ଦେଖନ୍ତୁ ଭିଡ଼ିଓ । ବାହାଘର ର କିଛି ମାସ ପରେ ଜୀନା ଓ ରୁଦ୍ର ଦେଲେ ଖୁସି ଖବର । ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

ତେବେ ଆପଣ ମାନେ ସମସ୍ତେ ଅଲିଉଡ ଅଭିନେତ୍ରୀ ଜିନାଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ଯିଏକି ତରଙ୍ଗ ଚ୍ୟାନାଲରେ ଏକ ରିଆଲିଟି ସୋ ମାଧ୍ୟମରେ ଆଲବମ୍ ହିରୋ ରୁଦ୍ରଙ୍କୁ ବିବାହ କରିଥିଲେ । ତେେବ ଆମେ ଆପଣଙ୍କୁ ମାନଙ୍କୁ କହି ରଖୁଛୁ କି ଜିନା ଏବଂ ରୁଦ୍ରଙ୍କର ବିବାହକୁ ବର୍ତ୍ତମାନ ଗୋଟିଏ ବର୍ଷ ପୂରି ଗଲାଣି । ତେବେ ଆଜି ଆମେ ଜାଣିବା ଜିନାଙ୍କ ବାର୍ଥଡେ ରେ ରୁଦ୍ର ତାଙ୍କୁ କଣ କଣ ସବୁ ସରପ୍ରାଇଜ ଦେଇଛନ୍ତି । ଚାଲନ୍ତୁ ଜାଣିବା ଆଲବିମ୍ ହିରୋ ରୁଦ୍ର ପତ୍ନୀ ଜିନାଙ୍କୁ ତାଙ୍କର ଜନ୍ମ ଦିନରେ କଣ ସବୁ ଉପହାର ଦେଇଚନ୍ତି । ଏହା ସହିତ ସେମାନ ତାଙ୍କର ପରିବାର ସହିତ କିଭଳି ଭାବରେ ଜନ୍ମ ଦିନର ଉତ୍ସବକୁ ପାଳନ କରିଛନ୍ତି , ସେ ବିଷୟରେ ଜାଣିବା ।

ଅଲିଉଡ ହିରୋଇନ ଜିନା କେବଳ ଟିଭି ଇଣ୍ଡଷ୍ଟ୍ରି ରେ ଅଭିନୟ କରି ନାହାଁନ୍ତି ବରଂ ସେ ଅନେକ ଫିଲ୍ମ୍ ରେ ମଧ୍ୟ ଅଭିନୟ କରିଛନ୍ତି । ସେ ବହୁତ ଗୁଡିଏ ଦୈନିକ ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭାବେ ମଧ୍ୟ କାମ କରି ସାରି ଛନ୍ତି । ଏହା ସହିତ ଜିନା ଆଲବମ୍ ଗୀତରେ ମଧ୍ୟ ବହୁତ୍ ଅଧିକ ଫେମସ୍ ଅଟନ୍ତି । ତେବେ ତାଙ୍କର ପ୍ରାୟ ଆଲବମ୍ ଗୀତ ସବୁ ହିଟ୍ ହୋଇଥାଏ । ଏହାସହିତ ଜିନା ଅନେକ ଫିଲ୍ମ୍ ରେ ସାଇଡ ହିରୋଇନ୍ ଭାବରେ ଏବଂ ମୁଖ୍ୟ ଅଭିନେତ୍ରୀ ଭାବେ ମଧ୍ୟ କାମ କରିଛନ୍ତି ।


ତେବେ ଜିନା ରୁଦ୍ରଙ୍କୁ ଏକ ରିଆଲିଟି ସୋ ଯାହାର ନାମ ଥିଲା ” ଜିନାଙ୍କ ଜୀବନ ସାଥି ” ସେହିଥିରୁ ହିଁ ସିଲେକ୍ସନ କରି ବିବାହ କରି ଥିଲେ । ବର୍ତ୍ତମାନ ସେମାନଙ୍କ ବିବାହ କୁ ଏକ ବର୍ଷ ବିତି ଯାଇଛି । ବିବାହ ପରେ ସେ ଅନେକ ସୋ ରେ ଅଙ୍କରୀଙ୍ଗି କରି ଅଛନ୍ତି ଓ ଅଭିନୟ କରି ଅଛନ୍ତି । ଆପଣଙ୍କୁ କହି ରଖୁଛୁ କି ଅଲିଉଡ ହିରୋଇନ ଜିନାଙ୍କ ଜନ୍ମଦିନ ଏହି ନିକଟ ଅତୀତ ରେ ଯାଇ ଅଛି ।


ଏହା ସହିତ ଜିନା ଙ୍କ ର ସୋସିଆଲ ମିଡ଼ିଆ ରେ ମଧ୍ୟ ଅନେକ ଫ୍ୟାନ ଫଲୋଉଇଙ୍ଗି ଅଛନ୍ତି ଯେଉଁ ମାନେ ତାଙ୍କ ଜନ୍ମ ଦିନ ରେ ତାଙ୍କୁ ଅନେକ ଶୁଭେଚ୍ଛା ଜଣାଇ ଅଛନ୍ତି । ଜିନା ଙ୍କ ପ୍ରଶଂସକ ମାନେ ତାଙ୍କ ଜନ୍ମ ଦିନ କୁ ଆହୁରି ଦୁଇ ଗୁଣ ଖୁସି ରେ ଭରି ଦେଇ ଅଛନ୍ତି । ତେବେ ଜିନା ଙ୍କୁ ତାଙ୍କ ପରିବାର ଲୋକ ମଧ୍ୟ ବହୁତ୍ ଶୁଭେଚ୍ଛା ଜଣାଇ ଅଛନ୍ତି ।

 

ତେବେ ତାଙ୍କର ଜନ୍ମ ଦିନରେ ତାଙ୍କୁ ଆଲବମ୍ ହିରୋ ରୁଦ୍ର ବା ସ୍ବାମୀ ରୁଦ୍ର ବହୁତ ଗୁଡିଏ ସର୍ପ୍ରାଇଁଜ ଦେଇ ଅଛନ୍ତି ଏହା ସହିତ ଅନେକ ଉପହାର ମଧ୍ୟ ଗିଫ୍ଟ କରିଛନ୍ତି । ଏହାସହିତ ରୁଦ୍ର ଜିନାଙ୍କ ପାଇଁ ଗୋଟିଏ ସର୍ପ୍ରାଇଜ ପାର୍ଟି ମଧ୍ୟ ଆରେଞ୍ଜେ କରିଥିଲେ । ଜିନା ନିଜ ବାର୍ଥଡେ ଏକ ଧଳା ଗାଉନରେ ନଜର ଆସି ଥିଲେ ଯେଉଁଥିରେ ସେ କୌଣସି ପରି ଠାରୁ କମ୍ ଲାଗୁ ନଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment