Odisha News Portal

ଦେଖନ୍ତୁ ଭିଡ଼ିଓ । ଅମ୍ଲାନ – ଭୂମିକା ବିବାଦ ପରେ ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ଅର୍ଚ୍ଚିତା ରାଗିକି ସୁଟିଂ ସେଟରେ ଚା ଢାଳିବାର କାରଣ ଜାଣିଲେ ଅବାକ୍ ହୋଇଯିବେ….

0 6

ଆଜି ଆମେ ଆପଣ ମାନଙ୍କ ପ୍ରିୟ ଓଲିଉଡର ସୁନ୍ଦରୀ ହିରୋଇନ ଅର୍ଚ୍ଚିତା ସାହୁଙ୍କ ବିଷୟରେ କିଛି କହିବାକୁ ଯାଉଛୁ । ତାହେଲେ ଆପଣ ମାନେ ଜାଣିଥିବେ ଅର୍ଚ୍ଚିତା ସାହୁ ଚଳଚ୍ଚିତ୍ର ଜଗତକୁ ଆସିବା ପୂର୍ବରୁ ଜଣେ ବହୁତ ବଡ଼ କ୍ଲାସିକାଲ ନର୍ତ୍ତକୀ ଥିଲେ । କହିରଖୁଛୁ କି ଅର୍ଚ୍ଚିତା ତାଙ୍କ ସମୟରେ ଓଡ଼ିଶୀର ଜଣେ ଏକ ନମ୍ବର୍ ଡ୍ୟାନସର୍ ଥିଲେ ।ଏହାର କାରଣ ହେଲା ସେ ଛଅ ବର୍ଷ ବୟସରୁ ପ୍ରାୟ ଓଡିଶୀ ଡ୍ୟାନ୍ସ କରି ଆସିଛନ୍ତି । ଅର୍ଚ୍ଚିତା 2005 ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ।ଅର୍ଚ୍ଚିତାଙ୍କର ପ୍ରଥମ ଫିଲ୍ମର ନାମ ହେଉଛି ଓ ମାଇଁ ଲଭ୍ ।ଏହାପରେ ସେ ଆହୁରି ସୁପରହିଟ ମୁଭି ଦର୍ଶକମାନଙ୍କୁ ଭେଟି ଦେଇଥିଲେ କିନ୍ତୁ ତାଙ୍କର ଓ ମାଇଁ ଲଭ ଚଳଚିତ୍ରଟି କେବଳ ସମ୍ପୂର୍ଣ୍ଣ ଓଡିଶା ବର୍ଷରେ ନୁହଁବରଂ ସମ୍ପୂର୍ଣ୍ଣ ଭାରତ ବର୍ଷରେ ପ୍ରସିଦ୍ଧ ଲାଭ କରିଥିଲା ।

ପ୍ରକୃତରେ ଦେଖିବାକୁ ଗଲେ ଅର୍ଚ୍ଚିତା ସାହୁ ଆମ ଓଡ଼ିଶା ପାଇଁ ଅନେକ ଗୁଡିଏ ସୁନାମ ଅର୍ଜନ କରିଛନ୍ତି । ସେ 2013 ମସିହାରେ ଫେମିନା ମିଶ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ସେ ପ୍ରଥମ ରନର୍ସ ଅପ ହୋଇଥିଲେ । ସେ ସେଠାରେ ମିସ୍ ଟ୍ୟାଲେଣ୍ଟଡ଼ ଓ ମିଶ ଷ୍ଟାଇଲିସ ହେୟାର ପଦ ଜିତିଥିଲେ ।


ସେ ତାଙ୍କ ର ଅଭିନୟ, ଷ୍ଟାଇଲ୍ ଆଦି ପାଇଁ ଯେତିକି ପ୍ରସିଦ୍ଧ ତା ଠାରୁ ବେଶୀ ନିଜର ସୁନ୍ଦରତା ପାଇଁ ପ୍ରସିଦ୍ଧ। ଆଉ ସିଏ ଜଣେ ଏପରି ଅଭିନେତ୍ରୀ ଯିଏ କି ଯେକୌଣସି ଅଭିନୟ କୁ ଖୁବ୍ ଭଲ ଭାବରେ ତୁଲେଇ ଥାନ୍ତି। ଏହି କିଛି ଦିନ ତଳେ ତାଙ୍କର ଫିଲ୍ମ ଆସିଥିଲା “ଚାମ୍ପିଆନ୍” ଯାହାକି ଵହୁତ ସୁପରହିଟ୍ ହୋଇଥିଲା। ତେବେ ଆମେ ଆଜି ଆପଣ ମାନଙ୍କୁ ତାଙ୍କର ସେହି ଫିଲ୍ମ ସମ୍ପର୍କରେ କହିବୁ।


ଏହି ଫିଲ୍ମ ରେ ଅର୍ଚ୍ଚିତା ଜଣେ ଗାଉଁଲି ଝିଅର ରୋଲ୍ ପ୍ଲେ କରିଥିଲେ। ଏହି ସିନର ସୁଟିଂ ପାରଳାଖେମୁଣ୍ଡିର ଏକ ଗାଁରେ କରାଯାଇଥିଲା। ସେହି ରୋଲ୍ ରେ ଅର୍ଚ୍ଚିତା ଜଣେ ସାଧାସିଧା ଝିଅ ଭାବେ ନଜର ଆସିଥିଲେ। ଯେଉଁ ଥିରେ ସେ ନିଜର ଗାଁ ର ମାଟି, ପାଣି, ପବନ ରେ ଖୁବ୍ ଖେଳୁଛନ୍ତି ବୁଲୁଛନ୍ତି ଏବଂ ବହୁତ ଖୁସି ରେ ଅଛନ୍ତି। ଏହାପରେ ସେ ଏକ ଡ୍ୟାନ୍ସର୍ ର ରୋଲ୍ ମଧ୍ୟ କରିଥିଲେ। ଯେଉଁ ଥିରେ ସେ ଯାତ୍ରା ପାର୍ଟି ମାନଙ୍କ ରେ ଆଇଟମ୍ ସଙ୍ଗ୍ ମାନଙ୍କ ରେ ଡ୍ୟାନ୍ସ କରୁଛନ୍ତି। ଏହା ଉପରେ ଏକ ଗୀତ ମଧ୍ୟ ଅଛି, ଯାହାକି ସମ୍ପୂର୍ଣ୍ଣ ଭାବରେ ଏକ ଯାତ୍ରା ପେଣ୍ଡେଲ୍ ଉପରେ ସୁଟିଂ କରାଯାଇଛି। ଏଠାରେ ତାଙ୍କ ର ନାମ ଲାଲ୍ ପାନ୍ ବିବି ହୋଇଛି।

ଶେଷରେ ଅର୍ଚ୍ଚିତା ଏକ ବକ୍ସର୍ ର ରୋଲ୍ ମଧ୍ୟ କରିଛନ୍ତି। ଯେଉଁ ଥିରେ ସେ ନିଜର ଦେଶ ପାଇଁ ବକ୍ସିଙ୍ଗ୍ କରୁଛନ୍ତି। ଏହା ତାଙ୍କ ବାପାଙ୍କର ସ୍ୱପ୍ନ ଥିଲା କି ତାଙ୍କ ଝିଅ ଜଣେ ବକ୍ସର୍ ହେଉ ଆଉ ଦେଶ ପାଇଁ ଲଢି ଦେଶ ପାଇଁ ବିଜୟ ଆଣି ଦେଉ। ଶେଷରେ ଅର୍ଚ୍ଚିତା ଲଢି ନିଜ ଦେଶ ପାଇଁ ବିଜୟ ମଧ୍ୟ ଆଣିଦେଇଛନ୍ତି। ତେବେ ଅର୍ଚ୍ଚିତା ଏହି ଫିଲ୍ମ ରେ ଟୋଟାଲ୍ 3 ଟି ରୋଲ୍ ପ୍ଲେ କରିଛନ୍ତି। ଲୋକମାନେ ଏଠାରେ ଅର୍ଚ୍ଚିତାଙ୍କୁ ବିଭିନ୍ନ କ୍ୟାରେକ୍ଟରରେ ଦେଖିବାକୁ ପାଇଥିଲେ ଏବଂ ବହୁତ ପସନ୍ଦ ମଧ୍ୟ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।