Odisha News Portal

ନିଛାଟିଆ ଜଙ୍ଗଲ ରେ ଚାଲିଥିଲା ପ୍ରେମଲୀଳା , ହଟାତ୍ କିଛି ଲୋକ ଆସି ତାଙ୍କୁ ଧରିଲେ ଏମିତି ଅବସ୍ଥାରେ…. ଏହି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗିଛି….

ପ୍ରେମ ଆଜିକା ସମୟରେ ପ୍ରେମ କଥା କହିଲେ ଲୋକମାନେ ପ୍ରଥମେ ତାହାକୁ ଶାରିରୀକ ସଂପର୍କ କଥା ଭାବିଥାନ୍ତି । ତେବେ ଆଜିର ଏହି ଆଧୁନିକ ସମାଦରେ ସେପରି ସଚ୍ଚା ପ୍ରେମ ଦେଖିବାକୁ ମିଳୁନି , ଯାହାକୁ ଦେଖିକରି ବା ଯେଉଁ ପ୍ରେମକୁ ଦେଖି କରି ଏ ସମାଜ ତାହାର ସଙ୍ଗା ଦେଇପାରିବ । ମାତ୍ର ଆହୁରି ଏମିତି କିଛି ଘଟଣା ଘଟୁଛି କି ଯେଉଁଥିପାଇଁ ପ୍ରେମକୁ ଲୋକମାନେ ଘୃଣା କରିବାକୁ ଲାଗିବେ । ଆଗ କାଳରେ ଲୋକମାନେ ସଚ୍ଚା ପ୍ରେମ କରୁଥିସେ ତାଙ୍କର ପ୍ରେମର ମାନେ ଶାରିରୀକ ସଂପର୍କ ନଥିଲା ମାତ୍ର ଏବେ ପ୍ରେମର ମାନେ କହିଲେ ଲୋକମାନେ କେମିତି ଦୈହିକ ହେବେ ସେ କଥା ଚିନ୍ତା କରନ୍ତି ।

ତେବେ ସମସ୍ତଙ୍କ କଥା କହିବା ଠିକ ନୁହେଁ କାରଣ ଏମିତି ମଧ୍ୟ କିଛି ଲୋକମାନେ ରହିଛନ୍ତି ଯେଉଁ ମାନେ କି ଏବେ ମଧ୍ୟ ନିଜ ପ୍ରେମ ପାଇଁ ଜୀବନ ଦେବାକୁ ପଛେଇବେ ନାହିଁ ଏବେ ସେମାନେ ମଧ୍ୟ ପ୍ରେମ କହିଲେ ଶାରିରୀକ ସଂପର୍କ କଥା ଭାବିବେ ନାହିଁ ।

କାରଣ ସେମାନଙ୍କର ପ୍ରେମ ସଚ୍ଚା ପ୍ରେମ ହୋଇଥାଏ । ତେବେ ସମସ୍ତେ ଯେ ସେମିତି ତାହା କହିବା ଠିକ ନୁହେଁ । ମାତ୍ର ଏବେ ଅଧିକାଂଶ ସମୟରେ ଦେଖା ଯାଉଛି କି ପ୍ରେମ କରି ଆଜିର ଯୁବପିଢି ମାନେ ଶାରିରୀକ ସଂପର୍କ ରଖି ତାହା ପରେ ସେମାନେ ପରସ୍ପରକୁ ଭୁଲିୟାଆନ୍ତି ।

ଅନେକ ସମୟରେ ଏହି କଥା ଆମ ମାନଙ୍କୁ ସାମ୍ନାକୁ ଆସିଛି ଏହା ସହିତ ଆମେ ମାନେ ଅନେକ ଥର ଏହି କଥା ମଧ୍ୟ ଶୁଣିଥିବୁ । ତେବେ ଆଜି ମଧ୍ୟ ଆମେ ଆପଣ ମାନଙ୍କୁ ସେହିପରି କିଛି କଥା ବିଷୟରେ କହିବୁ , ଯେଉଁ ଠାରେ ଦୁଇ ପ୍ରେମୀ ଯୁଗଳ ମାନେ ଜଙ୍ଗଲ ଭିତରେ କିଛି ଖରାପ କାମ କରୁଥିବା ସମୟରେ ଧରା ପଡିଛନ୍ତି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ । 

 ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ପ୍ରେମୀ ଯୁଗଳ ଙ୍କର ଭିଡ଼ିଓ ଟି ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି । ମାତ୍ର ଏହି ଭାଇରଲ ଭିଡ଼ିଓ ଟି ବିଷୟରେ ଆପଣ ଜାଣିବା ପରେ ଆପଣଙ୍କର ମୁଣ୍ଡ ଖରାପ ହୋଇଯିବ ଏଥିରେ କୌଣସି ସନ୍ଦେହ ନାହିଁ । ଏହି ଭିଡିଏଟି ଏକ ଯୁବକ ରେକର୍ଡ କରିନେଇଥିଲେ ଯାହାକି ସେହି ପ୍ରେମୀ ଯୁଗଳ ମାନେ ଜାଣନ୍ତି ନାହିଁ । ଏହା ପରେ ସେହି ଯୁବକଟି ସେହି ପ୍ରେମୀ ଯୁଗଳ ମାନଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଏହାକୁ ସୋସିଆଲ ମିଡିଆରେ ଛାଡି ଦେଇଛନ୍ତି ।

ତେବେ ଭିଡିଏରେ ଦେଖିବାକୁ ମିଳିଛି କି ଦୁଇ ପ୍ରେମ ପକ୍ଷୀ ଦୁହେଁ ପରସ୍ପର ର ନିକଟତର ହେବାକୁ ଚେଷ୍ଟା କରୁଛନ୍ତି । ଭିଡ଼ିଓ ରେ ସ୍ପଷ୍ଟ ଭାବରେ ଜଣା ଯାଉଛି ଯେ ପ୍ରଥମେ ଯୁବକ ଜଣକ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କରେ ରହିବାକୁ ଚାହୁଁଛି ଏବଂ ଝିଅ ଟି ଲାଜ କରୁଛି । ତେବେ ଧୀରେ ଧୀରେ କରି ସେମାନେ ପରସ୍ପରର ନିକଟତର ହେବାକୁ ଯାଉଛନ୍ତି ଏବଂ ତା ଭିତରେ ସେମାନେ ଭୁଲି ଯାଉଛନ୍ତି କି ସେମାନେ ସର୍ବସାଧାରଣ ଲୋକଙ୍କ ଆଗରେ ଏକ ଜଙ୍ଗଲ ଭିତରେ ରହିଛନ୍ତି । ସେମାନେ ନିଜର ପ୍ରେମରେ ଏତେ ମାହିର କି ତାଙ୍କୁ ପ୍ରେମ ଛଡା ସେହିଠାରେ କେହି ମଧ୍ୟ ନଜର ଆସୁନାହାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।