Odisha News Portal

ଦେଖନ୍ତୁ ଛାତିଥରା ଭିଡିଓ- ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଶାଶୁକୁ ପିଟିଲା ବୋହୂ ସମ୍ପୂର୍ଣ୍ଣ ଭିଡିଓ ଦେଖିଲେ କାନ୍ଦି ପକେଇବେ…..,ସେୟାର ନିଶ୍ଚିତ କରନ୍ତୁ….

ଆଜି ଆମ ଦୁନିଆରେ ଦେଖିବାକୁ ମିଳିଛି ଲୋକମାନଙ୍କର ଆଉ ବାପା ମାଆଙ୍କ ପ୍ରତି ସେହ୍ନ, ଶ୍ରଦ୍ଧା ତଥା ଭଲପାଇବା ନାହିଁ । ବରଂ ପିତାମାତାଙ୍କୁ ପୁଅମାନେ ବୃଦ୍ଧାବସ୍ଥାରେ ଘରୁ ବାହାର କରି ରାସ୍ତା କଢରେ ଫିଙ୍ଗି ଦେଉଛନ୍ତି । ବାପା ମାଁ ନିଜ ରକ୍ତକୁ ପାଣି କରି ସନ୍ତାନ ମାନଙ୍କୁ ବଡ ମଣିଷ କରିଥାନ୍ତି କିନ୍ତୁ ସେହି ପୁୁଅ ବଡ ହୋଇ ବାପାମାଆଙ୍କ ଋଣ ସୁଝିବା ବଦଳରେ ତାଙ୍କୁ ଫିଙ୍ଗି ଦେଇଥାଏ ରାସ୍ତା କଢକୁ । କିନ୍ତୁ ଏଠାରେ କଥା ସଂମ୍ପୂର୍ଣ୍ଣ ଅଲଗା କାହିଁକି ନାଁ ଏଠାରେ ପୁଅ ନୁହେଁ ବରଂ ବୋହୂଟିଏ ତାର ଶାଶୁଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ମାଡ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଆମେ ଆଜି ଆପଣଙ୍କୁ ସେହି ପରି ଏକ ଘଟଣା ସଂପର୍କରେ କହିବୁ।

ଆଜି ଆମେ ସମାଜରେ ଆଉ ସଂପର୍କର କୌଣସି ମୂଲ୍ୟବୋଧ ତଥା ଗୁରୁତ୍ବ ନାହିଁ । ଆଜି ମଣିଷ ପାଖରେ ଆଉ ତାର ମାନବିକତା ମଣିଷପଣିଆ ତଥା ତାର ବିବେକ ବୋଲି କିଛି ନାହିଁ । ମଣିଷ ଆଜି ଆଖି ଥାଉ ଥାଉ ଅନ୍ଧ ପାଲଟିଯାଇଛି ଆଉ ମାଁ ସମାନ ଶାଶୁଙ୍କୁ ଅସମ୍ମାନ ତଥା କଠୋର ଶାସ୍ତି ଦେବାକୁ ମଧ୍ୟ ପଛଘୁଞ୍ଚା ଦେଉ ନାହିଁ । ସେହିଭଳି ଏକ ନିଷ୍ଠୁର ତଥା କରୁଣ ଚିତ୍ର ଏବେ ସାମ୍ନା କୁ ଆସିଛି ଯାହା ଘଟିଛି ଢେଙ୍କାନାଳରେ ।


ଘଟଣାଟି ହେଉଛି ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟଙ୍ଗ ଥାନା ମୁଣ୍ଡେଇଲ ଗ୍ରାମ ପଞ୍ଚାୟତ ର ଗେଲେହିପାଟଣା ଗ୍ରାମ ର। ଏଠାରେ ଜଣେ ବୋହୂ ନିଜ ର 82 ବର୍ଷୀୟ ବୃଦ୍ଧା ଶାଶୁ ଙ୍କୁ ଗାଁ ଦାଣ୍ଡରେ ରେ ଘୋଷାଡ଼ି ଘୋଷାଡି ମାଡ ମାରୁଥିବା ର ଘଟଣା ସାମ୍ନା କୁ ଆସିଛି।

 

ଏହି ଘଟଣା ଟି ସେହି ଗ୍ରାମ ବାସୀ ଙ୍କୁ ପୂରା ସ୍ତବ୍ଧ କରିଦେଇଛି। ଏହି ଘଟଣା ର କାରଣ ଜାଣିଲେ ଆପଣ ମାନେ ବି ଆର୍ଶଯ୍ୟ ହୋଇଯିବେ। ସାମାନ୍ୟ ଖାଦ୍ୟ ପାଇଁ ମହିଳା ଜଣକ ତାଙ୍କ ଶାଶୂ ଙ୍କୁ ଏହି ପରି ନୃଶଂସ ଭାବେ ମାରିଛନ୍ତି। ପାଖ ପଡୋଶୀ ଘର ଦେଇଥିବା ତରକାରୀ କୁ ଶାଶୂ ଖାଇ ଦେଇଥିବାରୁ ବୋହୂ ଗାଁ ଦାଣ୍ଡରେ ବୃଦ୍ଧା ଙ୍କୁ ଘୋଷାଡି ଘୋଷାଡି ଏପରି ମାଡ ମାରିଛି।

ଏହି ଭିଡିଓ ଟି ଏବେ ସୋସିଆଲ୍ ମିଡିଆ ରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି। ବୃଦ୍ଧା ଜଣକ ତାଙ୍କ ବୋହୂକୁ ଯେତେ କାକୁତି ବିନତି ହେଇଥିଲେ ମଧ୍ୟ ସେ କିଛି ବି ଶୁଣି ନଥିଲେ ଭିଡିଓଟି ଭାଇରାଲ୍ ହେବା ପରେ ପୋଲିସ୍ ସେହି ବୃଦ୍ଧାଙ୍କୁ ଉଦ୍ଧାର କରି ପର୍ଯ୍ୟଙ୍ଗ ମେଡିକାଲରେ ଭର୍ତ୍ତି କରିଛି। ବୋହୂ ସବିତାଙ୍କୁ ପୋଲିସ ଥାନାରେ ଅଟକ ରଖିଛି। ପୋଲିସ୍ ନିଜ ଆଡୁ ଏକ ମାମାଲା ରୁଜୁ କରି ଏହାର ତଦନ୍ତ କରୁଛି। ପୋଲିସ୍ କହିଛି ଶାଶୂ ଜଣକ ନିଜର ବୟାନ୍ ରଖିବା ପରେ ସେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।