Odisha News Portal

ଦେଖନ୍ତୁ ଭିଡିଓ – ପ୍ରଥମ ଥର ପାଇଂ ଝିଅ ସହିତ LIVE କରି କ୍ୟାମେରା ସାମ୍ନାକୁ ଆସିଲେ ଓଡିଆ ଅଭିନେତ୍ରୀ ଅନୁ ଚୌଧୁରୀ.. କଣ ସତରେ ତାଙ୍କର…..

ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାର ମାନଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଏହି କଳାକାର ମାନେ ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ଆଉ ତାଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ଚଳଚିତ୍ର ଦୁନିଆକୁ ।

ଆପଣ ମାନେ ସମସ୍ତେ ବେଶ୍ ଭଲ ଭାବରେ ଜାଣିଥିବେ ଅଲିଉଡ ର ଚୁଲବୁଲି ନାୟିକା ଅନୁ ଚୌଧୁରୀଙ୍କୁ । ସେ ତାଙ୍କର ବିଚକ୍ଷଣ ଅଭିନୟ ଏବଂ ସୁନ୍ଦରତାର ଯାଦୁରେ ଦର୍ଶକ ମାନଙ୍କର ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି । ତାଙ୍କର ରୂପ ଯେମିତି ଅଭିନୟ ମଧ୍ୟ ତାଠରୁ ଅଧିକ ମନଲୋଭା ।

ଆଉ ତାଙ୍କର ଏହି ସୁନ୍ଦରତା ପାଇଂ ସେ ଆଜି ହଜାର ହଜାର ଲୋକଙ୍କର ଦ୍ବିୱାନା ହୋଇପାରିଛନ୍ତି । ତେବେ ବହୁ ଦିନ ପରେ ଏହି ଚୁଲବୁଲି ଅଭିନେତ୍ରୀ ଜଣଙ୍କ ସୋସିଆଲ ମିଡିଆରେ ଲୋକଙ୍କ ନିକଟତର ହୋଇଛନ୍ତି । କାରଣ ତାଙ୍କୁ ପ୍ରାୟ ସୋସିାଲ ମିଡିଆ ଠାରୁ ଦୂରେଇ ରହିଥିବାର ଦେଖିବାକୁ ମିଳେ ।

ଅଭିନୟ ଜଗତରେ ଏଣ୍ଟ୍ରି ମାରିବା ପରେ ସେ ନିଜର ବିଚକ୍ଷଣ ତଥା ଚମତ୍କାରୀ ଅଭିନୟ ମାଧ୍ୟମରେ ଲୋକଙ୍କୁ ତାଙ୍କୁ ଆଡକୁ ାକର୍ଷିତ କରିଥିଲେ । ଆଉ ଧିରେ ଧିରେ ତାଙ୍କର ଅଭିନୟରେ ସମସ୍ତେ ମୁଗ୍ଧ ହେବାକୁ ଲାଗିଲେ ଏବଂ ସେ ହୋଇଗଲେ ସମସ୍ତଙ୍କର ପସନ୍ଦର ପ୍ରଥମ ଅଭିନେତ୍ରୀ ।

ନିଜର ଅପୂର୍ବ ସୁନ୍ଦରତା ସାଙ୍ଗକୁ ହୃଦୟସ୍ପର୍ଶି ଅଭିନୟ ସତେ ଯେମିତି ଲୋକଙ୍କ ହୃଦୟରେ ଏକ ଭିନ୍ନ ଧରଣର ଛାପ ଛାଡି ଦେଇଥିଲା । ତେବେ ଏହି ଅଭିନେତ୍ରୀ ଜଣଙ୍କ ସୁପରଷ୍ଟାର ସିନ୍ଧାନ୍ତ ମହାପାତ୍ର , ମିହିର ଦାଶ ଭଳି ଅନେକ ଆଗ ଧାଡିର ସଫଳ ଅଭିନେତାଙ୍କ ସହିତ ଅଭିନୟ କରିବାର ସୁଯୋଗ ପାଇଁ ନିଜକୁ ବେଷ୍ଟ ବୋଲି ପ୍ରମାଣିତ କରିଛନ୍ତି ।

ତେବେ ବର୍ତ୍ତମାନ ସମୟରେ ସେ ତାଙ୍କ ଝିଅଙ୍କ ସହିତ ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଚାଲନ୍ତୁ ଜାଣିବା ଅଭିନେତ୍ରୀ ଅନୁ ଚୌଧୁରୀ ଭିଡିଓରେ କଣ କହିଛନ୍ତି ଏବଂ କଣ ସବୁ କରିଛନ୍ତି ସେ ବିଷୟରେ ।

ଭିଡିଓରେ ଦେଖିବାକୁ ମିଳିଛି ସେ ତାଙ୍କ ଝିଅଙ୍କ ସହିତ ସେଲ୍ଫି ନେଉଚନ୍ତି , ସେ ଯେମିତି ଅଙ୍ଗଭଙ୍ଗୀ କରୁଛନ୍ତି ତାଙ୍କ ଝିଅ ବି ଠିକ୍ ସେମିତି କରୁଛି । ଅଭିନେତ୍ରୀ ତାଙ୍କ ଝିଅଙ୍କୁ ନାଚ ଶିଖାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ସେମାନେ ଦୁହେଁ ବହୁତ ମଜାମସ୍ତି କରିବା ସହିତ ଖେଳୁଛନ୍ତି ମଧ୍ୟ ।

ଅନୁ ଚୌଧୁରୀ ଏହି ଭିଡିଓରେ ତାଙ୍କର ଫୋଟ ସୁଟ୍ କରି କିଛି ଝଲକ ମଧ୍ୟ ଦେଖାଇଛନ୍ତି । ସେ ଓଳିଆ ସଫା କରୁଥିବା ସମୟରେ ମଧ୍ୟ ତାଙ୍କ ଝିଅ ଏବଂ ତାଙ୍କର ଏକ ଫୋଟ ଏହି ଭିଡିଓରେ ରହିଛି । ଯେଉଁଥିରେ ଦୁହେଁ ଝାଡୁ ଧରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।