Odisha News Portal

ଦେଖନ୍ତୁ ଭିଡିଓ , କେମିତି ପାଳନ କଲେ ଓଡିଆ ଅଭିନେତ୍ରୀ ମାନେ ଆଜିର କ୍ରିସମାଶ୍ ଡେ ” ! ଭିଡିଓ ଦେଖିବା ପରେ ଆପଣ ମଧ୍ୟ ଖୁସି ହେବେ….

ଆଜି ଖୀଷ୍ଟମାସ୍ ରେ ଅନେକ ସେଲିବ୍ରେଟି ମାନେ ବିଭିନ୍ନ ଢଙ୍ଗରେ ତଥା ଉପାୟରେ ନିଜର ମେରି ଖୀଷ୍ଟମାସ୍ ପାଳନ କରିଛନ୍ତି । ତେବେ ଖୀଷ୍ଟମାସ୍ ରେ ଚାଲନ୍ତୁ ଜାଣିବା କିଏ କେଉଁ ଢଙ୍ଗରେ ନିଜର ଖୀଷ୍ଟମାସ୍ କୁ ଏକ ସଂମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ ବଦଳାଇଛନ୍ତି । ସେଥି ପାଇଂ ଆପଣ ମାନେ ଆମର ଏହି ଲେଖାଟିକୁ ଷେଶ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ । ତେବେ ଆସନ୍ତୁ ଆରମ୍ଭ କରିବା ।

ତେବେ ବଙ୍ଗୀୟ ଅଭିନେତ୍ରୀ ରଚନା ବାନାର୍ଜୀ ମଧ୍ୟ ଏହି ଖୀଷ୍ଟମାସ୍ କୁ ବେଶ୍ ଧୁମ୍ ଧାମ୍ ରେ ପାଳନ କରିଛନ୍ତି ଏବଂ ତାହାର ଗୋଟିଏ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ତେବେ ଭିଡିଓ ରେ ଦେଖିବାକୁ ମିଳିଛି ଯେ ଅଭିନେତ୍ରୀ ରଚନା ବାନାର୍ଜୀ ଜଣେ ଓଡିଆ ଢଙ୍ଗରେ ମେରି ଖୀଷ୍ଟମାସ୍ ପାଳନ କରିଛନ୍ତି ଏବଂ ସେଥିରେ ବହୁତ ଖୁସି ହୋଇ ନାଚି ଯାଉ ଥିବାର ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଏମିତି ଅନେକ ଓଡିଆ ସେଲିବ୍ରେଟି ମାନେ ନିଜର ଢଙ୍ଗ ରେ ହିଁ ମେରି ଖୀଷ୍ଟମାସ୍ ପାଳନ କରିଛନ୍ତି ଏବଂ ତାଙ୍କର ପ୍ରଂଶସକ ମାନଙ୍କୁ ଶିଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି । ତେବେ ଏହି ଲେଖାଟିକୁ ସଂମ୍ପୂର୍ଣ୍ଣ ଭାବରେ ପଢନ୍ତୁ ଏବଂ କିଏ କେମିତି ପାଳନ କରିଛନ୍ତି ମେରି ଖୀଷ୍ଟମାସ୍ ଜାଣନ୍ତୁ ।

ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଭିନେତ୍ରୀ ଜୀନା ସାମଲ ଏବଂ ଅଭିନେତା ରୁଦ୍ର ପାଣିଗ୍ରାହୀ ଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଅଭିନେତ୍ରୀ ଜିନା ଏକ ରିଆଲିଟି ଶୋ ଜୀନାର ଜୀବନସାଥୀ ମାଧ୍ୟମରେ ତାଙ୍କର ଜୀବନ ସାଥୀ ଅଭିନେତା ରୁଦ୍ର ପାଣିଗ୍ରାହୀ ଙ୍କୁ ବାଛିଥିଲେ ଏବଂ ବିବାହ କରିଥିଲେ ।

ଯାହା ଚଳଚିତ୍ର ଜଗତରେ ଏକ ଇତିହାସ ସୃଷ୍ଟି କରିଥିଲା । ତେବେ ଅଭିନେତ୍ରୀ ଜୀନା ଏବଂ ରୁଦ୍ର ଗୋଟିଏ ବିଲେଇକୁ ମେରି ଭଳି ସଜେଇ ବହୁତ ଏନଜୟ୍ କରୁ ଥିବାର ଦେଖା ଯାଇଛି । ଆଉ ସେମାନେ ବହୁତ ଖୁସି ଥିବାର ମଧ୍ୟ ନଜରର ଆସିଛନ୍ତି ।


ତେବେ ଠିକ୍ ସେହିପରି ଭାବରେ ଓଲିଉଡର ରିଏଲ୍ ହିରୋ ଭାବରେ ପରିଚିତ ଅଭିନେତା ସବ୍ୟସାଚୀ ମଧ୍ୟ ଏହି ଖୀଷ୍ଟାମସ୍ କୁ ନିଜ ଢଙ୍ଗରେ ପାଳନ କରିଛନ୍ତି ଏବଂ ସେ ବହୁତ ଖୁସି ଥିବାର ମଧ୍ୟ ନଜର ଆସିଛନ୍ତି । ଏହାଛଡା ଅଭିନେତ୍ରୀ ରିୟା ଏପରିକି ଅଲିଉଡର ଅନେକ କଳାକାର ତଥା ଅଭିନେତା ଅଭିନେତ୍ରୀ ମାନେ ସେମାନ ଙ୍କ ନିଜ ନିଜ ଷ୍ଟାଇଲରେ ମେରୀ ଖୀଷ୍ଟମାସ୍ ପାଳନ କରି ଥିବାର ଜଣା ପଡିଛି ଆଉ ଏହି ଦିନ କୁ ବହୁତ ଉପଭୋଗ ମଧ୍ୟ କରିଛନ୍ତି । ତେବେ ଏହି ଦିନକୁ ଆମେ ବଡ ଦିନ ବୋଲି କହିଥାଉ ଏହି ଦିନକୁ ସମସ୍ତେ ବହୁତ ଆଗ୍ରହର ସହିତ ଅନେଇ ରହିଥାନ୍ତି ଏବଂ ବହୁତ ସେଲିବ୍ରେସନ୍ ମଧ୍ୟ କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।