Odisha News Portal

ଡାକ୍ତରୀ ଛାତ୍ରୀ ଗାଧଉଥିବା ସମୟରେ ଭିଡିଓ ବନାଉଥିଲେ ଡାକ୍ଚର ବାବୁ ! ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ଏ ଭିଡିଓ…..

0 2

ଏସିବି ରେସିଡେଣ୍ଟ ଡାକ୍ତରଙ୍କର ସୀମା ପାର ଅଭଦ୍ରାମୀ , ଯେଉଁଥିରେ କି ଜଣେ ଡାକ୍ତରୀ ଛାତ୍ରୀ ଗାଧଉଥିବା ସମୟରେ ଉତ୍ତୋଳନ କରିଥିଲେ ତାହାର ଭିଡିଓ । ହଠାତ ଛାତ୍ରୀଙ୍କର ନଜର ପଡିଯାଇଥିଲା ସ୍କାଳଲାଇଟଥିବା ଫାଙ୍କରେ । ଯାହା ପରେ କି ଛାତ୍ରୀଙ୍କ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା । କିଛି କ୍ଷଣ ପାଇଁ ସେ ଚୁପ ହୋଇଗଲେ ପୁଣି ସାହସ ଜୁଟାଇ ଚିକ୍ତାର କରିଥିଲେ । ଛାତ୍ରୀଙ୍କର ପାଟି ଶୁଣି ଅନ୍ୟ ସହପାଠୀ ଏକାଠି ହୋଇଯାଇଥିଲେ । ତାହା ପରେ ସେହି ନିଶାରଙ୍କୁ କାବୁ ମଧ୍ୟ କରି ନିଆଗଲା ।

ସାଧାରଣ ଲୋକମାନେ ଡାକ୍ତରଙ୍କୁ ଭଗବାନ ଭାବୁଥିବା ବେଳେ ଏଭଲି ଡାକ୍ତରଙ୍କ କାର୍ଯ୍ୟକଳାପ ସମସ୍ତଙ୍କୁ କେଉଁ ସ୍ତରକୁ ଯେ ନେଇଯିବ ତାହା ଆପଣ ମାନେ ଚିନ୍ତା କରି ପାରୁଥିବେ । ବିବାହ କରିଥିବା ଏହି ଅଭଦ୍ର ରେସିଡେଣ୍ଟ ଡାକ୍ତର ଯେ ନିଜେ ଜଣେ ବଡ ରୋଗୀ ତାହା କାହାକୁ ମଧ୍ୟ ଜଣାନଥିଲା ।

ତେବେ ଛାତ୍ରୀ ଜଣକ ସିଧାସଳଖ ଏହି ସାରଙ୍କୁ ପ୍ରଶ୍ନ ମଧ୍ୟ କରିଛନ୍ତି ବିବାହ କରି ଏପରି କାମ କାହିଁକି କରିଲେ । ତେବେ ପୂର୍ବରୁ ମଧ୍ୟ ସେ ଏମିତି କାମ କରି ମାଡ ଖାଇଥିବାର ଜଣାପଡିଛି । ଏପରି କାମ କରୁଥିବା ଲୋକମାନଙ୍କୁ କିପରି ଶାସ୍ତି ମିଳିବା ଉଚିତ । ବାପା , ମା ଗର୍ବ କରନ୍ତି କି ଆମ ପୁଅ ଡାକ୍ତର ମାତ୍ର ଓ କୁଳାହ୍ଗାର ଯେ ଝିଅଙ୍କ ନଗ୍ନ ଚିତ୍ର ଦେଖି ସାନ୍ତି ହେଉଛି ଏହା ଜାଣିବା ପରେ ଛାତି ଫାଟିଯାଉଥିବ । ଆଜି କାଲି ଭିଡିଓ ଭାଇରାଲ ହେବାକୁ ବେଶି ସମୟ ଲାଗୁ ନାହିଁ ଏହା ତ ସମସ୍ତେ ଜାଣିଛୁ ।

ତେବେ ଏହି ବିଡିଓ ମଧ୍ୟ ଭାଇରାଲ ହେଲା । ଭିଡିଓ ଭାଇରାଲ ହେବା ପରେ ଏନସିବି କତ୍ତୃପକ୍ଷ ବା ଛାତ୍ରୀଙ୍କ ତରଫରୁ କୌଣସି ମାମଲା ରୁଜୁ ହୋଇନାହିଁ । ତେବେ ଏହିଠାରେ ଏହି ପ୍ରଶ୍ନ ଉଠିବା ମଧ୍ୟ ଜରୁରୀ କି ଏସିବି କର୍ତ୍ତୃପକ୍ଷ ଏ ଭିଡିଓ ବିଷୟରେ ଜାଣିବା ପରେ ଜାଣିଶୁଣି ଘଟଣାକୁ ଚାପି ଦେଉ ନାହାନ୍ତି ତ । କଣ ଏପରି ଘଟଣାକୁ ସାମାନ୍ୟ ଭାବରେ ନେବା ଉଚିତ କି ।

ତେବେ ଆମେ ମାନେ ଆଶା କରିବୁ କି ଏ ପ୍ରକାର ଡାକ୍ତର ମାନଙ୍କୁ କେବେବି ପଶ୍ରୟ ନଦେବା ଉଚିତ । କାରଣ ଯଦି ଜଣେ ଡାକ୍ତର ଯାହାକୁ ଲୋକମାନେ ଭଗବାନ ବୋଲି ବିଶ୍ୱାସ କରନ୍ତି ସେ ଯଦି ଏପରି କାମ କରିବେ ତେବେ ସେହି ଭଗବାନ ଉପରେ ଲୋକମାନେ ବିଶ୍ୱାସ କରିବେ କେମିତି । କେମିତି ସେମାନେ ନିର୍ଭୟ ସହକାରେ ଜଣେ ଡାକ୍ତରଙ୍କ ପାଖରେ ନିଜର ସମସ୍ତ କଥାକୁ ସେୟାର କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।