Odisha News Portal

ଦେଖନ୍ତୁ ଆଶ୍ଚର୍ଯ୍ୟ ହେଲା ଭଳି ଭିଡ଼ିଓ ! ମଣିଷ ଖାଦ୍ୟ ବଦଳରେ ଖାଉଛି ଇଟା ,ବିଶ୍ବାସ ନହେଲେ ବି ସତ , ଭିଡିଓ ଦେଖିଲେ ଆପଣ ନିଶ୍ଚିତ ବିଶ୍ବାସ କରିବେ…..

0 60

ଆଜି ଆମେ ଆପଣ ମାନଙ୍କୁ ଏକ ଆଶ୍ଚର୍ଯ୍ୟ କର କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ ଜାଣିନଥିବେ କି ଏପରି କଥା କେବେବି ଦେଖିନଥିବେ କି ଶୁଣିନଥିବେ । ଏବେକା ସମୟ ହେଉଛି ସୋସିଆଲ ମିଡିଆର ଯୁଗ , ଏବେ ସମୟରେ କେଉଁଠାରେ ମଧ୍ୟ କିଛି ଘଟଣା ଘଟିଲେ ଆପଣ ମାନେ ତାହାକୁ ଲାଇଭ ଦେଖିପାରୁଛନ୍ତି ତାହା ପୁଣି ଘରେ ବସିକରି । ଏହା ସହିତ ବିଭିନ୍ନ ଘଟଣା ସଂପର୍କରେ କେବେ , ବର୍ଷା ହେବ ବାତ୍ୟା ହେବ , ପ୍ରତ୍ୟେକ ଦିନରେ ସମସ୍ତ ସୂଚନା ସଂପର୍କରେ ଆପଣ ମାନେ ଅତି ସହଜରେ ଜାଣିପାରୁଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କତା ବିଷୟରେ କହିବୁ ଯାହାକୁ ଆପଣ ମାନେ ମିତ୍ୟା ବୋଲି ଭାବୁତିବେ କିନ୍ତୁ ଘଟଣାଟି ସତ୍ୟ ଅଟେ କାରଣ ଅନେକ ଥର ଆମ ସାମ୍ନା କୁ ଏମିତି ସବୁ ଘଟଣା ମାନ ଆସି ଥାଏ, ଯାହାକୁ ସହଜ ରେ ବିଶ୍ୱାସ କରି ହୋଇ ନଥାଏ ।

ପ୍ରତ୍ୟେକ ଲୋକମାନେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାନ୍ତି, ସେମିତିକି ଫଳ , ସବୁଜ ପନିପରିବା , ଏମିତି ଅନେକ କିଛି । ଅନେକ କ୍ଷେତ୍ରରେ ମଧ୍ୟ ଦେଖାଯାଏ କି କେତେକ ବ୍ୟକ୍ତି ମାନେ ଜୀବଜନ୍ତୁ, କୀଟ ପତଙ୍ଗ ଖାଇ ଥିବାର କଥା ମାତ୍ର ଆପଣ କେବେ ଶୁଣିଛନ୍ତି କି କେହି ବ୍ୟକ୍ତି ଇଟା , ବାଲି ଖାଇକରି ନିଜ ଜୀବନ ବଞ୍ଚାଇବା କଥା ।

କଥାଟି ଆଶ୍ଚର୍ଯ୍ୟ କାରଣ ଜଣେ ଇଟା ବାଲି କେମିତି ଖାଇପାରିବ , ଆଶ୍ଚର୍ଯ୍ୟ ହେଲେ ମଧ୍ୟ ତାହା ସତ୍ୟ ଅଟେ । ତେବେ ଆସନ୍ତୁ ଜାଣିବା ଏହି ଘଟଣା ସଂପର୍କରେ ।

ସୋସିଆଲ ମିଡିଆରେ ଏବେ ଏପରି ଏକ ଲୋକଙ୍କୁ ଦେଖିବାକୁ ମିଳିଛି କି ଯିଏ କି ଇଟା , ବାଲି ଖାଇବାକୁ ବହୁତ ପସନ୍ଦ କରନ୍ତି । ତାଙ୍କର ନାମ ପକୀରପା ହୁନାଗୁଡି , ବୟସ 30 ବର୍ଷ , ତାଙ୍କୁ ଏମିତି ଏକ ଭୟଙ୍କର ରୋଗ ହୋଇଛି, ଯାହା ଦ୍ୱାରା ସେ ବାଲି, ଇଟା ଇତ୍ୟାଦି ଖାଇ ଯାଉଛନ୍ତି ।

ଯେତେବେଳେ ତାଙ୍କୁ 10 ବର୍ଷ ବୟସ ହୋଇ ଥିଲା ସେତେବେଳେ ତାଙ୍କୁ ଜଣା ପଡ଼ିଲା କି ତାଙ୍କୁ ଏହିପରି ଏକ ବିମାରୀ ହୋଇଛି ବୋଲି । ମଟନ , ବିରିଆନି ପରି ସେ ଇଟା , ବାଲି ଖାଇବାକୁ ବହୁତ ପସନ୍ଦ କରନ୍ତି ।

 ଆପଣ ମାନେ କେବେବ ଏହା ମଧ୍ୟ ଶୁଣିଛନ୍ତି କି କେବେ କେହି ବ୍ୟକ୍ତି ନିଜର ପରିସ୍ରା ସେବନ କରିବାର । କୋଲୋରାଡୋ ର ସ୍ପ୍ରିଂଗ୍ସ ସହରରେ ରହୁଥିବା କେରୀ ନାମକ ଜଣେ ମହିଳା ନିଜ ମୂତ୍ରକୁ ନିଜ ଚେହେରା ରେ ମାଲିସ କରିବା ସହିତ ପାଣି ପରି ପିଅନ୍ତି ଓ ଏହି ମୂତ୍ରରେ ହିଁ ବ୍ରସ କରନ୍ତି । 53 ବର୍ଷୀୟ କେରୀ କ୍ୟାନ୍ସର ରେ ପୀଡ଼ିତ , ତେଣୁ କେହି ଜଣେ କହିବା ପରେ ସେ ନିଜ ମୂତ୍ର ପିଇବା ଆରମ୍ଭ କରିଥିଲେ ।

ପ୍ରାରମ୍ଭରେ କେରୀଙ୍କୁ ମୂତ୍ର ପିଇବା ପାଇଁ ଅସୁବିଧା ହେଉ ଥିଲା , ଏମିତିକି ତାଙ୍କୁ ବାନ୍ତି ମଧ୍ୟ ହୋଇ ଯାଉଥିଲା ମାତ୍ର ପରେ ଏହା ଅଭ୍ୟାସ ରେ ପରିଣତ ହୋଇଗଲା , ଏବେ ତାଙ୍କୁ ମୂତ୍ର ସେବନରେ କିଛି ଅସୁବିଧା ହୁଏ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।