Odisha News Portal

ଦେଖନ୍ତୁ ଭାଇରାଲ ଭିଡିଓ , ପ୍ରଥମ ଥର ନିଜ ଶଶୁରଘର ଏବଂ ନିଜ ସ୍ତ୍ରୀ ବିଷୟରେ ଏମିତି କିଛି କହିଲେ ଅଭିନେତା ପୁପିନ୍ଦର ! ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ….

ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ ଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଅଭିନେତ୍ରୀ ଏବଂ ଅଭିନେତା ମାନେ ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ଆଉ ତାଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ସିରିଏଲ୍ ତଥା ଫିଲ୍ମ ଦୁନିଆକୁ ।

ଆପଣ ମାନେ ଜାଣିଥିବେ ଯେ ଅଲିଉଡ ଜଗତରୁ ପ୍ରତିଦିନ କିଛି ନାଁ କିଛି ରୋଚକପୂର୍ଣ୍ଣ ଖବର ସାମ୍ନାକୁ ଆସିଥାଏ । ତେବେ ବର୍ତ୍ତମାନର ଯୁଗ ହେଉଛି ଇଣ୍ଟରନେଟ୍ ର ଯୁଗ, ସୋସିଆଲ ମିଡିଆର ଯୁଗ ।

ଆଉ ଏହି ଯୁଗରେ କୌଣସି ବି ବଡ ଖବର କିମ୍ବା ଛୋଟ ଖବର ପ୍ରଚାର କିମ୍ବା ପ୍ରସାର କରିବା ପାଇଁ ଆଉ ଅଧିକ ସମୟ ଲାଗୁନାହିଁ । ଲୋକମାନେ କୌଣସି ବି ଖୁସିକୁ , ଦୁଃଖକୁ କିମ୍ବା ନିଜର କିଛି ଅଭୁଲା ମୂହୂର୍ତ୍ତକୁ ଏହି ମାଧ୍ୟମରେ ପ୍ରକାଶ କରି ସମସ୍ତଙ୍କୁ ଦେଖାଇ ପାରୁଛନ୍ତି ।

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପପୁଲାର ତଥା ଲୋକପ୍ରିୟ ଅଭିନେତା ପୁପିନ୍ଦର ସିଂ ଏବଂ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ପପୁଲାର ଅଭିନେତ୍ରୀ ଶୁଭଶ୍ରୀ ନାୟକଙ୍କୁ ତ ଆପଣ ମାନେ ବହୁତ ଭଲ ଭବାରେ ଜାଣିଥିବେ ।

ବର୍ତ୍ତମାନ ସୋସିଆଲ ମିଡିଆରେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସାବିତ୍ରୀ ଧାରାବାହିକର ଲିଡ୍ ଆକ୍ଟ୍ରସ୍ ଶୁଭଶ୍ରୀ ନାୟକ ଏବଂ ଅଭିନେତା ପୁପିନ୍ଦରଙ୍କ ଲାଇଭ୍ ଭିଡିଓ କଲ୍ ଭାଇରାଲ ହେଉଛି । ଆପଣ ମାନେ ଜାଣି ଅଲିଉଡ ଆକ୍ଟର ପୁପିନ୍ଦର ସିଂ ବିବାହ କରିସାରିଛନ୍ତି । ଏବଂ ତାଙ୍କର ମଧ୍ୟ 3ଟି ପୁଅ ଅଛନ୍ତି । ଆସନ୍ତୁ ଜାଣିବା ସେମାନେ ଭିଡିଓ କଲ୍ ରେ କଣ ସବୁ ବାର୍ତ୍ତାଳାପ କରୁଥିଲେ ।


ତେବେ ପୁପିନ୍ଦର ତାଙ୍କ ଘର ପଞ୍ଜାବକୁ ଯାଇ ସେହିଠାରେ ରହି ଭିଡିଓ କଲ୍ କରିଛନ୍ତି । ସେହିଠାରେ ତାଙ୍କର ପରିବାର ରୁହନ୍ତି ଏବଂ ସେ ଛୋଟବେଳୁ ସେଠାରେ ବହୁତ୍ କମ୍ ରହିଛନ୍ତି, କିନ୍ତୁ ଯେତେବେଳେ ତାଙ୍କର ବିବାହ ହେଲା ସେ ସେଠାକୁ ଯିବାଆସିବା କରୁଛନ୍ତି ।

କାହିଁକି ନାଁ ତାଙ୍କ ଶଶୁରଘର ହେଉଛି ଅମୃତଶର । ତେବେ ବାବିହାର 5-6ବର୍ଷ ପରେ ସେଠାକୁ ଯାଇଛନ୍ତି ଏବଂ ତାଙ୍କର ଶଶୁରଘର ସହିତ ତାଙ୍କର ସମସ୍ତ ରିଲେଟିଭ୍ ଙ୍କ ଘରକୁ ଯାଇ ବୁଲିଆସିବା ପାଇଁ ।

ତାଙ୍କୁ ଶୁଭଶ୍ରୀ କେବେ ଫେରିବା କଥା ପଚାରିବାରୁ ସେ କହିଥିଲେ ସେ ଶିଘ୍ର ଫେରିଯିବେ କାହିଁକି ନାଁ ତାଙ୍କର ସ୍ତ୍ରୀଙ୍କ ଆଗକୁ ଜନ୍ମଦିନ ଅଛି । ପୁପିନ୍ଦର ତାଙ୍କ ସ୍ତ୍ରୀଙ୍କୁ ବହୁତ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ନେଇ ମଧ୍ୟ ବହୁତ କଥା ହୋଇଥିଲେ ଶୁଭଶ୍ରୀଙ୍କ ସହିତ । ଏମିତିକି ସେ ବହୁତ ଲକି୍ ବୋଲି କହିଥିଲେ ।

ତେବେ ଶୁଭଶ୍ରୀଙ୍କର ଆଗକୁ ଅନ୍ୟ ଏକ ସିରିଏଲ୍ ଆସିବ ବୋଲି ସେ କହିଥିଲେ , ଯେଉଁଟାକି ବହୁତ ଧମାକା ହେବ ଇଣ୍ଡଷ୍ଟ୍ରିରେ ବୋଲି କହିଥିଲେ । ଏହିପରି ବିଭିନ୍ନ ବିଷୟରେ ସେମାନେ ବାର୍ତ୍ତାଳାପ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।