Odisha News Portal

ଦେଖନ୍ତୁ କୁନି ଝିଅର ଭିଡ଼ିଓ ସାରା ରାଜ୍ୟରେ ହେଉଛି ଭାଇରାଲ୍ କଥା ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ

କୁହାଯାଇଥାଏ କି ସାନ ସିନା କାମ କିନ୍ତୁ ବହୁତ ବଡ । ଯଦି କେହି କିଛି କରି ଦେଖାଇବା ର ଇଚ୍ଛା ଥାଏ ତାହା ହେଲେ ସେ ବୟସ କୁ ବି ପଛରେ ପକାଇ ଦେଇଥାଏ । ନିଜର ବୁଦ୍ଧି ଏବଂ କୈଶଳ ଲଗେଇ ଜଣେ ଯଦି ଗୋଟିଏ କାର୍ଯ୍ୟ କୁ କରି ଦେଖାଇବା ପାଇଁ ଆଗ୍ରହୀ ଥାଏ ତେବେ ବୟସ ବି ତା ଆଗରେ ହାର୍ ମାନିଯାଏ । ଆମେ ମାନେ ସମସ୍ତେ ବେଶ୍ ଭଲ ଭାବରେ ଜାଣିଛେ ଆଜିର ଦୁନିଆ ଶିକ୍ଷା କ୍ଷେତ୍ରରେ କେତେ ଆଗୁଆ କେତେ ସମୃଦ୍ଧ । ଆଜି ଆଉ କେହି ବି ଅଶିକ୍ଷିତ ନାହାଁନ୍ତି ,ଆମେ ଯଦି ଦେଖିବା ଆଜିକାଲି ଯିଏ ଅଟୋ ଚଳାଉଥିବ ସେ ମଧ୍ୟ ଇଂରାଜୀରେ କଥା କହୁଥିବ ।

ବେଳେବେଳେ ଆମ ଦୁନିଆରେ ଏମିତି କିଛି ଘଟଣା ବା ଖବର ଶୁଣିବାକୁ ବା ଜାଣିବାକୁ ପାଇଥାଉ ଯାହାକି ବିଶ୍ବାସ ଯୋଗ୍ୟ ହୋଇନଥାଏ । ଆଉ ସେହି ଘଟଣା ଗୁଡିକ ଆମକୁ ଏକ କାଳ୍ପନିକ କାହାଣୀ ପରି ପ୍ରତିୟ ମାନ ହୋଇଥାଏ ।

ଆଉ ଏହିପରି ଘଟଣା ଗୁଡିକ ଆମେ କେବଳ ଆମର ଗଣତାନ୍ତ୍ରୀକ ରାଷ୍ଟ୍ରର ମୁକ୍ତ ଗଣ ମାଧ୍ୟମ ଦ୍ବାରା ହିଁ ଜାଣିବାକୁ ପାଇଥାଉ । ତେବେ ଆଜି ଆମେ ସେହିପରି ଗୋଟିଏ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ପୂରା ଆଶ୍ଚର୍ଯ୍ୟଚକିତ ହୋଇଯିବେ ।

ଆଜି କାଲି ଦୁନିଆରେତ ପ୍ରତ୍ୟେକ ଲୋକ ସ୍ମାର୍ଟ ଏବଂ ଶିକ୍ଷିତ ହେଲେଣି । ଯଦି ଦେଖିବା ଆଜିକାଲିର ଛୋଟ ପିଲା ମାନେ ଏତେ ବୁଦ୍ଧାମାନ ଆଉ ଏତେ ଟେଲେଣ୍ଟେଡ୍ ହେଲେଣି, ସେମାନଙ୍କ ସେହି ସବୁ ଭଲ ଭଲ ଟେଲେଣ୍ଟକୁ ଦେଖି ବହୁତ ବଡ ବଡ ଲୋକ ମାନେ ମଧ୍ୟ ତାଜୁକ୍ ହୋଇ ରହିଯାଉଛନ୍ତି ।

ସୋସିଆଲ୍ ମିଡିଆରେ ଏପରି ଅନେକ ଖବର ସବୁ ଦେଖୁଥିବା ଯେଉଁଥିରେ କି ଲୋକ ମାନେ ନିଜ ପାଖରେ ଥିବା ବହୁତ ଭଲ ଭଲ ଟେଲେଣ୍ଟ୍ କୁ ଭିଡିଓ ମାଧ୍ୟମରେ ସେୟାର୍ କରିଥାନ୍ତି । ପିଲାମାନେ ପଢିବା ସାଙ୍ଗଙ୍କୁ ଅନେକ କିଛି କାର୍ଯ୍ୟ କରିବାରେ କଳା ରଖିଥାନ୍ତି । ଖାଲି ପାଠ ପଢ଼ିଲ ହେବ ନାହିଁ କାହିଁକି ନାଁ ଆଜିର ଏହି ସମାଜ ବହୁତ ଆଗକୁ ଗଲାଣି ।

ଦେଖିବାକୁ ଗଲେ ପୁଅମାନଙ୍କ ଠାରୁ ଝିଅମାନେ ଅଧିକ ପାଠ ପଢିବା ସହ ସମସ୍ତ କାର୍ଯ୍ୟରେ ଦକ୍ଷ ହୋଇ ପାରୁଛନ୍ତି । ତେବେ ସେମିତି ଏକ ଭିଡିଓ ଦେଖିବାକୁ ମିଳିଛି ବର୍ତ୍ତମାନ ସମୟରେ, ଗୋଟେ କୁନି ଝିଅ , ଯାହାର ନାମ ପ୍ରତୀକ୍ଷା ସ୍ୱାଇଁ ।

ଭିଡିଓରେ ଦେଖିବାକୁ ମିଳିଛି ଝିଅଟି ଅତି ସୁନ୍ଦର ଭାବେ ଆମ ଦେଶର ସ୍ଵାଧିନତା ଓ ତାର ଦକ୍ଷତା ସମ୍ପର୍କରେ ସୁନ୍ଦର ଭାବେ ବଖାଣି ଚାଲିଛି । କୁନି ଝିଅଟି ଆମ ଦେଶର ସ୍ୱାଧୀନତାଠୁ ଆରମ୍ଭ କରି ଆଜି ଯାଏ ଦେଶର ଅଗ୍ରଗତି ବିଷୟରେ କହିଛି ଏବଂ ଦେଶରେ ହେଉଥିବା ସମସ୍ତ ଘଟଣା ଉପରେ ସେ ଅତି ସୁନ୍ଦର ଭାବରେ ବୁଝାଇଛି ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଅନେକ ମାତ୍ରାରେ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଭିଡିଓ ଦେଖି ପୁରା ଚକିତ ହୋଇଯାଇଛନ୍ତି । ଏତେ କମ ବୟସରୁ ଦେଶରେ ହେଉଥିବା ପ୍ରତିଟି ଘଟଣାକୁ ସେ ସୁନ୍ଦର ଭାବରେ କହିଛି , ଆଉ ଝିଅଟିର ଏହି କଥା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।