁ ବହୁତ ସୁନ୍ଦର ଭାବରେ ପାଳନ କରୁଥିବାର ମଧ୍ୟ ନଜର ଆସିଛନ୍ତି ।

ଯେଉଁଥିପାଇଁ ଏବେ ସେ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛନ୍ତି । ତେବେ ଆଜି ସେ ନିଜ କିଛି କାମ ପାଇଁ ପୁଣଇ ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବଙ୍ଗାଳୀ ଅଭିନେତ୍ରୀ ଏବଂ ଓଡିଆ ବୋହୂ ଝିଲିକ ଭଟ୍ଟାଚାର୍ଯ୍ୟ । ଆଜି ସେ ନିଜ ଶାଶୁଘରେ ଗୁରୁବାରର ବାର ବା ବ୍ରତ ପାଳନ କରୁଥିବାର ନଜର ଆସୁଛି ।

ଏହା ସହ ସେଥିରେ ଧ୍ୟାନ ମଗ୍ନ ହୋଇ ଭଗବାନଙ୍କୁ ଡାକୁଥିବାର ଏବଂ ସମସ୍ତ ନିୟମ ପାଳନ କରୁଥିବାର ଜଣା ପଡୁଛନ୍ତି । ତେବେ ଏତିରୁ ଜଣାପଡୁଥିଲା କି ଝିଲିକଙ୍କର ଭକ୍ତିପୂତ ନିବେଦନ ଭଗବାନଙ୍କ ନିକଟକୁ ନିଶ୍ଚିତ ଯାଉଛି । କାରଣ ସେ ଏବେ ପୂରା ଖାଣ୍ଟି ଓଡିଆଣୀ ବୋହୀ ହୋଇ ସମସ୍ତ ନିୟମକୁ ପାଳନ କରୁଥିବାର ଦେଖା ଦେଇଛି ।

ବଙ୍ଗାଳୀ ବୋହୂ ହୋଇ ଯିଏ କି ଓଡିଆ ପରମ୍ପରାକୁ ଜାଣି ନାହାନ୍ତି ମାତ୍ର ଏବେ ଜିଲିକ ପ୍ରତି ପରମ୍ପରା ଏବଂ ପ୍ରତି ଓଷା ବାରକୁ ଏମିତି ଢଙ୍ଗରେ ପାଳନ କରୁଛନ୍ତି ସତେ ଯେମିତି ସେ ଜଣେ ଓଡିଆଣୀ । ଝିଲିକ ବଙ୍ଗଳା ହୋଇଥିବାରୁ ଓଡିଆର ରୀତିନୀତି ତାଙ୍କୁ ଏତେ ଭଲ ଭାବରେ ଜଣାନାହିଁ । ତେବେ ଏମିତି ନଜାଣି ମଦ୍ୟ ଯେତେକି ଯାହା କପରୁଛନ୍ତି ତାହା ତାଙ୍କ ପାଇଁ ସବୁଠୁ ବହୁତ ବଡ କଥା ଅଟେ ।

 ଝିୱିକ ଆଜି ନିଜ ଶାଶୁଘରେ ଗୁରୁବାର ଓଷା ପାଳନ କରିଛନ୍ତି । ତେବେ ଏହି ପାଲନ ସମୟରେ ସୋସିଆଲ ମିଡିଆରେ ସେ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ , ଯେଉଁ ଭିଡିଓଟି ଏବେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ଲୋକମାନେ ମଧ୍ୟ ଝିଲିକଙ୍କର ଏହି କାର୍ଯ୍ୟକୁ ବହୁତ ଭାବରେ ପସନ୍ଦ ମଧ୍ୟ କରୁଛନ୍ତି । ପସନ୍ଦ କରିବା ସହ ଝିଲିକଙ୍କୁ ନିଜର କାର୍ଯ୍ୟ ପାଇଁ ସାବାସୀ ମଧ୍ୟ ପ୍ରଦାନ କରୁଛନ୍ତି ।

ତେବେ ଜଣେ ବଙ୍ଗାଳୀ ହୋଇ ମଧ୍ୟ ଧୀରେ ଧୀରେ କରି ଓଡିଆର ସମସ୍ତ ରୀତିନୀତିକୁ ଆପଣେଇ ପାରୁଛନ୍ତି ଏବଂ ତାହାକୁ ବହୁତ ସୁନ୍ଦର ଭାବେ ପାଳନ ମଧ୍ୟ କରୁଛନ୍ତି । ତେବେ ଏହା ତାଙ୍କ ପାଇଁ ଏକ ବହୁତ ହିଁ ବଡ କଥା ଅଟେ । ଏହା ସହିତ ତାଙ୍କର ପ୍ୟାନ ମାନଙ୍କ ପାଇଁ ଏହା ବହୁତ ଖୁସିର କଥା ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।